Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବାଲିଅନ୍ତା ବୋମା ମାଡ ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଭାଲିଆବାଡିର ଶୁଶିଲ ବଳିଆର ସିଂ (୨୪) ଏବଂ ଓ ପିତାପଲ୍ଲୀର ମହେଶ୍ୱର ପ୍ରଧାନ(୨୮)। ସୂଚନା ଅନୁସାରେ ବାଲିଅନ୍ତାରେ ଚାଲିଥିବା ଏକ ପ୍ଲଟିଂ ଜମିରେ…

ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାଶନ ସଚିବ ଶ୍ରୀ ବିନୋଦ କୁମାର…

ମହିଳାଙ୍କ ପେଟରୁ ୧୦କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍ପିଟାଲର ସର୍ଜନ

ଭୁବନେଶ୍ୱର :ସମ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପୋଚାର । ମହିଳାଙ୍କ ପେଟରୁ ବାହାରିଲା ୧୦ କେଜି ଓଜନର ଟ୍ୟୁମର । ଏହି ଅପରେସନ କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ ସର୍ଜନ ମାନେ । ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର…

ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣା କଡାକଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ଵର : ଆସୁଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ସମୟରେ କୋଭିଡ କଟକଣା ପାଳନ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ରାଜ୍ୟ ନିର୍ବାଚନ କମିଶନ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ସବୁ ଜିଲ୍ଲାରେ କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ…

ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିଆଯାଉଥିବା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ । ସାମ୍ବାଦିକମାନଙ୍କୁ କୋଭିଡ଼ ଯୋଦ୍ଧାଭାବେ ପରିଗଣିତ କରାଯାଉଛି । ଯେଉଁମାନଙ୍କ ଦ୍ୱିତୀୟ ଡ଼ୋଜ୍ ନେବାର…

ନନ୍ଦନକାନନରେ ୪ ଦିନରେ ୩ଟି ମୟୂର ଓ ଗୋଟିଏ ଚିଲର ମୃତ୍ୟୁ

ବାରଙ୍ଗ : ବାରଙ୍ଗ ନନ୍ଦନକାନନରେ ଦିନକୁ ଦିନ ବଢୁଛି ପକ୍ଷୀ ମୃତ୍ୟୁ ସଂଖ୍ୟା । ୪ ଦିନ ଭିତରେ ନନ୍ଦନକାନନରେ ତିନୋଟି ମୟୂର ସହ ଗୋଟିଏ ଚିଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପକ୍ଷୀ ମାନଙ୍କ ମୁମନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫକୁ ପଠାଯାଇଛି । ଖୁଆଡରେ ଥିବା ଅନ୍ୟ ପକ୍ଷୀ…

ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରରେ ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୪ ହଜାର ୭୫୪ ପ୍ରାର୍ଥୀ । କୋଭିଡ଼ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିିତୀୟ…

ରାଜ୍ୟରେ ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ମଧ୍ୟରେ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ଆଉ ୭ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ! ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ରାଜ୍ୟକୁ ବର୍ଷା ହେବ । ୨୧,୨୨ ଓ ୨୩ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆଜି ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗତ କିଛି ଦିନ ହେଲା ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ି…

ରିଲାଏନ୍ସ ଜିଓ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଡେଫର୍ଡ ସ୍ପେକ୍ଟ୍ରମ୍ ଦେୟ ବାବଦ ୩୦,୭୯୧ କୋଟି ଟଙ୍କା…

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍ ସହିତ ଟ୍ରେଡିଂ ଅଫ୍ ରାଇଟ୍ ଜରିଆରେ ହାସଲ କରିଥିବା…