Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ସଂକ୍ରମଣ ତଳମୁହାଁ ,ଲକ୍ଷଣ ଦେଖାଦେଲେ ଟେଷ୍ଟ କରାନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗାଇଡ ଲାଇନ ଅନୁସାରେ ଟେଷ୍ଟିଂ ଚାଲିଛି । ଆକ୍ଟିଭ କେସରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି । ସର୍ଭେଲାନ୍ସ ଟେଷ୍ଟିଂ ମଧ୍ୟ ରାଜ୍ୟରେ ଭଲ ଅଛି ।…

ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ପୁଣି ପୁରୀ ବାସୀଙ୍କୁ ମିଳିବ ମୋ ବସ୍ ସେବା ।  ଶୁକ୍ରବାରଠାରୁ ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ। ଏ ନେଇ କ୍ରୁଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀକୁ ୫୧ ନମ୍ବର ରୁଟ୍‌ରେ ସାଧାରଣ ଓ ୫୦ ନମ୍ବର ରୁଟ୍‌ରେ ଏକ୍ସପ୍ରେସ୍‌ ବସ୍…

ରାଜଧାନୀରେ ଘନ କୁହୁଡି ଯୋଗୁଁ ବିମାନ ସେବା ବ୍ୟାହତ

ଭୁବନେଶ୍ୱର : ଘନ କୁହୁଡି ବଳୟ ଭିତରେ ରାଜଧାନୀ । ଏନେଇ ବିମାନ ଚଳାଚଳ ବ୍ୟାହାତ ହୋଇଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡି ପରିଲକ୍ଷୀତ ହୋଇଥିଲା ,ଭୁବନେଶ୍ୱର ବିମାନ ବନ୍ଦର ଘନ କୁହୁଡି ବଳୟ ଭିତରେ ରହିଥିଲା ।ଫଳରେ ନୂଆଦିଲ୍ଲୀରୁ ଆସୁଥିବା ବିମାନ ଭୁବନେଶ୍ୱରରେ ଅବତରଣ…

ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୯ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।…

ଆଜିଠୁ ରାଜ୍ୟରେ ପୁଣି ୪ ଦିନ ବର୍ଷା, ୩ରୁ ୪ ଡ଼ିଗ୍ରୀ ସେଲସିୟସ ବଢ଼ିବ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ରାଜ୍ୟରେ ପୁଣି ୪ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ୨୧ତାରିଖରୁ ବର୍ଷା ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଶୀତ କମିଯିବ । ଆଜି ଉତ୍ତର ଉପକୂଳ ଓଡ଼ିଶା…

କୁହୁଡ଼ି ଚାଦର ତଳେ ଭୁବନେଶ୍ୱର, ଦିଶୁ ନଥିଲା ରାସ୍ତାଘାଟ

ଭୁବନେଶ୍ୱର: ପାଗରେ ପରବର୍ତ୍ତନ । ରାଜଧାନୀରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇଯାଇଥିଲା ସାରା ଭୁବନେଶ୍ୱର । ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଅତି ପାଖରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ । ଏତେ ଜୋରରେ କୁହୁଡ଼ି ପଡ଼ିଥିଲା ଯେ, ମୁହଁକୁ ମୁହଁ…

ସିନେ କଳାକାରଙ୍କ ପକ୍ଷରୁ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ସ୍ବର୍ଗତ ମିହିର ଦାସ ଙ୍କର ଦଶାହ ଦିବସରେ Orissa Cine Artistes Associationର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଙ୍କର ଆହ୍ୱାନ କ୍ରମେ ଏବଂ ସଭାପତି ସିଦ୍ଧାନ୍ତ ମହାପାତ୍ର ଙ୍କର ସଭାପତିତ୍ୱରେ ପିଟିଆ ସ୍ଥିତ RTO 2…

୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ଶହ ପାର୍, ଚିନ୍ତାରେ ରାଜଧାନୀ ବାସୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୪ ଶହ ଟପିଛି । ଭୁବନେଶ୍ୱରରେ ଆଜି ୧୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।…

ଆଚରଣ ବିଧି ଉଲ୍ଲଂଘନ… ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡିଶାରେ ଜୋରଦାର ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ପରସ୍ପରକୁ କାଦୁଅ ଫୋପାଡିବାରେ ଲାଗିଛି ବିଜେପି ଓ ବିଜେଡି । ନିର୍ବାଚନ ପ୍ରଚାରକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । କୋଭିଡ ନିୟମ ଓ ନିର୍ବାଚନ ଆଇନ୍…

ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରିବା ଉଚିତ୍‌ ନୁହେଁ: ଆରିଥ୍‌ମିଆ ନେଇ ସତର୍କ ପରାମର୍ଶ

ଭୁବନେଶ୍ବର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ ଭାବନ୍ତି।…