Latest Odisha News

BREAKING NEWS

Browsing Category

ସହର

City

ଫିଟୁଛି ଠକରାଣୀ ହଂସିକାଙ୍କ ଗୁମର, Z1ରେ ରହିଛି ୩ଟି ଫ୍ଲାଟ୍‌

ଭୁବନେଶ୍ବର: ଦିନକୁ ଦିନ ହଂସିକା ଅଭିଲିପ୍ସାଙ୍କ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ରାଜଧାନୀ ଭୁବନେଶ୍ୱରରେ ଥିବା Z1ରେ ଠକ ହଂସିକାଙ୍କର ରହିଛି ୩ଟି ଫ୍ଲାଟ୍‌। ସେ ୭୦୩ ନମ୍ୱର ଫ୍ଲାଟ୍‌ରେ ଅନୀଲ ମହାନ୍ତିଙ୍କ ସହ ରହୁଥିବା ଅଭିଯୋଗ ହେଉଛି। ଗୁରୁବାର ଅପରାହ୍ନରେ ସେହି ଫ୍ଲାଟ୍‌ରେ ଚଢ଼ଉ…

ମନ ମୋହୁଛି ଫ୍ଲୀ ମାର୍କେଟ, ଆକର୍ଷିତ ହେଉଛନ୍ତି ଯୁବବର୍ଗ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଉତ୍ସବମୁଖର ହୋଇଛି ରାଜଧାନୀ ଭବନେଶ୍ଵର। ଏହାକୁ ଦ୍ବିଗୁଣିତ କରୁଛି ଏକାମ୍ର ଉତ୍ସବର ଓ ଫ୍ଲୀ ମାର୍କେଟ। ଫ୍ଲୀ ମାର୍କେଟର ପାରମ୍ପରିକ ହସ୍ତକଳା, କୁଟୀରଶିଳ୍ପ ସାମଗ୍ରୀର ସମ୍ଭାର ଦେଖିବା ପାଇଁ ବଢୁଛି ଦର୍ଶକଙ୍କ ଭିଡ଼। ସାଂସ୍କୃତିକ ସନ୍ଧ୍ୟାରେ…

ଓଡ଼ିଶା ହେବ ଆଇଟି ହବ୍: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା । ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ । ସେମିକଣ୍ତକ୍ଟର, ଏଆଇ କ୍ଷେତ୍ର ପାଇଁ ଯୁବକ ଏବଂ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ତେବେ ଆଇଟି ହବ ନେଇ…

ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟପାଳ…

ରାଜଧାନୀରେ ପୋଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା ଘଟଣା: ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ବୁଧବାର ଘଟିଥିବା ରସୁଲଗଡ ଫ୍ଲାଏଓଭର ହତ୍ୟାକାଣ୍ଡରେ ଆଉ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ସଦ୍ୟ ଗିରଫ ଦୁଇ ଜଣଙ୍କ ମଧ୍ୟରେ ମଧ୍ୟ ଜଣେ ମହିଳା ଅଭିଯୁକ୍ତ ରହିଛନ୍ତି । ଏଥିସହିତ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପୋଲିସ ଦୁଇଟି ବାଇକ୍‌ ସହ…

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପର୍ଯ୍ୟଟନ କ୍ଷେତ୍ର ବୁଲିବେ ପ୍ରବାସୀ ଅତିଥି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ…

କୁମ୍ଭମେଳା ପାଇଁ ଓଡ଼ିଶାରୁ ସ୍ଵତନ୍ତ୍ର ବସ୍‌: ମହିଳାଙ୍କୁ ମିଳିବ ୫୦% ରିହାତି

ଭୁବନେଶ୍ବର : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୮ଟି ବସ୍‌ ଗଡ଼ିବ। ଏଥିରେ ମହିଳାଙ୍କୁ ୫୦% ରିହାତି ମିଳିବା ନେଇ OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ୧୩ ତାରିଖରୁ…

‘ସହଦେବ ନାୟକଙ୍କ ପରିବାରକୁ ୧ କୋଟି ସହାୟତା ସହ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଯାଉ’

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରସୁଲଗଡ ଫ୍ଲାଏଓଭରେ ଘଟିଥିବା ପୋଲିସ ମିତ୍ର ସହଦେବ ନାୟକଙ୍କ ବିଭତ୍ସ ହତ୍ୟାକାଣ୍ଡ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବାର ମାତ୍ର ଦଶ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଘଟଣାରେ…

୩୧ ଜାନୁଆରି ପର୍ଯ୍ୟନ୍ତ ଚାଲିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ: ମନ୍ତ୍ରୀ

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବା ସହ ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ…

ସହଦେବ ନାୟକ ହତ୍ୟା ଘଟଣା: କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ

ଭୁବନେଶ୍ବର: ରାଜଧାନୀର ରସୁଲଗଡ଼ ଓଭର ବ୍ରିଜ ନିକଟରେ ବୁଧବାର ସହଦେବ ନାୟକ ହତ୍ୟା ଘଟଣାରେ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ଆଜି କୋର୍ଟରେ ହାଜର କରିବ ପୋଲିସ । ଏହା ପୂର୍ବରୁ ଅଭିଯୁକ୍ତଙ୍କୁ ଧଉଳି ନିକଟ ଦୟା ନଦୀ ବ୍ରିଜ୍ ନିକଟକୁ ଆଣି କ୍ରାଇମ୍ ସିନ୍…