Latest Odisha News
Browsing Category

ବରଗଡ଼

Baragarh

ଖସିଗଲେ ୧୦-୧୫ ମାଓବାଦୀ, ଗୁଳି ଓ ମାଓ ସାମଗ୍ରୀ ଜବତ

ବରଗଡ଼: ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଚାଲିଥିଲା ମାଓ କ୍ୟାମ୍ପ । ଖବର ପାଇ ଚଢ଼ାଉ କରିଥିଲେ ଏସଓଜି ଯବାନ । ଏତିକିବେଳେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓ କ୍ୟାମ୍ପରେ ରହିଥିଲେ ୧୦ରୁ ୧୫ ଜଣ ମାଓବାଦୀ । ସୁରକ୍ଷାବାହିନୀ ସହ ଗୁଳି ବିନିମୟ ବେଳେ ଘଟଣାସ୍ଥଳରୁ…

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଅଗଷ୍ଟ ୧ରୁ ବରଗଡ଼ ଜିଲ୍ଲା ତିନି ଦିନ ସଟଡାଉନ୍

ବରଗଡ଼: ଆସନ୍ତା ଅଗଷ୍ଟ ୧ ତାରିଖରୁ ସଟଡାଉନ୍ ରହିବ ବରଗଡ଼ ଜିଲ୍ଲା । ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୩ ତାରିଖ ଯାଏଁ ସଟଡାଉନ୍ ବଳବତ୍ତର ରହିବ । ସଟଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ଜିଲ୍ଲା-ଜିଲ୍ଲା ଭିତରେ ସରକାରୀ ଓ ଘରୋଇ ପରିବହନ ଉପରେ ଲାଗୁ ହେବ…

ଧ୍ୱଂସମୁଖରେ ଗନ୍ଧମାର୍ଦ୍ଦନର ପୁରାତନ କୀର୍ତ୍ତି; ଐତିହ୍ୟ ସମ୍ପନ୍ନ ପଣ୍ଡାଘର ନିବାସ, ରଜାବସା

ପଦ୍ମପୁର: ବରଗଡ଼ ଜିଲ୍ଲାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରକୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା  । ଲିଙ୍ଗରାଜ ମନ୍ଦିର ର ନିର୍ମାଣ ର ସମସାମୟିକ ନୃସିଂହନାଥ…

ଦାଦନ ଯନ୍ତ୍ରଣା: ତେଲେଙ୍ଗାନାରୁ ଉଦ୍ଧାର ହେଲେ ୩୩ ଶ୍ରମିକ

ବରଗଡ: ଓଡିଶାର ପାଖାପାଖି ୩୩ଜଣ ଶ୍ରମିକ ଦଲାଲଙ୍କ ଦ୍ୱାରା ଇଟାଭାଟିକୁ କାମ କରିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡିଥିଲେ । ପଡୋଶୀ ରାଜ୍ୟ ତେଲେଙ୍ଗାନାର ପେଟାପଲ୍ଲୀ ଜିଲ୍ଲା ସ୍ଥିତ ପାଣ୍ଡୁଲାପଲ୍ଲୀ ଗାଁରୁ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଓଡିଶାର ଶ୍ରମ ବିଭାଗ । ଜଣେ ଦାଦନ…