Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆଜି ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ । ୨୪ବର୍ଷ ପୂରଣ କରି ୨୫ବର୍ଷରେ ପାଦ ଥାପିବାକୁ ଯାଉଛି । ବିଜେଡ଼ି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଏହାସହ ବ୍ଲକ ଓ…

ଚେରୀ -ଅଟା ସାନ୍ତାକ୍ଲଜରେ ବଡ଼ ଦିନର ଶୁଭେଚ୍ଛା

ଭୁବନେଶ୍ୱର : ବଡ଼ଦିନ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ। କରୋନା କଟକଣା ଭିତରେ ପାଳନ ହୋଇଛି ବଡ଼ ଦିନ। ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକରେ ସୁନ୍ଦର ଭାବେ ସାଜସଜା ହୋଇଛି। ସମସ୍ତେ ପ୍ରତିଯୋଗୀତା ମୂଳକ ଭାବେ ସାନ୍ତାକ୍ଲଜ କରୁଥିବା ବେଳେ ଭିନ୍ନ ଏକ ପ୍ରୟାସ କରିଛନ୍ତି ଜଣେ ଚିତ୍ର ଶିଳ୍ପୀ।…

ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ।  ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ୍‌ ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ନିଶ୍ଚିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ବଡଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କର ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହେଉ। ସେହିପରି ଭାରତର ପୂର୍ବତନ…

ପଞ୍ଚାୟତ ନିର୍ବାଚନ: ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ। ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କଲା ଆଇନ୍ ବିଭାଗ। ଏହାଦ୍ୱାରା ଓଡ଼ିଶ।। ପଞ୍ଚାୟତ ଆଇନର ସଂଶୋଧନ କରାଯିବ। ଏଣିକ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ। ଅପରାଧିକ ମାମଲା , ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ…

୨୬ରେ ହେବାକୁ ଥିବା କଂଗ୍ରେସର ସଦଭାବନା ରାଲି ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ହେଲା କଂଗ୍ରେସର ସଦଭାବନା ରାଲି । ରାଜ୍ୟ ସରକାରଙ୍କ କରୋନା ଗାଇଡ ଲାଇନ ଆସିବା ପରେ କଂଗ୍ରେସ ସେବା ଦଳ ପକ୍ଷରୁ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସଦଭାବନା ରାଲିକୁ ସ୍ଥଗିତ ରଖାଯାଇଛି ।ଏନେଇ ସୂଚନା ଦେଇଛନ୍ତି ପ୍ରଦେଶ ସେବାଦଳ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ କୁମାର…

[ଭିଡ଼ିଓ] ଗୋଲଡେନ୍ ପେଣ୍ଟିଂରେ ନୀରଜ ଚୋପ୍ରାଙ୍କୁ ଚିତ୍ରଶିଳ୍ପୀଙ୍କ ଜନ୍ମ ଦିନ ଶୁଭେଚ୍ଛା

ଭୁବନେଶ୍ୱର: ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ବର୍ଥ ଡେ । ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି ନୀରଜ । ଟୋକିଓ ଅଲିମ୍ପିକ୍ସରେ ୨୦୨୧ରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗୌରାବାନ୍ୱିତ କରିଥିଲେ । ତାଙ୍କର ଆଜି ଜନ୍ମ ଦିବସରେ ନୀରଜଙ୍କୁ ଫ୍ୟାନ୍ ମାନଙ୍କର ଅନେକ ଶୁଭେଚ୍ଛାର…

ବଢ଼ିପାରେ ବାଘଙ୍କ ସଂଖ୍ୟା: ସୁନାବେଡାକୁ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ କରାଯିବ

ଭୁବନେଶ୍ୱର : ରାଜ୍ୟରେ ବଢିପାରେ ବାଘ ମାନଙ୍କ ସଂଖ୍ୟା । ଏନେଇ ବାଘ ମାନଙ୍କ ଗଣନା ପକ୍ରିୟା ଚାଲିଛି । ପ୍ରଥମ ପର୍ଯ୍ୟୟ ବାଘ ଗଣନା ସରିଛି । ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ଚାଲିଛି । ହେଲେ ତୃତୟୀ ପର୍ଯ୍ୟାୟରେ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯିବ । ସବୁ ପର୍ଯ୍ୟାୟ ଗଣନା କରିବାକୁ ଆଉ ୬…

କିଟ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ

ଭୁବନେଶ୍ୱର : କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ । ଶୁକ୍ରବାର ସ୍ମିତାରାଣି କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ୟ୍ୟକାଳ ଶେଷ ହେବାପରେ ପରେ କୁଳାଧିପତି ପ୍ରଫେସର ବେଦ…

ଓମିକ୍ରନକୁ ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ, ୩ ଲେୟାର ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ ଚାରିଜଣ କରୋନା ସଂକ୍ରମିତଙ୍କଠାରୁ ଓମିକ୍ରନ ଚିହ୍ନଟ ପରେ ସଜାଗ ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ପିନ୍ଧିବା ପାଇଁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି । ଓମିକ୍ରନ ୫ଗୁଣ ଅଧିକ ଜୋରଦାର ବ୍ୟାପୁଥିବାରୁ…