Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ

ବଲାଙ୍ଗିର: ବିଳମ୍ବିତ ରାତିରେ ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଧାମନଡଙ୍ଗା ଗାଁ ନିକଟ ବୁଲାଣିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।…

ପଞ୍ଚାୟତ ନିର୍ବାଚନ: ୪୪ ଲକ୍ଷ ଟଙ୍କାରେ ନିଲାମ ହେଲା ସରପଞ୍ଚ ପଦବୀ

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ଆଶ୍ଚର୍ଯ୍ୟ କରିଛି । ବଲାଙ୍ଗୀର ପୁଇଁତଳା ବ୍ଲକର ଏକ ପଞ୍ଚାୟତକୁ ୪୪ ଲକ୍ଷ ଟଙ୍କା ଦେଇ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀର ନିଲାମୀ ଜିତିଥିବା ଅଭିଯୋଗ…

ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି

ଭୁବନେଶ୍ୱର: ସାଧାରଣତଃ ଆମ ରାଜ୍ୟରେ ଏକ ଲୋକ କଥା ଅଛି ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ଯାହାର ସମସ୍ତ ଗୁଣ ଦୋଷଯୁକ୍ତ, ତା’ର କେଉଁ ଗୋଟିଏ ଗୁଣକୁ ଆମେ ତର୍ଜମା କରିବା’ । କିନ୍ତୁ ପ୍ରକୃତରେ ଖଜୁରୀ ଗଛର ଅନେକ ଭଲ ଗୁଣ ଅଛି । ଖଜୁରୀ ଗଛ…

ଆଦିବାସୀଙ୍କ ଶୁଲିଆ ଯାତ୍ରା: ରକ୍ତରଂଜିତ ହେଲା ସାନଖଳା ଓ ବଡ଼ଖଳା

ବଲାଙ୍ଗୀର: ପୁଣି ରକ୍ତରଂଜିତ ହୋଇଛି ସାନଖଳା ଓ ବଡ଼ଖଳା । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି। ଆଦିବାସୀଙ୍କ ଶୁଲିଆ ଯାତ୍ରାରେ ଭୋର ସମୟରେ…

ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ୍ୟୁର ଦଶ ଦିନ ପରେ ଆସିଲା ଓମିକ୍ରନ ଟେଷ୍ଟିଂ ରିପୋର୍ଟ। ଗତ ଡିସେମ୍ୱର ୨୦ ତାରିଖ…

ଛେଳିଚୋରି କରିବା ଅଭିଯୋଗରେ ନିଲମ୍ବନ ହେଲେ ସିନ୍ଧିକେଲା ଥାନା ଏଏସଆଇ

ବଲଙ୍ଗୀର : ଛେଳି ଚୋରି କରିବା ଏଏସଆଇଙ୍କୁ ପଡିଲା ମହଙ୍ଗା । ଛେଳି ଚୋରି କରି ବଲଙ୍ଗୀର ସିନ୍ଧିକେଲା ଥାନା ଏଏସଆଇ ସୁମନ ମଲ୍ଲିକ ନିଲମ୍ବିତ ହୋଇଛନ୍ତି । ଶୁକ୍ରବାର ରାତିରେ ସିନ୍ଧିକେଲା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି ଭୋଜି କରିବା ତାଙ୍କ ନାଁ ରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ…

ମା’ର ମୃତ ଦେହ ପାଖରେ ତିନିଦିନ ହେଲା ଜଗି ବସିଥିଲା ୩ ବର୍ଷର କୁନି ଝିଅ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜଣେ ତିନି ବର୍ଷର କୁନି ଝିଅ ତିନି ଦିନ ହେଲା ମା’ ର ମୃତଦେହ ପାଖରେ ଜଗି ବସିଛି । ବଲାଙ୍ଗୀର ସାଗରପଡା ଶିବ ମନ୍ଦିର ନିକଟରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କୁନି ନାଏକ ଜଣେ ମହିଳା ନିଜ ତିନି ବର୍ଷର…

ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର : ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ବଲାଙ୍ଗୀରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଏହାର ଏସଆଇଟି ତଦନ୍ତ ଦାବିରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ…

[ଭିଡ଼ିଓ] ମାର୍ଗଶୀରରେ ଦେବଗୁଣିଆ ପରମ୍ପରା

ନୂଆପଡା: ଓଡ଼ିଶା କଳା ଓ ସଂସ୍କୃତିର ରାଜ୍ୟ। ଏହାର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ପ୍ରାଚୀନ ପରମ୍ପରା । ସେପରି ଏକ ପରମ୍ପରା ହେଉଛି ଦେବଗୁଣିଆ ପରମ୍ପରା । ଦେବଗୁଣିଆମାନେ ଏକ କଳାପ୍ରିୟ ଜାତି । ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ଦେବଗୁଣିଆ ଜାତି ରହନ୍ତି।…

ମମିତା ମେହେର ହତ୍ୟା ଘଟଣା, ୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

କଣ୍ଟାବାଞ୍ଜି:- ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ଆସନ୍ତା ୧୫ରେ ହେବ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହେବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଶୁଣାଣି । ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ…