Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ଆଜିଠାରୁ ପୁଣି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ୟେସ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ବିରୋଧୀ ଘେରିବା ନେଇ ଜଣାପଡିଛି । ସେହିଭଳି ଚିଟଫଣ୍ଡ ଓ ଧାନକିଣା ପ୍ରସଙ୍ଗରେ ମଧ୍ୟ ବିଧାନସଭା ଅଧିବେଶନ କମ୍ପିପାରେ । ତେବେ ୟେସ…

ହୀରାଧର ସାହୁ ‘ଶାମ୍ଭବୀ’ ପୁରସ୍କାର ୨୦୨୦ ପାଇଁ ମନୋନୀତ

ଭୁବନେଶ୍ୱର: ହୀରାଧର ସାହୁ(ଜିଲ୍ଲା ଜଙ୍ଗଲ ମଞ୍ଚ , ଦେବଗଡ)ଙ୍କୁ ସର୍ବସମ୍ମତି କ୍ରମେ ୨୦୨୦ର 'ଶାମ୍ଭବୀ' ପୁରସ୍କାରର ବିଜେତା ମନୋନୀତ କରଯାଇଛି । ଅନିଲ ପ୍ରଧାନ (ନବୋମେସ ପ୍ରସାର, ଆଇପିଏଫଏସସିଆର, କଟକ ଫାଉଣ୍ଡର) ଜୁରୀ କମେଣ୍ଡେସନର ବିଜେତା ହୋଇଛନ୍ତି । ମାର୍ଚ୍ଚ ୧୨ ତାରିଖରେ…

ଚନ୍ଦକା ଅଭୟାରଣ୍ୟରେ ନରହନ୍ତା ଦନ୍ତାହାତୀର ମୃତ୍ୟୁ

ଭୁବନେଶ୍ୱର: ଓଡିଶାର ଯାଜପୁରରେ ଏକ ମାସ ପୂର୍ବରୁ ଯେଉଁ ହାତୀ ୪ଜଣଙ୍କ ଜୀବନ ନେଇଥିଲା, ସୋମବାର ଦିନ ଭୁବନେଶ୍ୱରର ଚନ୍ଦକା ଅଭୟାରଣ୍ୟରେ ତା’ର ମୃତ୍ୟୁ ଘଟିଛି । ବନ ଅଧିକାରୀଙ୍କ କହିବାନୁସାରେ, ଦନ୍ତାହାତୀ ହିଂସ୍ର ଓ ଅଣାୟତ୍ତ ହୋଇଯାଇଥିବାରୁ ତାକୁ ଲୁହା ଶିକୁଳିରେ ବାନ୍ଧି ରଖିବାକୁ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନବରଙ୍ଗପୁର ଆରଟିଓ ଗିରଫ

ଭୁୁବନେଶ୍ୱର: ସୋମବାର ଦିନ ଓଡିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନବରଙ୍ଗପୁରର ଆଂଚଳିକ ପରିବହନ ଅଧିକାରୀ(ଆଟିଓ) ଗଣେଶ୍ୱର କହଁରଙ୍କୁ ଗିରଫ କରିଛି । ମାର୍ଚ୍ଚ ୬ ତାରିଖରେ ଭିଜିଲାନ୍ସ କହଁରଙ୍କ ନବରଙ୍ଗପୁର ଭଡା ଘର ଓ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଫୁଲବାଣୀ ଓ…

କରୋନା ଭୟ: ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ନଖେଳିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ କହିଛନ୍ତି, “ଓଡିଶା ସରକାର ଘାତକ କରୋନା ଭାଇରସକୁ ନେଇ ସମ୍ଭାବ୍ୟ ସମସ୍ତ ଉପାୟ ଆପଣେଇଛନ୍ତିି ତଥା ମିଡିଆ ମାଧ୍ୟମରେ ସଚେତନତା…

କରୋନା: ହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁୁବନେଶ୍ୱର: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ହୋଲି ଆସୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ପରାମର୍ଶ ଦେଇଛି । କେମିତି ହୋଲି ଖେଳିବେ ସେ ନେଇ…

ଲିଙ୍ଗଗତ ସମାନତାକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ମାନବ ଶୃଙ୍ଖଳା

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦୁନିଆରେ ଲିଙ୍ଗଗତ ସମାନତାକୁ ନେଇ ମାନବ ଶୃଙ୍ଖଳା ଜରିଆରେ ସନ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ଦିବସର ବିଷୟ ହେଉଛି- ମୁଁ ହେଉଛି ପୀଢ଼ିର ସମାନତା: ମହିଳାଙ୍କ…

ଭୁବନେଶ୍ୱର ଆରଏମଆରସିରେ କରୋନା ଟେଷ୍ଟ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଂଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି)ରେ କରୋନା ଟେଷ୍ଟ ଉପଲବ୍ଧ ହୋଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ପ୍ରଥମେ ଓଡିଶାରେ କରୋନା ଟେଷ୍ଟ ହୋଇ ପାରୁନଥିଲା । କରୋନା ଟେଷ୍ଟ ପାଇଁ…

ମହିଳା ସଶକ୍ତିକରଣରେ ଓଡିଶା ଆଗୁଆ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ରାଜ୍ୟ ଆଗୁଆ ବୋଲି ଖୁସି ପ୍ରକାଶ କରିଛନ୍ତି ।…

ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’: ‘ମୋ ବସ’ରେ ମହିଳା ଯାତ୍ରୀଙ୍କୁ ମାଗଣା ସେବା

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।…