Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଏ ଜାତି ଓଡ଼ିଆ, ଏ ମାଟି ଓଡିଶା… ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଭୁବନେଶ୍ଵର: ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି ପାଣି ପବନ ସହ କଳା ସଂସ୍କୃତି ଓ ଐତିହ୍ୟକୁ ଯୋଡି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଦେଶତ୍ମବୋଧକ ସଂଗୀତ । ୧୪ ଜଣ…

ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ 

ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରାଯିବ । ପ୍ରଥମେ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ନିର୍ମାଣ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ…

ଚଢେଇ ଫାଶରେ ପଡିଲା ‘ତମ୍ପ’

ଭୁବନେଶ୍ୱର: ଚଢେଇ ଧରିବା ପାଇଁ ବସାଯାଇଥିଲା ଫାଶ, ହେଲେ ଚଢେଇ ନୁହେଁ ଫସିଗଲା ତମ୍ପ ସାପ । ଘଟଣାଟି ଘଟିଛି ଭୁବନେଶ୍ୱର ଚିଲି ପୋଖରୀ ଅଞ୍ଚଳରେ । ଗତ କାଲି ଶିବନଗର ତେଲୁଗୁ ବସ୍ତିରେ ଏନ ତିରୁପତିଙ୍କ ଘର ନିକଟରୁ ଏହି ୫ ଫୁଟ ଲମ୍ବର ବଡ଼ ତମ୍ପ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ…

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ଅନଲାଇନରେ ହେବ ସାଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଓ ସାଇ ଇଣ୍ଟନ୍ୟାସନାଲ ଆବାସିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚ ୬ ଓ ଏପ୍ରିଲ ୨ ତାରିଖରେ ଏହି ଅନଲାଇନ ପରୀକ୍ଷା ହେବ । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଷଷ୍ଠରୁ ନବମ, ଓ ଏକାଦଶ…

ଭୁବନେଶ୍ୱରରେ ସବୁଠୁ ଅଧିକ ଖରା, ୧୭ ସହରରେ ୩୫ ଡିଗ୍ରୀ ପାର ତାପମାତ୍ରା

ଭୁବନେଶ୍ୱର:ଜଳୁଛି ଭୁବନେଶ୍ୱର । ତିନି ଦିନ ଧରି ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦୁଇ ଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍‌ କଲାଣି । ଏଥିସହିତ ରାଜ୍ୟର ୧୭ଟି…

ରିଲିଜ୍ ଅପେକ୍ଷାରେ “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ ଭଳି ଶବ୍ଦରେ ଅତିଷ୍ଠ ହୋଇପଡିଥିଲେ ସାରା ବିଶ୍ୱ ସମେତ ଓଡିଶାବାସୀ । ଖାସ ସେମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ଚଳଚଂଚଳ ହୋଇଉଠିଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଏହି ଧାରାରେ ସାମିଲ ହୋଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ “ଶହୀଦ ରଘୁ…

ରିଲିଜ୍ ଅପେକ୍ଷାରେ ଓଡିଆ ଫିଲ୍ମ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ଗାଲୁଆମୀ କରିବାକୁ ସଜବାଜ ହେଉଛନ୍ତି ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ତେବେ ରିୟଲ୍ ନୁହେଁ ବରଂ ରିଲ୍ ଲାଇଫରେ ତାଙ୍କୁ ଗାଲୁଆମୀ କରିବାରେ ଦର୍ଶକ ଦେଖିବାକୁ ପାଇବେ । ରିଲିଜ୍ ଅପେକ୍ଷାରେ ରହିଛି ଓଡିଆ ଫିଲ୍ମ ଗାଁର ନାଁ ଗାଲୁଆପୁର । ଫିଲ୍ମର ମୁଖ୍ୟ ଭୂମିକାରେ…

କଂଗ୍ରେସ ଭବନରେ ୨ ଗୋଷ୍ଠୀ ହାତାହାତି, ଓବିସି ସେଲ୍ ବୈଠକ ବେଳେ ଗଣ୍ଡଗୋଳ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ସୂଚନା ମିଳିଛି । ଓବିସି ସେଲ୍ ବୈଠକ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପିସିସି ସଭାପତିଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ବିଜେଡି…

ମଧୁର ଜଳ ପାଣିରେ କାହିଁକି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉନି, କାରଣ ଖୋଜୁଛି ବନବିଭାଗ 

ଭୁବନେଶ୍ୱର: ମହାନଦୀରେ କୁମ୍ଭୀରଙ୍କ ବଂଶ ବୃଦ୍ଧି ହେଉନାହିଁ । ମଧୁର ଜଳ ପାଣିରେ କାହିଁକି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉନି ତାର କାରଣ ଖୋଜୁଛି ବନବିଭାଗ । କୁମ୍ଭୀର ସଂଖ୍ୟା ବଢାଇବାକୁ ପ୍ରତିବର୍ଷ ମହାନଦୀର ସାତକୋଶିଆରେ କୁମ୍ଭୀର ଛଡାଯାଉଛି । ୧୯୭୫ ମସିହାରୁ ଲଗାତର ସାତକୋଶିଆ ଗଣ୍ଡରେ…

ପିଲା ଚୋରୀ ଉଦ୍ୟମ ବେଳେ ଜଣକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ନାକେଦମ

ବାଲିପାଟଣା: ପିଲା ଚୋରୀ ଉଦ୍ୟମ କରିବା ବେଳେ ବାଲିପାଟଣା ଥାନା ବନମାଳିପୁର ନୂଆସାହି ଗ୍ରାମବାସୀ ଜଣେ ବ୍ୟକ୍ତିକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରୁ ଅଟକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଛି ।   ସୂଚନାଯୋଗ୍ୟ, ନୂଆସାହି ଗାଁକୁ ଜଣେ ବ୍ୟକ୍ତି…