Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପ୍ରଫେସର ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ…

ଚିକେନ ବଜାରକୁ କରୋନା ଝଟକା; କ୍ଷତି ସହୁଛନ୍ତି ଚାଷୀ ଓ ବ୍ୟବସାୟୀ

ଭୁବନେଶ୍ୱର: ଚିକେନ କରୋନା ଭାଇରସର ବାହକ ବୋଲି ହେଉଥିବା ଗୁଜବ ପାଇଁ ଓଡିଶାରେ କୁକୁଡା ବ୍ୟବସାୟ ମାନ୍ଦାରେ ଚାଲିଛି । ଅଲ ଇଣ୍ଡିଆ ପୋଲଟ୍ରି ଫୋରମ(ଏଓପିଏଫ) ଅନୁସାରେ, ପୂର୍ବରୁ ପ୍ରତି ସପ୍ତାହରେ ୭୦ ଲକ୍ଷ କିଲୋ ଚିକେନ ବି୍ରକି ହେଉଥିଲା । ଏହା ତୁଳନାରେ ଏଥିରେ ୩୦ରୁ ୪୦ ପ୍ରତିଶତ ହ୍ରାସ…

ମାର୍ଚ୍ଚ ୮ରେ ‘ମୋ ବସ’ରେ ମହିଳାଙ୍କୁ ମିଳିବ ମାଗଣା ସେବା

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୋ ବସ’ରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା ଯୋଗାଇଦେବାକୁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଘୋଷଣା କରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନେ ମୋ ବସରେ ମାଗଣାରେ…

ରାଜ୍ୟରେ ପ୍ରଥମ ଯକୃତ ପ୍ରତିରୋପଣ କରି ଇତିହାସ ରଚିଲା ସମ୍ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ଲାଗି ଯକୃତ ପ୍ରତିରୋପଣ କରି ଇତିହାସ ରଚିଛି ସମ୍ ହସ୍ପିଟାଲ । ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଶରୀରରୁ ଯକୃତ କଢ଼ାଯାଇ ଅନ୍ୟ ଜଣଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି । ୧୯ ବର୍ଷର ପୁଅ ନିଜ ବାପାଙ୍କୁ ଯକୃତ ପ୍ରଦାନ କରିଛନ୍ତି । ସମ୍ ହସ୍ପିଟାଲ ଓ…

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଶ୍ରେଣୀର ବସ ଭଡା କମ କରାଯାଇଛି । ସଂଶୋଧିତ ବସ ଭଡା ଅତିଶୀଘ୍ର ଲାଗୁ କରାଯିବ । ସାଧାରଣ ଓ ଏକ୍ସପ୍ରେସ ବସରେ କିମି ପିଛା ୧ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସରେ କିମି ପିଛା ୨ ପଇସା କମ କରାଯାଇଛି । ପେଟ୍ରୋଲର…

ଭୁବନେଶ୍ୱର ଆରଏମଆରସିରେ ହେବ କରୋନା ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡିଶାରେ ଏପର୍ଯ୍ୟନ୍ତ ନୋଭେଲ କରୋନା ଭାଇରସ ମାମଲାର ପଜିଟିଭ ରିପୋର୍ଟ ଆସିନି । ତଥାପି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତିି, “ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ…

ଆଜିଠୁ ମଞ୍ଜରୀ ଟିଭିରେ ନୂଆ ହାସ୍ୟ ଧାରାବାହିକ ‘କିଡନାପ କମ୍ପାନୀ’

ଭୁବନେଶ୍ୱର: ଆଜି ଠାରୁ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ଟିଭିରେ ନୂଆ ହାସ୍ୟରସାତ୍ମକ ଧାରାବାହିକ ‘କିଡନାପ କମ୍ପାନୀ’ ପ୍ରସାରିତ ହେବ । ପ୍ରତି ଶୁକ୍ରବାର ଓ ଶନିବାର ରାତି ୯ଟା ସମୟରେ ଏହା ପ୍ରସାରିତ ହେବ । ତିନି ଜଣ ବିଫଳ ବ୍ୟକ୍ତିଙ୍କୁ ନେଇ ଏହି ଧାରାବାହିକର କାହାଣୀ ତିଆରି ହୋଇଛି । ଏଥିରେ…

ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖରେ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେଥିପାଇଁ ଓଡିଶା ବିଧାନସଭା ସଚିବାଳୟ ଶୁକ୍ରବାର ଦିନ ଓଡିଶାର ୪ଟି ରାଜ୍ୟସଭା ଆସନ ଖାଲି ଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।…

ରାଜ୍ୟସଭା ଦୌଡ଼: ରାଜନୀତିରେ ମିଶିବାର ପ୍ରଶ୍ନ ଉଠୁନାହିଁ କହିଲେ ମନୋଜ ନାୟକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ ହେବା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମନୋରଞ୍ଜନ ନାୟକଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହାକୁ ସେ ଦୃଢଭାବେ ଖଣ୍ଡନ କରିଛନ୍ତି । ରାଜନୀତି କରିବାକୁ ପୂର୍ବରୁ କେବେ ଆଗ୍ରହ…

ସଫଳତାର ସହ ଶେଷ ହେଲା ‘ବିଜୁ ପଟ୍ଟନାୟକ ମିନି ମାରାଥନ’; ଭାଗନେଲେ ୩୦୦୦ ପ୍ରତିଯୋଗୀ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଗୁରୁବାର ୭ଟା ସମୟରେ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ…