Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ମାନସ ସ୍ବାଇଁ ହତ୍ୟା ମାମଲା, ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କର । ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ…

ଔଷଧ କିଣିବାକୁ ଯାଇଥିବା ବେଳେ ଯୁବକଙ୍କୁ ଏସିଡ଼୍ ମାଡ଼

ଭଦ୍ରକ  : ଔଷଧ କିଣିବାକୁ ଯାଇ ଏସିଡ୍‌ ମାଡ଼ର ଶିକାର ହେଲେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ ହୋଇଛି । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ଗାଁର ଜଣେ ଯୁବକଙ୍କୁ ଏସିଡ ମାଡ଼…

ଧାମନଗରରେ ଗଣତି ଆରମ୍ଭ, ଭୋଟ କେନ୍ଦ୍ର ପାଖରେ ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ  ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣତି । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି…

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଚାନ୍ଦବାଲି : ମାନସ ସ୍ୱାଇଁ ହତ୍ୟା କାଣ୍ଡ ମାମଲା । ହତ୍ୟା ପଛରେ କାରଣ କଣ ସେନେଇ ସସପେନ୍ସ ଜାରି ରହିଛି । କ୍ରାଇମବ୍ରାଞ୍ଚ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ । ୩ ଦିନ ରିମାଣ୍ଡ ଦେଇଛନ୍ତି କୋର୍ଟ । ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଝୁନା,ରଞ୍ଜନ ,ନିରଞ୍ଜନ…

[ଦେଖନ୍ତୁ ଭିଡିଓ] ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ : କାର୍ଯ୍ୟାନୁଷ୍ଠାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଭଦ୍ରକ : ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ। ଏହ।ର ପ୍ରତିବାଦ କରିବା ସହିତ ରାଜରାସ୍ତାରେ ଟାୟାର ଜାଳି ବସିଛନ୍ତି ଲୋକେ । ଭଦ୍ରକରେ ଘଟିଛି ଘଟଣା। ଭଦ୍ରକ ରାନ୍ଧିଆରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟର କିଛି ଶ୍ରମିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ବେଦାନ୍ତରେ କାର୍ଯ୍ୟରତ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶେଷରେ ବନ୍ଧାହେଲେ ଶର୍ମିଷ୍ଠା

ଭୁବନେଶ୍ୱର  : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ ।…

ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ

ଭଦ୍ରକ : ପୌର ନିର୍ବାଚନ : ଭଦ୍ରକରେ ପଛରେ ପଡିଲା ବିଜେଡି । ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ । ଭଦ୍ରକ ପୌର ପାଳିକାରେ ନୂତନ ଚେୟାରମ୍ୟାନ ଭାବେ ଗୁଲମୁକି ହବିବ ବିଜୟୀ ହୋଇଛନ୍ତି ।ସେ ବିଜେଡି ଠାରୁ ୩୨୫୬ ଖଣ୍ଡ ଭୋଟର ଆଗରେ ରହି ବିଜୟ ହାସଲ କରିଛନ୍ତି ।

ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍‌ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସେପଟେ…

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲିରେ କ୍ରାଇମ୍ ବ୍ରାଞ୍ଚ ଟିମର ତଦନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ  କ୍ରାଇମ୍ ବ୍ରାଞ୍ଚ ଟିମ୍ ପକ୍ଷରୁ ତଦନ୍ତ ଜାରି ରହିଛି । ପୁଲିସ ଶର୍ମିଷ୍ଠାର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠାର ପତ୍ତା ପୁଲିସ ନପାଇବାରୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାରେ ତଦନ୍ତ କରିଛନ୍ତି । ଗତ ଫେବ୍ରୁଆରି ମାସ ୬…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ଓଡ଼ିଶା ଛାତ୍ରୀ

ଭଦ୍ରକ : ଦିନକୁ ଦିନ ଋଷ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ଫେରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଫେରିବାକୁ ଅନୁରୋଧ କରିଚାଲିଛନ୍ତି । ସେହିଭଳି ଓଡ଼ିଶାର  ଜଣେ ଛାତ୍ରୀ ସେଠାରୁ ନିଜ ଘରକୁ ଫେରିଛନ୍ତି।…