Latest Odisha News

BREAKING NEWS

Browsing Category

ସହର

City

ମୋଟାପଣ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ? ଅପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର : ମୋଟାପଣ ଆଜିକାଲି ସମୟର ଗୋଟିଏ ବଡ ସମସ୍ୟା। ମୋଟାପଣ କାରଣରୁ ଡାଇବେଟିସ, କୋଲେଷ୍ଟ୍ରୋଲ୍ , ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ଭଳି ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା  ଦେଖା ଦେଇଥାଏ। ଆପଣ ମୋଟାପଣ କମାଇବାକୁ ଚାହୁଁଛନ୍ତି କି ? ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଠାରୁ ଆରମ୍ଭ କରି ଏନେକ…

ବିଧାନସଭାରେ ‘ଆଳୁ’ ଝଡ଼

ଭୁବନେଶ୍ବର: ୩ମାସ ପରେ ଫେରିଲା ଆଳୁ ସଂକଟ । ସପ୍ତାହରେ ବଢିଲା ୩୦ଟଙ୍କା । ଆଳୁ କିଲୋ ୬୦ପାର । ଆଳୁ ମହରଗକୁ ନେଇ ରାଜନୀତି ଜୋରଦାର । ଗତ ୪ଦିନ ହେଲା ରାଜ୍ୟରେ ଆଳୁ ଦର ବଢିଥିବା ବେଳେ  ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଲୋକେ ଆଳୁକୁ ନେଇ ହଇରାଣ…

ମଞ୍ଚରେ ଘୁଷୁରି ମାରି ଖାଇବା ଘଟଣା, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକର ରାଲବ ଗ୍ରାମରେ ଆୟୋଜିତ ନାଟକ ମଞ୍ଚରେ କଳାକାରମାନେ ଘୁଷୁରି ମାରି ଖାଇବା ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ଘଟଣାରେ ବନ ବିଭାଗ ମାମଲା ଦାୟର କରିବା ପରେ ବିମ୍ବାଧର ଗୌଡ ନାମକ ଅଭିଯୁକ୍ତଙ୍କୁ ଖଲ୍ଲିକୋଟ ଅଞ୍ଚଳରୁ ଗିରଫ…

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ସାମ୍ନାକୁ ଆସିଲା ଓଡ଼ିଶା ଗସ୍ତ ସୂଚୀ

ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି…

୪୦ ଟଙ୍କା ପାର ହେଲା ଆଳୁ; ଟ୍ୱିନ୍‌ ସିଟିରେ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ବର: ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଦେବାକୁ ମନା କରିଦେବାପରେ ଏବେଠୁ ରାଜ୍ୟରେ ପୁଣି ଆଳୁ ଚଢା ଦରରେ ବିକ୍ରି ହେବା ଆରମ୍ଭ ହୋଇଯାଇଛି । ୪୦ ଟଙ୍କା ଆଳୁ ଦର ଟପିବା ନେଇ ଅଭିଯୋଗ ହେବା ପରେ କଟକ-ଭୁବନେଶ୍ୱରରେ ଅନେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ…

ଆକ୍ସନରେ ରାଜ୍ୟ ସରକାର: ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ଆକ୍ସନ ମୋଡରେ ରାଜ୍ୟ ସରକାର। ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହିସବୁ ଡାକ୍ତରଙ୍କୁ…

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ; ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାଇଁ ୧୦ ଜଣ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି । କବିତା ପାଣ୍ଡୁଲିପି 'ମତେ ଖୋଜୁଛ କି ଈଶ୍ବର' ନିମନ୍ତେ ବରଗଡ଼ର…

ପିସିସି ସଭାପତି ପାଇଁ ସସପେନ୍ସ: ଓଡ଼ିଶା କଂଗ୍ରେସର ହେବ ଆମୂଳଚୂଳ ପରିବର୍ତ୍ତନ

ଭୁବନେଶ୍ବର: ବଦଳିବ ଓଡିଶା କଂଗ୍ରେସର ରୂପରେଖ । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସ୍ଥିତିକୁ ସଜାଡିବା ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ତିନି ଦିନ ପୂର୍ବେ ଏଆଇସିସି ମୁଖ୍ୟାଳୟରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ କିମିଟି ବେଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା…

୫ରେ ଆଉ ଏକ ଘୂର୍ଣ୍ଣିବଳୟ, ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳରେ ବର୍ଷିବ

ଭୁବନେଶ୍ବର: ତାମିଲନାଡୁ-ପୁଡୁଚେରୀ ଉପକୂଳରେ ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବୋହିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ପୁଡୁଚେରୀରେ ଗତ ରାତିରେ ୪୪…

ଟାଇମ୍‍ପାସ୍‍ ପୁସ୍ତକପର୍ବ; ‘ବହିବର୍ଷା-୨’ରେ ଲୋକାର୍ପିତ ହେଲା ୨୪ ପୁସ୍ତକ

ଭୁବନେଶ୍ୱର: ବାହାରେ ମେଘୁଆ ପାଗ। ଶୀତୁଆ ପବନରେ ଅଳ୍ପଅଳ୍ପ ଶିହରଣ ସୃଷ୍ଟି ହେଉଥିଲା ଦେହରେ। ଆଉ ଏମିତି ଏକ ଅଳସୀ ରବିବାରିଆ ସକାଳେ ଓଡ଼ିଶାର ବିଭିନ୍ନ କୋଣରୁ ଆସି ବୁଦ୍ଧମନ୍ଦିର ପରିସରରେ ଏକାଠି ହୋଇଥିଲେ ନବୀନ-ପ୍ରବୀଣ-ବରିଷ୍ଠ ଶତାଧିକ ଲେଖକ ଲେଖିକା। ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍…