Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବିଜୁଳି କାଟ ପ୍ରସଙ୍ଗରେ ଲୋକଙ୍କ ସହ କିଏ ଖେଳୁଛି ଲୁଚକାଳି ?

ଭୁବନେଶ୍ୱର: ଗତ ମାସରେ ଅସହ୍ୟ ତାତି ଯେତେବେଳେ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା ସେତେବେଳେ ଶାସନ ସଚିବ କହିଥିଲେ ବିଜୁଳି କାଟ ହେବ ନାହିଁ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏହି କେହି ପଦ କଥା ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇଥିଲା। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ…

ନବମ ପରୀକ୍ଷାରେ ବିଦ୍ୟାର୍ଥୀ ଅନୁପସ୍ଥିତ ରହିବା ପଛର କାରଣ ଖୋଜାଯିବ: ମନ୍ତ୍ରୀ

ଭୁବନେଶ୍ୱର: ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ସ୍ପୋର୍ଟସ ସୁଟରଙ୍କ ବନ୍ଧୁକରୁ ଛାତ୍ର ନେତାଙ୍କୁ ଗୁଳିମାଡ଼, ବନ୍ଧା ହେଲା ଅଭିଯୁକ୍ତ

ଭୁବନେଶ୍ୱର: ମଙ୍ଗଳବାର ସିଆରପି ଛକ ଗୁଳିମାଡ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ସ୍ପୋର୍ଟସ ସୁଟରଙ୍କ ବନ୍ଧୁକରୁ ଛାତ୍ର କଂଗ୍ରେସ ନେତାଙ୍କୁ ଉପରକୁ ଗୁଳିମାଡ ହୋଇଥିଲା। ଘଟଣାର ଛାନଭିନ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ସିଆରପି ଅଞ୍ଚଳରେ ରହୁଥିବା ଜଣେ…

୧୫ ହଜାର ପିଲା ଦେଇନାହାନ୍ତି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ବେଳେ ଅନେକ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଏହାପରେ ଏବେ ନବମ ଶ୍ରେଣୀରେ ମଧ୍ୟ ଅନେକ ପିଲା ପରୀକ୍ଷା ଦେଇନଥିବା ଜଣାପଡିଛି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ଏହି ସୂଚନା ଦେଇଛି। ଯେଉଁଥିରୁ ଜଣାପଡିଛି ଚଳିତ ଥର ନବମ ଶ୍ରେଣୀ ବାର୍ଷିକ…

ମୋବାଇଲ ଫେରାଇବାକୁ ମେଳାର ଆୟୋଜନ, ଗହଣା ଚୋରକୁ ଖୋଜିବ କିଏ?

ଭୁବନେଶ୍ୱର: କମିଶନରେଟ ପୋଲିସ, ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଅହରାତ୍ର ଜଗିଛି । କିନ୍ତୁ ବିଡମ୍ବନାର କଥା ଏଠି ବିଚ ରାସ୍ତାରେ ଛିନତାଇ, ବନ୍ଧୁକ ମୁନରେ ଲୁଟ ହେଉଛି । ହେଲେ ଏହି ପୋଲିସ ବଡ ଚୋରକୁ ଧିରିବାର ଯେତିକି ସଫଳ ହୋଇନି ତାଠୁ ଅଧିକ ଛୋଟ ଚୋରକୁ ଧରିବାରେ ସଫଳ। ମଙ୍ଗଳବାର…

ଭୁବନେଶ୍ୱରରେ ଫାଙ୍କା ଗୁଳି; ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅତି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନୟାପଲ୍ଲୀରେ ମଙ୍ଗଳବାର ସଂଧ୍ୟାରେ ଫୁଟିଛି ଗୁଳି । କେହି ଏଥିରେ ମୃତାହତ ହୋଇନାହାନ୍ତି । କେବଳ ଫାଙ୍କା ଗୁଳି ଚାଳନା ହୋଇଥିବା କମିଶନରେଟ ପୋଲିସ୍ ସୂଚନା ଦେଇଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂ ପହଞ୍ଚି ତଦନ୍ତ…

ସମ୍ ହସ୍ପିଟାଲ୍‌ରେ ପ୍ରଥମ ଥର ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ…

ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ମହାସଚିବ ତଥା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ । ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରୁ ଫେରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ବିମାନବନ୍ଦରରେ ଗଣମାଧ୍ୟମ…

ଖୋଲିବ ବରମୁଣ୍ଡା ଫାୟାର ପାର୍କ, ଲୋକେ ହେବେ ସଚେତନ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ‘ଫାୟାର ପାର୍କ’ ତଥା ଓଫଡ୍ରା (ଓଡ଼ିଶା ଫାୟାର ଆଣ୍ଡ୍ ଡିଜାଷ୍ଟର ରେସ୍ପନ୍ସ ଏକାଡେମୀ) ଆସନ୍ତା ଶନିବାର ମେ ୨୧ ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ଏନେଇ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ କରି ଯୋଗ ଦେଇଥିବା ମହାନିର୍ଦ୍ଦେଶକ ସନ୍ତୋଷ…

[ଦେଖନ୍ତୁ ଭିଡିଓ] ଟୋଲକପଡା ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଗିରଫ

ଭୁବନେଶ୍ୱର : ବାଲିଅନ୍ତା ପୋଲିସକୁ ମିଳିଛି ସଫଳତା । ଦୀର୍ଘ ଦିନ ହେବ ବେଆଇନ ଭାବରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରି ଗ୍ରାହକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ରାଜଧାନୀ ଉପକଣ୍ଠ ତଥା ବାଲିଅନ୍ତା ଥାନା ଟୋଲକପଡା ନିକଟରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ଚାଲିଥିଲା ଜୁଆଆଡ୍ଡା ।…