Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ମହଙ୍ଗା ପଡିଲା ଦବଙ୍ଗଗିରି, ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି । ବିଜେପି ନେତାଙ୍କୁ ମାଡି ମାରିବା ପରେ ବିଜେଡି ତାଙ୍କୁ ଦେଇଛି ଶକ୍ତ ଝଟ୍‌କା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବାଲୁଗାଁ ନଗର…

ପୁଣି ପ୍ରେମରେ ପେସ୍

ଭୁବନେଶ୍ୱର:ଇଣ୍ଡିଆନ୍ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍। ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ଲିଆଣ୍ଡର ଏବେ ପୁଣି ଏକ ନୂଆ ଚର୍ଚ୍ଚାରେ ରହିଛନ୍ତି। ତା ପୁଣି ପ୍ରେମ ନେଇ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଆଣ୍ଡରଙ୍କ ସହ ବଲିଉଡ଼ ଆକ୍ଟ୍ରେସ କିମ୍ ଶର୍ମାଙ୍କ ଫଟୋ। ତେବେ ପୁଣି ଥରେ ଚର୍ଚ୍ଚାକୁ…

କୋଭିଡ୍‌ ଟିକାକରଣରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: କୋଭିଡ-୧୯ ଟିକାକରଣରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ବର। ଟିକାକରଣ ଅଭିଯାନରେ ବଡ଼ ସଫଳତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଏହା ବ୍ୟତୀତ ୩୬,୦୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ୩୨,୬୧୪ ଦ୍ୱିତୀୟ ଡୋଜ ନେଇଛନ୍ତି। ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ…

ସେକ୍ସ ରାକେଟ୍ ଧରାପଡ଼ିବା ପରେ ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସ୍‌ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସେକ୍ସ ରାକେଟ କାବରା । ଧରାପଡ଼ିବା ପରେ ହୋଟେଲ୍ ସିଲ୍ ହେଲା । ଭୁବନେଶ୍ୱର ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସକୁ ସିଲ୍ କରିଛି କମିଶନରେଟ ପୋଲିସ । ହୋଟେଲ ମାଲିକ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛି ପୋଲିସ ।…

ଦୂତୀଙ୍କ ଅଭିଯୋଗରେ ୱେବ୍ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ । ଆଜି ଭୁବନେଶ୍ୱରରେ ମହିଳା ଥାନା ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି । ଅଲିମ୍ପିକ ଗେମ୍ସରୁ ଫେରିବା ପରେ…

‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ‘ମୋ ବସ୍’ର ଦୁଇଟି ଡିପୋକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ସନ୍ଧ୍ୟା ୫ଟାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ‘ମୋ ବସ୍’ ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍…

ନାକେଦମ୍ କଲା ବାଘ

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନରେ ଅଘଟଣ । ନନ୍ଦନକାନନରେ ଥିବା ମହାବଳ ବାଘ ଖସିଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ସମୟ ପରେ ବନକର୍ମଚାରୀ ବାଘଟିକୁ ଉଦ୍ଧାର କରିଛନ୍ତି। ୩୩ ନମ୍ବର ଖୁଆଡରୁ ମହାବଳ ବାଘ ଖସି ପଳାଇଥିଲା । ଆଜି ସକାଳ ପ୍ରାୟ ୯ଟା ୩୦ ଟା ପାଖାପାଖି ହେବ ଏପରି ଅଘଟଣ…

ଭୁବନେଶ୍ୱରରେ ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଦେଖିଲେ ତାଜୁବ ହେବେ, ଫେଲ୍ ମାରିଯିବେ ସୁପର ଡ୍ୟାନ୍ସର

ଭୁବନେଶ୍ୱର: ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଫର୍ମ । ମାଇକେଲ୍ ଜ୍ୟାକସନଙ୍କ ଭଳି ଡ୍ୟାନ୍ସ କରୁଛନ୍ତି । ବଡ଼ ବଡ଼ କୋରିଓଗ୍ରାଫରଙ୍କ ଭଳି ଡ୍ୟାନ୍ସ ଷ୍ଟେପ୍ । ଦେଖିଲେ ତାବୁଜ ହେବେ । ତାଙ୍କର ଡ୍ୟାନ୍ସ ଆଗରେ ସୁପରଡ୍ୟାନସର ବି ଫିକା ପଡ଼ିଯିବେ । ଭୁବନେଶ୍ୱରର ବସ୍ତି ବଏ ସତ୍ୟନାରୟଣ ହାଁସଦା ।…

ଭୁବନେଶ୍ୱରରେ ଗଣେଶ ପୂଜା ପାଇଁ ବିଏମସିର ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆଉ ସପ୍ତାହେ ପରେ ଗଣେଶ ପୂଜା । କରୋନା କଟକଣାରେ କେମିତି ପୂଜା ହେବ ସେନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ମଣ୍ଡପ/ପେଣ୍ଡାଲର ତିନି ପଟକୁ…

ରାଜଧାନୀରେ ଚାଞ୍ଚଲ୍ୟ: ଭଙ୍ଗା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭଙ୍ଗା ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବିଜୁ ପଟଟ୍ନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶାନ୍ତନୁ କୁମାର ପରିଡ଼ା । ମୃତଦେହ ପାଖରୁ ଏକ ହୋଣ୍ଡା…