Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବିଡିଏ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର…

ଭୟ ବଢାଇଲା କରୋନା: ଓଡିଶାରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ଵର: ଚିନ୍ତା ବଢାଇଲା କରୋନାର ନୂଆ ଭାଇରାଣ୍ଟ । ଦେଶ ପରେ ଏବେ ରାଜ୍ୟରେ ଚିହ୍ନଟ ହେଲା JN.1 ଭାରିଆଣ୍ଟ । ରାଜ୍ୟରେ ୨ ଜଣ କରୋନାର ନୂତନ ଭାରିଆଣ୍ଟ JN.1ରେ ଆକ୍ରାନ୍ତ । ଏନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ…

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ବ ସମସ୍ତ ସଂପତ୍ତି, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟାଯିବ ନିଲାମ ଅର୍ଥ

କଟକ: ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବ । ସାଧାରଣରେ ନିଲାମ କରିବାକୁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅର୍ଥତତ୍ତ୍ବ ସଂସ୍ଥାର ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଗଞ୍ଜାମ, ବାଲେଶ୍ବର ଓ ଅନ୍ୟ ସ୍ଥାନରେ ଥିବା ୧୧୦ ଏକର ଜମି, ୧୧ ଟି ଦାମି ଗାଡି, ୯ଟି…

ରାଜ୍ୟପାଳଙ୍କ ପାଇଁ ୩ ପରାମର୍ଶଦାତା ନିଯୁକ୍ତ 

ଭୁବନେଶ୍ଵର; ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ପରାମର୍ଶଦାତା ଭାବେ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଉଛନ୍ତି, ଅବରସରପ୍ରାପ୍ତ ଆଇଏଏସ୍ ଅଫିସର ସନ୍ତୋଷ କୁମାର ଶତପଥୀ, ପ୍ରଫେସର ଡାକ୍ତର ଶୁକ୍ଳା ମହାନ୍ତି ଓ ଶ୍ରୀ ସୁବ୍ରତ କୁମାର ମହାନ୍ତି। …

ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଆରମ୍ଭ 

ଭୁବନେଶ୍ଵର;  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବ-ଭାରତୀୟ ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ  ତିନିଦିନ ଧରି ଚାଲିବ। ପ୍ରତିଯୋଗିତାରେ ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ଚାରୋଟି ପ୍ରାୟୋଗିକ ବହୁଦେଶୀୟ ବିଦ୍ୟାଳୟର…

ଭୁବନେଶ୍ୱର ଚାରା ଦୁର୍ନୀତିର ଅଭିଯୁକ୍ତମାନେ କେବେ ବନ୍ଧା ହେବେ?

ଭୁବନେଶ୍ଵର; ଭୁବନେଶ୍ୱରରେ ଗଛ ଲଗାଇବାରେ ୭ କୋଟି ଟଙ୍କାର ଦୁର୍ନୀତି ଏବେ ସାମନାକୁ ଆସିଛି। ହକି ବିଶ୍ୱକପ୍ ସମୟରେ ସୌନ୍ଦର୍ଯ୍ୟକରଣ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ସବୁ ଅଣଓଡ଼ିଆ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ କରାଯାଇଛି। ହକି ବିଶ୍ୱକପ୍ ସମୟରେ ଲାଗିଥିବା…

ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ, ବସ୍ ରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର

ଭୁବନେଶ୍ଵର: ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଆଣିଛି ସଡକ ଓ ପରିବହନ ବିଭାଗ। ଏଣିକି ସ୍କୁଲ୍ ବସ୍ କିମ୍ବା ଭ୍ୟାନର ଆଗ ଓ ପଛରେ ପ୍ରାଞ୍ଜଳ ଭାବରେ ‘ସ୍କୁଲ ବସ୍’ ଲେଖାଯିବ । ସେହିପରି ଭଡାରେ ଲାଗିଥିବା ସ୍କୁଲ ବସ୍ କିମ୍ବା ଭ୍ୟାନରେ ‘ ଅନ୍ ସ୍କୁଲ୍ ଡ୍ୟୁଟି’ ଲେଖା ରହିବ ।…

ଧରାପଡ଼ିଲେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ଵର; କମିସନରେଟ୍ ପୁଲିସ ହାତରେ ରାଜ୍ୟ ବାହାରର ଗୋଟିଏ ବଡ଼ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମୋବାଇଲ୍ ଫୋନ୍ ଲୁଟି ଏଥିରୁ ସିମ୍ କାଢ଼ିବା ପରେ ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେଉଥିଲେ। ଏହି ମାମଲାରେ ଝାଡ଼ଖଣ୍ଡ ସାହେବ ଗଞ୍ଜର ସେରଶାହା…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରଜ୍ଞାପୁରୁଷ ତଥା ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ଆଶାର ପ୍ରାଣକେନ୍ଦ୍ର ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ଆଜି ୧୫ବର୍ଷ ବିତିଗଲାଣି । କିନ୍ତୁ ବଡ ଆଶ୍ଚର୍ଯ୍ୟର ବିଷୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ…

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ…