Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

ଏସଟିଏଫ୍ ହାତରେ ଦୁଇ ବ୍ରାଉନସୁଗାର ବେପାରୀ

ବାଲେଶ୍ୱର: ପରିବା ମାର୍କେଟ ନିକଟରୁ ଜବତ ହେଲା ଧଳା ଜହର। ବାଲେଶ୍ୱର ଜିଲ୍ଲା ନୟାବଜାର ପରିବା ମାର୍କେଟରୁ ଏସଟିଏଫ୍ ଟିମ୍ ଜବତ କରିଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ ଅଶୋକ କୁମାର ବେହେରା ଏବଂ ବିଜୟ ଯାଦବ। ଏମାନେ କିଛି ବର୍ଷ ହେବ ବାଲେଶ୍ୱରରେ ବ୍ରାଉନ…

ବିଚ୍ ରାସ୍ତାରେ ନୃଶଂସ ହତ୍ୟା: ଗୁଳି କରିବା ପରେ ବେକକୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବିଚ୍ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ପ୍ରଥମେ ଗୁଳି ଚଳାଇବା ପରେ ବେକକୁ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଏଭଳି ନରକୀୟକାଣ୍ଡ କରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ । ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଏହି ବୀଭତ୍ସ ହତ୍ୟାକାଣ୍ଡ…

୩୩ଟି ମାଛର ଦାମ୍ କୋଟିଏ ଟଙ୍କା

ବାଲେଶ୍ୱର: ୩୩ଟି ମାଛ କୋଟିଏ ଟଙ୍କାରେ ବିକ୍ରି ହୋଇଛି। ଏହା କୌଣସି ବାହାରେ ନୁହେଁ, ବରଂ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ ଏହିପରି କଥା ସାମ୍ନାକୁ ଆସିଛି। ମସ୍ତ୍ର୍ୟଜୀବୀ ହାତରେ ଧରାପଡ଼ିଥିଲା ତେଲିଆ ଭୋଲା ମାଛ। ମା’ ବାସନ୍ତୀ ନାମକ ଏକ ଟ୍ରେଲରେ କିଛି ମସ୍ତ୍ର୍ୟଜୀବୀ…

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ପିଲା ଚୋରି ଭଳି ଶବ୍ଦ ଶୁଣିଲେ ମନରେ ଛନକା ପଶିଯାଏ । ଏହି ଅଭିଯୋଗ ଯାହା ବିରୋଧରେ ଥରେ ଆସେ, ସେ ସାରା ଜୀବନ ସମାଜରେ ଅଗ୍ରହଣୀୟର ଆଖ୍ୟା ମୁଣ୍ଡାଇବାକୁ ବାଧ୍ୟ ହୋଇଥାଏ । ବାଲେଶ୍ୱର ଜିଲ୍ଲାରେ ପିଲା ଚୋରିକୁ କେନ୍ଦ୍ର କରି ଉଭୟ ଅଭିଯୋଗ ଓ ପ୍ରମାଣ ଆଧାରରେ ଜଣେ ମହିଳାଙ୍କୁ…

ବିଷ ପିଇ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ବାଲେଶ୍ୱର : ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଏକ ନବବଧୂ । ବିଷ ପିଇ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ନବବଧୂ ଶେଷରେ ଆଖିବୁଜିଛନ୍ତି । ବାଲେଶ୍ୱର ବାଙ୍ଗରା ଗାଁର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ, ନୀଳଗିରି ଥାନା ସନ୍ତରାଗଡ଼ିଆ…

ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ହାଇସ୍ପିଡ଼ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ(ହିଟ୍) ବା ଅଭ୍ୟାସର ପରୀକ୍ଷଣ ସଫଳତାର ସହ ହୋଇଛି। ଚାନ୍ଦିପୁରର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ଏହି ଉତକ୍ଷେପଣ କରିଛି ଡ଼ିଆରଡ଼ିଓ। ବିଭିନ୍ନ କ୍ଷେପଣାସ୍ତ୍ର ଓ ବିମାନର ପରୀକ୍ଷଣବେଳେ ଏହାକୁ ଆକାଶରେ ଦ୍ରୁତ ଗତି କରୁଥିବା ଏକ ଟାର୍ଗେଟ…

ବସ୍ତାରେ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର:  ବସ୍ତା ଥାନା ନିକଟ ବିଦ୍ୟାଧରପୁର ଗାଁରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗରର ଆନୁମାନିକ ଓଜନ ୨ କିଲୋ ହେବ । ଆଜି ସକାଳୁ କୌଣସି ସୁତ୍ରରୁ ଖବର ପାଇ ୩୫ ଜଣିଆ ସ୍ୱତନ୍ତ୍ର ଟିମ୍ ଚଢଉ କରି ବ୍ରାଉନସୁଗାର ସହ ବେପାରୀଙ୍କୁ ଗିରଫ କରିଛି । ଜଣେ ମହିଳାଙ୍କ ସମେତ…

ପୋଲିସ ବିରୋଧରେ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀଙ୍କ ଏତଲା

ବାଲେଶ୍ୱର: ପୋଲିସ ବିରୋଧରେ ଏତଲା ଦେଇଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ। ପୋଲିସ କବଜାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ମୃତ୍ୟୁ ହୋଇଥିଲା। ଘଟଣାର ୩ମାସ ପରେ ଶେଖ୍ ହାଇଦରର ପତ୍ନୀ ହାସିନା ବିବି ସିମୁଳିଆ ଥାନାରେ ଲିଖିତ ଅଭିଯୋଗ…

ବାଲେଶ୍ୱର ଜିଲ୍ଲା ମଥାନୀରେ ବଢୁଛି ଜଳକା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ରେ ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ମଥାନୀଠାରେ ଜଳକାର ଜଳସ୍ତର ରହିଛି ୬.୩୦ ମିଟର । ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ଗତକାଲିଠାରୁ…

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଥରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଘଟଣାର ୨ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡ଼େଶ୍ୱରପୁରରୁ…