Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

ବର୍ଷା ହେଲେ ବନ୍ଦ ହୋଇଯାଉଛି ଶବଦାହ

ବ୍ରହ୍ମପୁର: ବ୍ରହ୍ମପୁର ସହର ଶ୍ରୀରାମ ନଗର ବାସିନ୍ଦା ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛିଦିନର ବର୍ଷା ଯୋଗୁ ସାହିରେ ଥିବା ଏକମାତ୍ର ଶ୍ମଶାନ କାଦୁଅରେ ଭର୍ତ୍ତି ହୋଇଯାଇଛି । ବର୍ଷା ପାଣି ଜମି ରହିବାରୁ ଶବଦାହ ସମ୍ଭବ ହେଉନି । ବର୍ତ୍ତମାନ ବାସିନ୍ଦାଙ୍କୁ…

ନକଲି ଔଷଧ ବିକ୍ରି ସନ୍ଦେହରେ ବ୍ରହ୍ମପୁରରେ ଚଢ଼ଉ

ବ୍ରହ୍ମପୁର: ନକଲି ଔଷଧ ବିକ୍ରି ଅଭିଯୋଗରେ ବ୍ରହ୍ମପୁରରେ ଚଢ଼ାଉ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଡ୍ରଗ୍ସ ଟିମ୍ ଚଢାଉ କରିଛି। ବିଭିନ୍ନ ଔଷଧ ଦୋକାନ ସହିତ ବିତରଣ କମ୍ପାନୀଙ୍କ ଗୋଦାମରେ ଚଢ଼ାଉ ହୋଇଥିବା ସୂଚନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର (ଡିଆଇ)…

ନକଲି ଗୁଟ୍‌ଖା କାରଖାନା ମାଲିକଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ବାଉଁଶିଆପଲ୍ଲୀ ଠାରେ ନକଲି ଗୁଟଖା ସାମ୍ରାଜ୍ୟ ଚଳାଇଥିବା ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି । ଗତ ଅଗଷ୍ଟ ୩୦ ତାରିଖରେ ସଦର ଥାନା ପକ୍ଷରୁ ବାଉଁଶିଆପଲ୍ଲୀ ଠାରେ ଥିବା ୩ଟି ନକଲି ଗୁଟଖା କାରଖାନା ଓ ଗୋଦାମରେ ଚଢଉ…

ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକରେ ପୂର୍ବାହ୍ନରେ ପୂର୍ଣ୍ଣଚନ୍ଦ୍ର ନାହାକ(୩୮)ଙ୍କୁ କେତେକ ଦୁର୍ବୃତ୍ତ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ଣ୍ଣଚନ୍ଦ୍ରଙ୍କ ଘର ପୁରୁଷୋତ୍ତମପୁର ଥାନା…

ଜୁଆ ଆଡ୍ଡାରୁ ଗିରଫ ହେଲେ ୧୩ ଜୁଆଡ଼ି

ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ପୋଲିସ ମଙ୍ଗଳବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିବା ସହିତ ୮୦ ହଜାର ଟଙ୍କା, ୧୫ଟି ମୋବାଇଲ ଏବଂ ୨ଟି ବାଇକ୍‌କୁ ଜବତ କରିଛି । ଏହି ଆଡ୍ଡାରୁ ୧୩ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଆସିକା ଥାନା ଅନ୍ତର୍ଗତ ଧୋବପଲ୍ଲୀ ଶିବ ମନ୍ଦିର ପାଖରେ ଜୁଆ ଖେଳ…

ଗାଡ଼ି ଚାଳକଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବ୍ରହ୍ମପୁର: ଗତ ୧୦ ତାରିଖରେ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ନାରାୟଣପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ କାଳିଆ ବିଷୋୟୀ(୩୮) ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ବେପରୁଆ ଭାବେ ଗାଡି ଚଳାଇ ଆସୁଥିବା ଜଣେ କାର ହଠାତ୍ ଧକ୍କା ଦେଇଥିଲା । ଫଳରେ କାଳିଆଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।…

ଚାଲିଥିଲା ଗଞ୍ଜେଇ ଯାଞ୍ଚ, ବସ୍‍ ଭିତରୁ ମିଳିଲା ୩୨ ଲକ୍ଷ ଟଙ୍କା

ବ୍ରହ୍ମପୁର: ପୁଣି ଥରେ ବସ୍‍ ଭିତରୁ ପୁଳାପୁଳା ଟଙ୍କା ମିଳିବାକୁ ନେଇ ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବରୁ ଥରେ ଏକ କୋଟି ୨୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମଙ୍ଗଳବାର ମିଳିଛି ନଗଦ ୩୨ ଲକ୍ଷ ଟଙ୍କା। ପ୍ରାଥମିକ ସୂଚନା ଅନୁଯାୟୀ, ବସ୍‍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ…

ଖଣ୍ଡାରେ ଯୁବକଙ୍କୁ ହାଣି ହତ୍ୟା

ବ୍ରହ୍ମପୁର:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକ ପାଖରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାହାକ। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ବାଇକ୍‍ରେ କେଉଁଆଡ଼େ…

ବସ୍ତିରେ ଶିକ୍ଷାର ଦୀପ ଜାଳୁଛି ସାତ୍ତ୍ୱିକ ସୋଲ୍‍

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ବସ୍ତିଗୁଡ଼ିକର ପିଲାମାନଙ୍କ ମଧ୍ୟରେ ଶିକ୍ଷାର ଦୀପ ଜାଳିବାରେ ଏବେ ପ୍ରମୁଖ ଭୂମିକା ନେଉଛି ସାତ୍ତ୍ୱିକ ସୋଲ୍‍। ଉତ୍ସାହି ଯୁବତୀ ଯୁବକଙ୍କୁ ନେଇ ଗଠିତ ଏହି ସଂଗଠନ ବସ୍ତିଗୁଡ଼ିକରେ ପାଠ୍ୟ ପୁସ୍ତକ ବଣ୍ଟନ ଠାରୁ ଆରମ୍ଭ କରି ଶିକ୍ଷା ସଂପର୍କିତ ପ୍ରତିଯୋଗିତା…

ଚୋର ଗ୍ୟାଙ୍ଗ୍‌ ପାଖରୁ ମିଳିଲା ୨୮୦ ଗ୍ରାମ୍‌ ସୁନା, ୯୪ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ସହରର ସୋମାନାଥନଗର ତୃତୀୟ ଲାଇନ ସ୍ଥିତ ସୁଲୋଚନା ପାତ୍ରଙ୍କ ଘରୁ ଗତ ୧ ତାରିଖ ରାତିରେ ନଗଦ ୧୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୬୦୦ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣାରେ ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ…