Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ଗାଁ’ର ନକ୍ସା ବଦଳାଇବେ ସୁନ୍ଦରୀ ପ୍ରିୟଙ୍କା

ବଲାଙ୍ଗୀର: ମଡେଲିଂକୁ କ୍ୟାରିୟର କରିଥିବା ପ୍ରିୟଙ୍କା ଏବେ ସାଜିଛନ୍ତି ସରପଞ୍ଚ ପ୍ରାର୍ଥୀ । ଘର ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍ ଚୁଡାପାଲ୍ଲି ପଞ୍ଚାତ ଢୁଳୁସର । ସୁନ୍ଦରୀ ମଡେଲ ଏବେ ନିଜ ପଞ୍ଚାତର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଭଉଣୀ…

ପୁଲିସ ଅଧିକାରୀଙ୍କ କାର ସହ ଧକ୍କା, ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ରାସ୍ତାର ସଇଁତଲା ଥାନା ଗୋଏଲଭାଡ଼ି ଛକ ନିକଟରେ କାର ଓ ବାଇକ ମୁହାଁମୁହିଁ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ରମେଶ ନାଗ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କାରଟି ବଡ଼ମାଳ ପୁଲିସ ଅଧିକାରୀ ସର୍ବେଶ୍ୱର…

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ । କିଛି ଦିନ ବ୍ୟବଧାନ ପରେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଏହି ରେଳ ଷ୍ଟେସନରୁ ୧୪ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ…

ବିପୁଳ ପରିମାଣର କଫ୍ ସିରପ ଜବତ, ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଖପ୍ରାଖୋଲରୁ ବିପୁଳ ପରମାଣର କଫ୍ ସିରପ ଜବତ । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାୟ ୧୫୫ କଫ୍ ସିରପ ,୩୦ଟି ନିଶା ବଟିକା , ଗୋଟଏ ମୋବାଇଲ, ୧୫ଶହ ଟଙ୍କା ସମେତ କଫ ସିରପ ଚାଲଣକାରୀ ସୁକୁମାର ଭୋଇକୁ ପୋଲିସ ଗିରଫ କରିଛି । ଆଗରୁ ମଧ୍ୟ ସୁକୁମାର ନାରେ ନିଶା…

ହରିଶଙ୍କରରେ ବୁଲୁଛି ବାଘ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ପାଟଣାଗଡ଼: ମାତିଛି ବାଘ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରସିଦ୍ଧ ହରିଶଙ୍କର ପୀଠ ଅଞ୍ଚଳରେ ସୋମବାର ରାତିରେ ଏକ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି । କିଛି ଲୋକ ବାଘକୁ ଦେଖିଥିବା ପରେ ହରିଶଙ୍କର ବନ ବିଭାଗକୁ ସୂଚନା ଦେଇଥିଲେ । ଏ ସମ୍ପର୍କରେ ଖପ୍ରାଖୋଲ ରେଞ୍ଜର…

ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍

ବଲାଙ୍ଗୀର: ପୁଣି ଭିଜିଲାନ୍ସ ରେଡ୍। ଏଥର ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆଗଲପୁର ବ୍ଲକ୍ ସେକ୍ସନ ଅଫିସର । ସେକ୍ସନ ଅଫିସର ପ୍ରଫୁଲ ସାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପ୍ରଫୁଲଙ୍କ ଘରେ ରେଡ୍ ଜାରି ରଖିଛି । ପ୍ରଫୁଲଙ୍କ…

୫ ହଜାର ବୋତଲ କଫସିରପ୍‌ ଜବତ ,୩ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ସଫଳତା ।ବଲାଙ୍ଗୀରରୁ ବିପୁଳ ପରିମାଣର କଫସିରପ୍‌ ଜବତ । କପ ସିରଫ ମାଫିଆ ସହ ୩ ଜଣଙ୍କୁ ଗରଫ କଲା ବଲାଙ୍ଗୀର ପୋଲିସ । ରାଞ୍ଚିରୁ ବଲାଙ୍ଗୀର ବେଆଇନ କଫସିରଫ ଚାଲଣ ବେଳେ ସଦର ଥାନା ପୋଲିସ ପଛରଚେପା ରାସ୍ତାରେ ଏହି କଫସିରପ୍ ଜବତ କରିଛି ।ଏହି କଫସିରପର…

ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ଟ୍ରକ ଚାଳକ ଫେରାର

ବଲାଙ୍ଗିର: ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ସନେ୍ଧକେଲା ଥାନା ଅନ୍ତର୍ଗତ ଚନ୍ଦୋତରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ଦେଡ଼ଗାଁର କରୁଣ ଥପା ଓ ଯୁବରାଜ ଥପା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ…

ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା

ଭୁବନେଶ୍ବର : ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା । ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବ୍ୟବସାୟୀକୁ ଧରିଛି ଏସଟିଏଫ । ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ଅଜିତ କୁମାର…

ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ

ବଲାଙ୍ଗିର: ବିଳମ୍ବିତ ରାତିରେ ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଧାମନଡଙ୍ଗା ଗାଁ ନିକଟ ବୁଲାଣିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।…