Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

[ଭିଡ଼ିଓ] ନିଆରା ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଏକ ଜଣାଶୁଣା ନାଁ । ଜଣେ ଭିନ୍ନ ଢଙ୍ଗର ଚଳଚ୍ଚିତ୍ରି ନିର୍ଦ୍ଦେଶକ ସେ । ତେବେ ସେହି ନିର୍ଦ୍ଦେଶକ ଜଣକ ଆଉ କେହି ନୁହନ୍ତି। ସେ ହେଉଛନ୍ତି ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ । ଆଶୁତୋଷ କେତେବେଳେ ଶିଶୁ ନିର୍ଯାତନାକୁ ନେଇ ତ ଆଉ କେତେବେଳେ ମହିଳା…

ରାତି ପାହିଲେ ବଡଦିନ : କିଣାକିଣି ପାଇଁ ବଜାରରେ ଲୋକଙ୍କ ଭିଡ

ଭୁବନେଶ୍ୱର : ରାତି ପାହିଲେ ବଡ ଦିନ ।ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ବଜାର । ରାଜଧାନୀର ଏକ ନମ୍ବର ମାର୍କେଟ ପରିସରରେ ଖ୍ରୀଷ୍ଟମାସ ଅବସରରେ ବିଭିନ୍ନ ଦୋକାନର ପସରା ମେଲିଛି ।ଏହାକୁ କିଣିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ମଧ୍ୟ ଜମୁଛି । ଖ୍ରୀଷ୍ଟମାସ ଟ୍ରି ,…

ବଡ଼ଦିନ ଓ ନୂଆବର୍ଷ ଲାଗି ଆସିଲା ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍

ଭୁବନେଶ୍ୱର: ଫିକାପଡ଼ିବ ବଡ଼ଦିନ ଓ ନୂଆବର୍ଷ ସେଲିବ୍ରେସନ । ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଜାରି କଲେ କଟକଣା । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ଏହି କଟକଣା କରାଯାଇଛି । ଡ଼ିସେମ୍ବର ୨୫ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।…

ମାଣିକେଶ୍ୱରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଥୁଆମୂଳ ରାମପୁର ମାଣିକେଶ୍ୱରୀ ପୀଠର ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି ।…

ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏ କୋଭିଡ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉଠା ଦୋକାନୀ ମାନଙ୍କୁ କୋଭିଡ ସହାୟତ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ୟ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ।…

ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଅପରାହ୍ନ ୫ଟା ୩୦ମିନିଟରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ କରାଯିବ । ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା…

ସାରା ରାଜ୍ୟରେ ଶୀତର ଲହରୀ ଜାରି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ହୋଇପଡ଼ୁଛି ଥଣ୍ଡାର ପ୍ରକୋପ । ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ । ଥଣ୍ଡା ଅଧିକ ହେଉଥିବାରୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଲାଣି । ଦିନତମାମ ଶୀତବସ୍ତ୍ର ପିନ୍ଧି…

[ଭିଡ଼ିଓ] ଚିତ୍ରକଳାରେ କୃଷକ ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ଦେଶର ମେରୁଦଣ୍ଡ ହେଉଛି କୃଷକ। ଯିଏ କି ଖରା ବର୍ଷା କାକରକୁ ଖାତିର ନକରି ଆମକୁ ଅନ୍ନ ଯୋଗାଇଥାଏ।। ସେହି ଅନ୍ନଦାତା କୃଷକଙ୍କ ପାଇଁ ଆଜି ହେଉଛି ଦିନଟିଏ। ଆଜି ଏହି କୃଷକ ଦିବସରେ ନିଜ ଚିତ୍ରକଳା ମାଧ୍ୟମରେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ।…

ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା

ଭୁୁବନେଶ୍ୱର : ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା । ଯାତ୍ରୀ ମାନଙ୍କୁ ଉଚ୍ଚ ଗୁଣବତ୍ତ। ଏବଂ ପୃଷ୍ଟି କର ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ 'FSSAI' ଦ୍ୱାରା ପ୍ରମାଣପତ୍ର ମିଳିଛି । ପ୍ରମାଣ ପତ୍ର ପାଇବାରେ…