Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଜୁନ ୧୫ରେ ସମସ୍ତ ଜିଲ୍ଲାରେ ବିଜେପି ପାଳିବ ମୋଦୀ ସରକାରର ଆଠ ବର୍ଷର ସଫଳତା

ଭୁବନେଶ୍ୱର: କେନ୍ଦ୍ରର ମୋଦୀ ସରକାରର ୮ ବର୍ଷ ପୂର୍ତ୍ତିକୁ ରାଜ୍ୟ ବିଜେପି ପାଳନ କରିବ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ବିଜେପି। ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୂରୋହିତ ଏହି ସୂଚନା ଦେଇଛନ୍ତି। ପୂରୋହିତ କହିଛନ୍ତି, ରାଜ୍ୟର…

କେନ୍ଦ୍ରାପଡ଼ା ସୁପାରି କିଲର ଜଟଣୀରୁ ଗିରଫ; ସୁନ୍ଦରପଦାର ସନ୍ତୋଷ ମାର୍ଥା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ହତ୍ୟା କରିବାକୁ ଆସି ପୋଲିସ ହାବୁଡ଼ରେ ପଡ଼ିଛନ୍ତି ସୁପାରି କିଲର । କେନ୍ଦ୍ରାପଡ଼ାରୁ ଦୁଇ ଜଣ ସୁପାରି କିଲର ସାଙ୍ଗରେ ୭ ଏମଏମ ବନ୍ଧୁକ ଧରି ବାଇକରେ ଜଟଣୀ ପହଞ୍ଚିଥିଲେ । ହେଲେ ଠିକ୍ ସମୟରେ ପୋଲିସ ଧରି ପକେଇ ସବୁ ଭଣ୍ଡୁର୍ କରିଦେଲା । ମଙ୍ଗଳବାର ବିଳମ୍ବିତ…

ଖେଳାଳି ଯିବା ବେଳେ ହେବ ଟ୍ରାଫିକ ସିଲ୍, ଓଡିଶା ଆସୁଛନ୍ତି ଭାରତୀୟ କ୍ରିକେଟ ଟିମ୍

ଭୁବନେଶ୍ୱର: ଆସନ୍ତା ଜୁନ ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତୀୟ କ୍ରିକେଟ ଟିମ୍। ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ଚାଲିଛି ପ୍ରସ୍ତୁତି। ତେବେ ଏୟାରପୋର୍ଟରେ ଖେଳାଳି ପହଞ୍ଚିବା ପରେ କଡା ସୁରକ୍ଷା ବଳୟରେ ନିଆଯିବ ମେ' ଫେୟାର ହୋଟେଲ ।ଫ୍ୟାନସଙ୍କ ଭିଡକୁ…

[ଦେଖନ୍ତୁ ଭିଡିଓ] ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ: ମରିବାକୁ ନେଇ ଡରାଅ ନାହିଁ , ବଞ୍ଚିବାକୁ ଚାହେଁ

କଟକ: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି । ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି। ଏହାଛଡ଼ା ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି । …

ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା, ଖୁବଶୀଘ୍ର ଘୋଷଣା ହେବ ନୂଆ ଟିମ୍

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀରେ ଶୀର୍ଷ ନେତୃତ୍ବ ଏବଂ ପ୍ରଭାରୀଙ୍କ ସହ ଶରତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଆସନ୍ତା 10ରେ ଶରତଙ୍କୁ  ରାଜ୍ୟ କଂଗ୍ରେସ ଏକ ସମ୍ବର୍ଦ୍ଧନା ସମାବେଶ କରାଯିବ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ବିଭିନ୍ନ…

ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କରି ଜେଲ ଗଲା ସ୍ୱାମୀ

ଭୁବନେଶ୍ୱର : କୁହାଯାଏ ଅନ୍ୟାୟ ଓ ଅତ୍ୟାଚରକୁ ସାମ୍ନା କରିବାକୁ ଯାଇ ଯଦି ଜଣଙ୍କ ସ୍ୱାମୀ ଜେଲ୍ ଯାଏ ତାହେଲେ ସଂପୃକ୍ତ ମହିଳାର ମୁଣ୍ଡ ନଇଁବନି ବରଂ ମୁଣ୍ଡ ଟେକି ସମାଜରେ ଆଖିରେ ଆଖି ମିଶାଇ ଚାଲିବ। ଆଉ ଏଭଳି ସ୍ୱାମୀ ପାଇ ସେହି ମହିଳା ନିଜ କଷ୍ଟକୁ ବୁକୁରେ ଚାପି ଧରି ହିମତଓ୍ୱାଲା…

ଲୁଟ୍ ପାଇଁ ବାବାଙ୍କୁ ଛୁରାମାଡ: ମୋବାଇଲ ଲୁଟେରା ଓ ଦଲାଲ ଗିରଫ

ଭୁବନେଶ୍ୱର: ଲୁଟ୍ ପାଇଁ ସୀମା ଟପୁଛନ୍ତି ଲୁଟେରା। ମୋବାଇଲ ଟଙ୍କା ପାଇଁ କରୁଛନ୍ତି ଆକ୍ରମଣ। ଆଉ ଏକୁଟିଆ ଥିବେ ଲୋକଙ୍କୁ ଦେଖିଲେ ରାସ୍ତାରେ କରୁଛନ୍ତି ଆକ୍ରମଣ। ଏମିତି ଢଙ୍ଗରେ ଗତ ୧୬ ମେରେ ଭରତପୁର ଥାନା ଘାଟିକିଆ ନିକଟରେ ଜଣେ ଇସ୍କନ ବାବାଙ୍କୁ କରିଥିଲେ ଆକ୍ରମଣ। ମୋବାଇଲ ପାଇଁ ଇସ୍କନ…

ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଦେଶ ଯିବେ ନବୀନ । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସେଠାରେ ଇନଭେଷ୍ଟର୍ସ ମିଟରେ…

ଏସଟିଏଫ ଜାଲରେ ଫସିଗଲା ବାଘା, ମିଳିଲା ୨କୋଟିର ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ଡିଲ୍। ଆଗରୁ ଛକି ବସିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ୨ କୋଟିର ଡିଲ ବେଳେ ମାଡି ବସିଲା ଏସଟିଏଫ ଟିମ। ରାଜଧାନୀସ୍ଥିତ ଏମସ ହସ୍ପିଟାଲ ନିକଟରୁ ୨ କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି…

ନିର୍ବାଚନର ୨୧ ମାସ ପୂର୍ବରୁ ୨୧ ମନ୍ତ୍ରୀ ଦଳକୁ ଦେଇପାରିବେ କି ସଫଳତା?

ଭୁବନେଶ୍ବର: ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ୨୧ ମାସ ବାକି ଅଛି । ଏହା ପୂର୍ବରୁ ବିଜେଡି ସୁପ୍ରିମୋ ବାଜି ଲଗାଇଛନ୍ତି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟର ଅଧା ବିଭାଗ ବି ପରିବର୍ତ୍ତନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ…