Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଓମିକ୍ରନରୁ ସୁରକ୍ଷା ଦେବ ଟିକା, ଶୀଘ୍ର ଟିକା ନେବାକୁ ଅନୁରୋଧ

ଭୁବନେଶ୍ୱର: ଓମିକ୍ରନରୁ ସୁରକ୍ଷା ଦେବ ଟିକା । ଯଥାଶୀଘ୍ର ଟିକା ନିଅନ୍ତୁ । ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟିକା । ଟିକା ନେବାକୁ ପ୍ରତି ଗାଁରେ ସାମାଜିକ କର୍ମୀ ପ୍ରୋତ୍ସାହିତ କରନ୍ତୁ । କେଉଁ ବ୍ଲକରେ ଟିକା ଲୋକେ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ

କଟକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ । କଟକରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା କଟକର ହିତାଧୀକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ  ପ୍ରତ୍ୟେକଟି ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଟକ…

[ଭିଡ଼ିଓ] ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାରାଙ୍କ ଟାର୍ଗେଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନିର୍ବାଚନ ସମୟ ଆସିଲେ ନବୀନ ଜିତିବା ନେଇ ଏହି ଭଳି ରାଜନୀତି ଆରମ୍ଭ କରିଛନ୍ତି । ସବୁଆଡେ ଇନ୍ଦିରାଆବାସ ଯୋଜନା ମିଳୁଛି ହେଲେ ଏପର୍ଯ୍ୟନ୍ତ କେବିକେ ଅଞ୍ଚଳରେ ଗୋଟିଏ ବି…

[ଭିଡ଼ିଓ] ପୋଲିସ କମିଶନରଙ୍କୁ ତାରାଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର: ପୋଲିସ କମିଶନରଙ୍କୁ ତାରାଙ୍କ ଚ୍ୟାଲେଞ୍ଜ  ।  କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣ କଲେ ରାଜନୀତି ଛାଡ଼ିଦେବି । ସିପିଙ୍କୁ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ ।  ହେଲେ ତାହା ପ୍ରମାଣିତ କରିନପାରିଲେ ପୋଲିସ କମିଶନର ତାଙ୍କ ଚାକିରି ଛାଡିବେ କି…

୪ରୁ ୫ ଦିନରେ ବର୍ଷା ସମ୍ଭାବନା , ପଡିବ ପ୍ରବଳ ଥଣ୍ଡା

ଭୁବନେଶ୍ୱର: ଆଗାମୀ ୪-୫ ଦିନରେ ପ୍ରବଳ ବର୍ଷା, ଆଉ ବର୍ଷା ପରେ ପଡିବ ପ୍ରବଳ ଥଣ୍ଡା । ଶୀତ ଦିନରେ ଲଘୁଚାପ ବର୍ଷା ଏବଂ ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରାୟ ଚାଷୀଙ୍କର ବର୍ଷର ଅମଳ ଉଜୁଡିଯାଇଛି। ଏହା ମଧ୍ୟରେ ଆଗକୁ ପୁଣି ବର୍ଷା ହେବାର ଆକଳନ କରି ପାଣିପାଗ ବିଭାଗ ସୂଚନା ଦେଇଛି…

ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ବଦ୍ରିନାରାୟଣ ପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସ୍ୱାସ୍ଥ୍ୟ ଅବସ୍ଥା…

[ଭିଡ଼ିଓ] ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଲାଠିଚାର୍ଜ ଘଟଣାକୁ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର : ଲୋୟର ପିଏମଜିରେ ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ପ୍ରତିବାଦ କରିଛି କଂଗ୍ରେସ । ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗୋଡ଼େଇ ପିଟିବା ଓ ମୁଣ୍ଡ ଫଟାଇବା ଅଧିକାର ପୁଲିସକୁ ଦିଆଯାଇନି । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ…

ଓଡ଼ିଶାରେ ଜୱାଦ କ୍ଷେୟକ୍ଷତିର ଆକଳନ କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଜୱାଦ କ୍ଷେୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ ଜଗତସିଂହପୁର, କଟକ ,କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତିର ଆକଳନ କରିବାର କାର୍ଯ୍ୟକ୍ରମ ରହିଛି। ଜୱାଦ ପ୍ରଭାବିତ ଅଞ୍ଚଳର ପରିବଦର୍ଶନ କରିବା ସହ ଯାଞ୍ଚ…

କଂଗ୍ରେସ କର୍ମୀଙ୍କୁ ପୋଲିସ ପିଟିବା ଘଟଣା ,୧୪ ତାରିଖରେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଭବନରେ ପଶି ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ପିଟିବା ଘଟଣାରେ ପ୍ରତିବାଦ କରିବ କଂଗ୍ରେସ। ଆସନ୍ତା ୧୪ ତାରିଖରେ ଜିଲ୍ଲା ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ। ୧୪ ତାରିଖ ସକାଳ ୯ ଟାରୁ ଅପରାହ୍ନ ୧ ଟାଏ ଯାଏଁ ଧାରଣା ଦେବ କଂଗ୍ରେସ। ଶନିବାର ଲୋୟର…

[ଭିଡ଼ିଓ] ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଦ୍ଧୁ

ଭୁବନେଶ୍ବର: ବିଜେଡିରେ ମିଶିଲେ ତେଲକୋଇର ବିଜେପି ନେତା ଧନୁର୍ଜୟ ସିଦ୍ଧୁ । ତେଲକୋଇର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ…