Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ ଆଉ ୪ ସହରକୁ ଉଡିବ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ ଆଉ ୪ ସହରକୁ ଉଡିବ ବିମାନ । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରୁଥିବାବେଳେ ଏଥିରେ ଆଜି ଆଉ ୪ଟି ସହର ଯୋଡି ହୋଇଛି । ତେବେ ଉକ୍ତ ସହର ଭିତରେ ରହିଛି ସୁରଟ, ଡେରାଡୁନ, ଚଣ୍ଡିଗଡ ଓ ଜମ୍ମୁ । ଏନେଇ ସୂଚନା…

ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ

ଭୁବନେଶ୍ଵର: ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ଦ୍ୱିତୀୟ ବିମାନ । ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ଏହି ବିମାନ ସେବା ଯୋଗାଇବ । ଇଣ୍ଡିଆ ୱାନ୍‌ ଏୟାରର ୯ ସିଟ ବିଶିଷ୍ଟ ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ରେ…

ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଓଡିଆ ପୁଅ ମନୋରଞ୍ଜନ ମିଶ୍ର

ଭୁବନେଶ୍ଵର: ପୁଣିଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିୟୋଜିତ ହୋଇଛନ୍ତି ଓଡିଆ ପୁଅ ମନୋରଞ୍ଜନ ମିଶ୍ର । ଗତ ୩ ଦଶନ୍ଧିରୁ ରିଜର୍ଭ ବ୍ୟାଙ୍କରେ ବିଭିନ୍ନ ଗୁରୁ ଦାୟିତ୍ୱ ତୁଲାଇବା ପରେ ଏହି ପଦବୀରେ…

ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ଵକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…

ଆସନ୍ତା ୨୦ରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୨୦ ତାରିଖରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ଵିତୀୟ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ  ଆସିବେ ମହାମହିମ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ । ତେବେ…

ହାଇସ୍କୁଲରେ ଖାଲିଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ପାଇଁ ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା

ଭୁବନେଶ୍ଵର: ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ୭୫୪୦ ଗୋଟି ବର୍ଗର ଶିକ୍ଷକ ପଦବୀ ପୂରଣ ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ମାଧ୍ୟମରେ ଚୟନ ପ୍ରକ୍ରିୟା ଚାଲୁଅଛି । ଉକ୍ତ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଉପନୀତ । ଚୂଡାନ୍ତ ତାଲିକା ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ଲିଖିତ…

ଓଡିଶାରେ ଟିମ୍ କୋରିଆ : ଅର୍ଥନୈତିକ ସହଯୋଗ ଉପରେ ଆଲୋଚନା , ଆସିପାରେ ନିବେଶ !

ଭୁବନେଶ୍ୱର : ଓଡିଶାରେ ଟିମ୍ କୋରିଆ । ଆଗକୁ ଓଡିଶାରେ କୋରିଆର ନିବେଶ ସମ୍ଭାବନା ରହିଛି । ଏନେଇ କୋରିଆ ଦୂତାବାସର ବାଣିଜ୍ୟିକ ପରାମର୍ଶଦାତା ଶ୍ରୀ ସଙ୍ଗଜୋଙ୍ଗ ସି ଏଚ୍ ଓ କହିଛନ୍ତି, ମୁଁ ନିଶ୍ଚିତ ଯେ ଆଇଟି, ନବୀକରଣ ଯୋଗ୍ୟ, ଅଙ୍ଗାରକାମ୍ଳ ବିହିନ, ବ୍ୟାଟେରି ଚାଳିତ ଯାନ, ବିମାନ ଚଳାଚଳ…

ପିଆଜ ପାଇଁ ଠେଲାପେଲା : ୩୦ଟଙ୍କାରେ ପିଆଜ ବିକୁଛି ନାଫେଡ୍

ଭୁବନେଶ୍ୱର : ସାରା ରାଜ୍ୟକୁ ଏବେ କନ୍ଦାଉଛି ପିଆଜ  । କାରଣ ଦିନକୁ ଦିନ ଅହେତୁକ ଭାବେ ବଢିବାରେ ଲାଗିଛି ପିଆଜ ଦର  । କେବଳ ପିଆଜ ନୁହେଁ ଡାଲି , ଚାଉଳ ଦର ମଧ୍ୟ ବୃଦ୍ଧି ଘଟିଛି । ଯାହାକି ଏକ ମଧ୍ୟବିତ୍ତ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଦର ଯେତେ ବୃଦ୍ଧି ହେଲେ ବି…

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା, ୫୦ରୁ ଉର୍ଦ୍ଧ୍ଵ ମହିଳା ଗିରଫ

ଭୁବନେଶ୍ଵର: ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ପୁରୁଷଙ୍କ ପରେ ପଡିଲା ମହିଳାଙ୍କ ପାଳି । ଆଜି ୫୩ ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ୭୭ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ୫୬ଜଣଙ୍କୁ ଗିରଫ କରାଯାଇଛି । ଏହାକୁ…

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ…

ଭୁବନେଶ୍ବର : ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ  । ବିବାହର  ପ୍ରତିଶ୍ରୁତି ଦେଇ ଜଣେ  ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି ।  ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଦେବେଶଙ୍କ ଘର ଯାଜପୁରରେ…