Latest Odisha News

BREAKING NEWS

Browsing Category

ବରଗଡ଼

Baragarh

ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ଗାଡିକୁ ଅଣ୍ଡାମାଡ

ବରଗଡ଼: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ବିଧାୟିକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଆଜି ଗବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ…

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବରଗଡ଼: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଯାଉଥିବା ବେଳେ ଅଣ୍ଡାମାଡ଼ ହୋଇଛି । ଆଜି ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ…

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ । ତାଙ୍କୁ ଭଟଲି ଘରୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କରିବା ଆଶଙ୍କା ଥିବାରୁ ତାଙ୍କୁ ଆଗୁଆ ଗିରଫ…

BSKY ସ୍ମାର୍ଟ ହେଲଥ କାର୍ଡ ପାଇବ ବରଗଡ଼, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇବେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେପୁର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।…

ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ

ବରଗଡ଼ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ।ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଜେପୁର ବ୍ଲକ ଗଣ୍ଡପାଲି ନିକଟସ୍ଥ ମିନି ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି।୩ ଲକ୍ଷ…

[ଭିଡିଓ] ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ତାଲା ପକାଇଲେ ଗ୍ରାମବାସୀ , ରୋଗୀସେବା ବାଧାପ୍ରାପ୍ତ

ବରଗଡ଼ : ବରଗଡ଼ରେ ତାତିଲେ ଗାଁ ଲୋକ। ହସ୍ପିଟାଲର ମଇଳା ପାଣି ସିଧାସଳଖ ଟୁକୁରଲା ଗାଁ କୁ ପ୍ରବେଶ କରୁଥିବାରୁ ଏନେଇ ବାରମ୍ବାର ପ୍ରତିବାଦ କରିବା ସତ୍ୱେ କେହି ଶୁଣୁନଥିବାରୁ ଟୁକୁରଲା ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ତାଲା ପକାଇଦେଇଛନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ…

ବରଗଡ଼ରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା STF ଟିମ୍ , ଜଣେ ଅଟକ

ବରଗଡ଼:  ପୁଣି ଏସଟିଏଫ୍ ହାତରେ ଧରା ପଡ଼ିଲା ବଜ୍ରକାପ୍ତା ଚୋରା ଚାଲାଣକାରୀ । ବରଗଡ଼ ଜିଲ୍ଲା ଘେସ ରେଞ୍ଜ ଅନ୍ତର୍ଗତ ଜାମିପାଲି ରାସ୍ତାରେ ଗତକାଲି ପ୍ରାୟ ସନ୍ଧ୍ୟା ସମୟରେ ଏକ ବଜ୍ରକାପ୍ତା ଏସଟିଏଫ୍ ଦ୍ୱାରା ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଚୋରା ଚାଲଣ କରୁଥିବା ୧୯…

ଟିକସ ଫାଙ୍କିବା ଅଭିଯୋଗରେ ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

ବରଗଡ଼ :ଧନ ତେରାସ ପୂର୍ବରୁ ସୁନା ଦୋକାନୀଙ୍କୁ ଝଟକା । ଟିକସ ଫାଙ୍କିବା ଅଭିଯୋଗରେ ଗହଣ। ଦୋକାନୀଙ୍କ ଘରେ  ସିଟି ଜିଏସଟି ବିଭାଗ ରେଡ କରିଛି। ପଦ୍ମପୁର ସହରର ଥାନା ଛକସ୍ଥିିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ତା ନାଁ ରେ ଅଭିଯୋଗ ହୋଇଥିଲା । ସିଟି ଓ ଜିଏସଟି…

[ଭିଡିଓ] ଶିବ ମନ୍ଦିରରେ ନାଗ

ବରଗଡ଼ : ଶିବ ମନ୍ଦିରରେ ନାଗ ସାପ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ସିଦ୍ଧେଶ୍ୱର ବାବା ଶିବ ମନ୍ଦିର ଭିତରେ ୩ ଫୁଟ ଲମ୍ବର ନାଗସାପ ପଶିିଥିବା ଦେଖାବାକୁ ମିଳିଛି । ଗତ କାଲି ପ୍ରାୟ ରାତି ୧୧ ଟା ପାଖାପାଖି ହେବ ମନ୍ଦିର ଭିତରେ ଏକ ନାଗ ସାପ ପଶିଯାଇଥିଲା । ସାପଟି ମନ୍ଦିର ବୃଷଭ ମୂର୍ତ୍ତିରେ…

ହାଜତ ମୃତ୍ୟୁ ଓ ମମିତା ମେହେର ହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବି କଲା କୋଶଲ ସେନା

ବରଗଡ଼: ବହୁ ଚର୍ଚ୍ଚିତ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ହୋଇଥିବା ମୃତ୍ୟୁ ଓ ମମିତା ମେହେର ହତ୍ୟା ଘଟଣା। ଏହି ଉଭୟ ମାମଲା ପାଇଁ ନ୍ୟାୟ ଦାବି କରିଛନ୍ତି କୋଶଲ ସେନା। ବରଗଡ଼ ଗାନ୍ଧି ଛକରେ ଆମରଣ ଅନଶନରେ ବସିଲେ କୋଶଲ ସେନା। ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି। ଉଭୟ…