Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

୭ କେ.ଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢୁଛି । ଆଜି ଏକ ପଲସର ବାଇକରେ ଜଣେ ଯୁବକ ଗଞ୍ଜେଇ ନେଇ ଆସୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା ।ବାଇକ ଡିକିରୁ ୭ କେଜି ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ…

[ଭିଡ଼ିଓ] ନିୟମର ଖୋଲାଖୋଲି ଉଲ୍ଲଂଘନ, ମାଲାମାଲ ଜମି ଦଲାଲ

ପାଟଣାଗଡ଼: ବେଧଡକ ଚାଲିଛି ବେଆଇନ୍ ଜମି କାରବାର । ସରକାରଙ୍କ ବିନା ଅନୁମତିରେ ଚଢା ଦରରେ ବିକ୍ରି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ । ପାଟଣାଗଡ଼ରେ ସବୁ ନିୟମର ହେଉଛି ଖୋଲାଖୋଲି ଉଲ୍ଲଂଘନ । ଛତୁ ଫୁଟଲା ଭଳି ଦଲାଲ ମାତିଛନ୍ତି । ଆଉ ରାତାରାତି କରୁଛନ୍ତି ଏହି ବେଆଇନ୍ କାମ । ସେପଟେ…

ପୁଣି ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରମେଶ କୁମାର ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀର ଡ଼ିଏସପିଙ୍କ ନେତୃତ୍ୱରେ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ…

ମମିତା ମେହେର ହତ୍ୟାକାଣ୍ଡ ଘଟଣା : କୋର୍ଟରେ ହାଜର ହେଲା ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେ ଚଣ୍ଡୀ କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି…

KBN ଗ୍ରୁପର ଭାଇରାଲ୍ ଭିଡିଓ ମାମଲା : ଖେଳନା ବନ୍ଧୁକ ସହ ଗାଡ଼ି ଜବତ

ଭୁବନେଶ୍ୱର: KBN ଗ୍ରୁପର ଭାଇରାଲ୍ ଭିଡିଓ ମାମଲା । ରାଜଧାନୀରେ ଭିଡିଓ ଭାଇରାଲ୍ କରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ରୁପର ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶନରେଟ୍ ପୋଲିସ । ଜବତ ହେଉଛି ଭାଇରାଲ୍ ଭିଡିଓରେ ବ୍ୟବହୃତ ମାରଣାସ୍ତ୍ର ସହ ଗାଡ଼ି । ନୟାପଲ୍ଲୀ ଥାନା…

ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। ପୋଲିସ୍‌ ଏମାନଙ୍କୁ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ କରିଛି। ତେବେ କିଏ ଏହି ଦୁଇ…

ପବ୍ଲିକ୍ ଷଣ୍ଢ ପରେ କିଙ୍ଗ୍ ଗ୍ୟାଙ୍ଗର ଧମକ ଭିଡିଓ ଭାଇରାଲ୍

ବଲାଙ୍ଗୀର: ଭୁବନେଶ୍ବରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ଭିଡିଓ ଭାଇରାଲ ପରେ ଏବେ ବଲାଙ୍ଗୀରରେ କିଙ୍ଗ୍‌ ଗ୍ରୁପର ଭିଡିଓ ଭାଇରାଲ ହେଉଛି । କିଙ୍ଗ୍‌ ଗ୍ରୁପ୍‌ ବନ୍ଧୁକ, ଖଣ୍ଡା, ଭୁଜାଲି ସହ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଭିଡିଓ ଛାଡିଛି । ୮ରୁ ୧୦ଜଣ ଯୁବକ ମାରଣାସ୍ତ୍ର ଧରି…

ମରୁଡ଼ି ଅଞ୍ଚଳ ପାଇଁ ଉପଯୋଗୀ ଧାନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବଲାଙ୍ଗୀର : ବଲାଙ୍ଗୀର ଲର୍କିପାଲି ଠାରେ ଧାନ ଗବେଷଣା କରାଯାଇଛି। ଯେଉଁ ଧାନ ମରୁଡ଼ି ଅଞ୍ଚଳ ପାଇଁ ଉପ ଯୋଗୀ ତାହା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ। ବଲାଙ୍ଗିର ଲର୍କିପାଲି ଠାରେ ଥିବା ବିହନ ଗବେଷଣା କେନ୍ଦ୍ରରେ ଫିଲିପାଇନସ ଠାରେ ଥିବା ଆର୍ନ୍ତଜାତୀୟ ବିହନ…

ମମିତା ମେହେର ମର୍ଡର କେସ୍ : ଜେସିବି ଓ ସ୍କୁଟି ଜବତ

ବଲାଙ୍ଗିର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା । ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ । ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ…

ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ, ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ

ଟିଟିଲାଗଡ଼: ଭାଇ ହାତରେ ଗଲା ଭାଇର ଜୀବନ। ମୃତ ବାପାଙ୍କ ସରକାରୀ ଅନୁକମ୍ପା ମୂଳକ ରାଶିକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦର ଘଞ୍ଚ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା। ମୃତକ ଜଣକ ହେଲେ ସଞ୍ଜୟ ବେହେରା।…