Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭୁବନେଶ୍ୱର: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଅବସରରେ ସ୍ୱାଭିମାନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ ଶ୍ରୁତି ମହାପାତ୍ର କହିଥିଲେ, “ଭିନ୍ନକ୍ଷମର ଅର୍ଥ ହେଉଛି…

ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍

ଭୁବନେଶ୍ୱର: ଆଜିଠୁ ଇକୋ ରିଟ୍ରିଟ୍ ଆରମ୍ଭ ହେଉଛି । ପର୍ଯ୍ୟଟକମାନେ ନିଆରା ଅନୁଭୂତି ସାଉଁଟିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ ଉଦଘାଟନ କରିବେ । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡି ମୁହାଣ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଇକୋ ରିଟ୍ରିଟ୍…

ଆଜି କେନ୍ଦ୍ରାପଡ଼ା ଓ ଯାଜପୁରରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଆଜି ଶୁଭାରମ୍ଭ ହେବ । ଏହାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହି ଅବସରରେ ଉଭୟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ…

[ଭିଡ଼ିଓ]ନିଜ ସାଥୀର ଜୀବନ ବଞ୍ଚାଇବା ପାଇଁ ବିଷଧର ସାପ ସହ ଝିଟିପିଟିର ଲଢ଼େଇ

ଭୁବନେଶ୍ୱର: ସାପ ଓ ନେଉଳର ଲଢ଼େଇ ଅନେକଥର ଦେଖିଥିବେ । ଦୁହିଁଙ୍କ ଲଢ଼େଇ ମଧ୍ୟରେ ନେଉଳ ସାପ ଉପରେ ଅଧିକ ପ୍ରଭାବଶାଳୀ ହୋଇଥାଏ । ହେଲେ ସାପ ଯଦି ଅନ୍ୟ କୌଣସି ଜୀବ ସହିତ ଲଢ଼େଇ କରେ, ତାହେଲେ ସାପ ପ୍ରଭାବଶାଳୀ ହେଉଥିବା ଦେଖିବାକୁ ମିଳେ । ଆମେ ସମସ୍ତେ ଜାଣୁ ଯେ, ସାପର ବିଭିନ୍ନ ପ୍ରଜାତି…

[ଭିଡ଼ିଓ] ପ୍ରତିବାଦ ସହ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଭୁବନେଶ୍ୱର: ପୋଲିସର ମାଡ ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେର ହତ୍ୟାକାଣ୍ଡରେ…

କଟକଣା କଡାକଡି : ରାତି ୧୦ପରେ ବିବାହ ପ୍ରସେସନରେ ଡିଜେ, ବାଣ ମନା

ଭୁବନେଶ୍ବର: ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏବେ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା…

‘PMAY’ ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି…

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି ସାଂସଦ । PMAY ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ମାନେ ଭେଟିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ…

[ଭିଡ଼ିଓ] ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା । ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି…

କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ । ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ପ୍ରଦାନ ଲାଗି ଗଞ୍ଜେଇପଦରରେ ଏହି ସ୍କୁଲ ଖୋଲାଯିବ । ସ୍ୱତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳ ଅବଦଲ ଅଖତର…

ପରଲୋକରେ ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ର

ଭୁବନେଶ୍ୱର : ଚାଲିଗଲେ ସାମ୍ବାଦିକ ମନୋଜ ପାତ୍ର । ରାୟଗଡାର ଜିଲ୍ଲାର ଓଡିଭି ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମନୋଜଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଅସୁସ୍ଥ ହେବାରୁ ମୋନଜଙ୍କ ଚିକିତ୍ସା ଚାଲିଥିଲା ।ହେଲେ ଆଜି ଚିକିତ୍ସାଧିନ…