Latest Odisha News

BREAKING NEWS

Browsing Category

ସହର

City

ସୁକତେଲ ପ୍ରକଳ୍ପକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ସୁକତେଲ ପ୍ରକଳ୍ପକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ । ନିରଞ୍ଜନ ପୂଜାରୀଙ୍କ ଜଳସେଚନ ସମ୍ପର୍କିତ ପ୍ରଶ୍ନରୁ ସୁକତେଲ ତାତି। ସୁକତେଲ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକଙ୍କୁ ଘେରିଲେ ୨ ମନ୍ତ୍ରୀ। ବିଜେଡି ବିଧାୟକଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର…

ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର

ଭୁବନେଶ୍ୱର: ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ ସରକାର। ପ୍ରାୟ ୬ ବର୍ଷ ପରେ ପୁଣି ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ପ୍ରଦାନ କରିଛନ୍ତି…

ବିଶ୍ବର ୧୧ ଉତ୍ତମ ବାସୋପଯୋଗୀ ସହର ଭିତରେ ରାଜଧାନୀ ଅନ୍ୟତମ

ଭୁବନେଶ୍ବର: ବିଶ୍ବର ୧୧ ଉତ୍ତମ ବାସୋପଯୋଗୀ ସହର ସର୍ଭେରେ ଭୁବନେଶ୍ବର ସାମିଲ । ୟୁଏନ ହାବିଟାଟ୍ ଅରଗାନାଇଜେସନ ବିଶ୍ବର ୧୧ ଉତ୍ତମ ଜୀବନଯାପନ ସହରଗୁଡିକ ମଧ୍ୟରେ ଭୁବନେଶ୍ବରକୁ ବାଛିଛନ୍ତି । ଏହାର ଜୀବନଶୈଳୀର ମାତ୍ରା କିପରି ତାହା ଉପରେ ଏକ ସର୍ଭେ ଚାଲିଛି । ଦକ୍ଷିଣ ଏସିଆର…

ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ବଡ଼ ଧରଣର ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, କଟକ,…

୨୮ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ, ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି। ଆଜି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣାଞ୍ଚଳ…

କାହିଁକି ଆତ୍ମହତ୍ୟା କଲେ ସାମ୍ବାଦିକା, ମୃତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା। ସ୍ବାମୀ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଆଣିଲେ ମୃତକଙ୍କ ବାପା। ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡିଲେ ସାମ୍ୱାଦିକ…

ରାଜ୍ୟ ବଜେଟ୍‌ର ଆକାର କେତେ ବଢିବ, କ’ଣ ହେବ ନୂଆ ଘୋଷଣା ?

ଭୁବନେଶ୍ୱର: ଆଜି ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ମୋହନ ସରକାର। ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଗୁରୁବାର ବିଧାନସଭାରେ ଆଗତ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍ ଆଗତ କରିବେ। ଆଜି ଅପରାହ୍ନ ୫ଟାରେ ବଜେଟ ଉପସ୍ଥାପନ ହେବ। ଗତ…

ରୋଜଗାର ସୃଷ୍ଟି ପାଇଁ ‘ସର୍ଟ ଟର୍ମ’ ସ୍କିମ୍ ? 

ଭୁବନେଶ୍ଵର: ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ ହେଲା ପରେ ଜାରି ରହିଛି ଆଲୋଚନା -ପର୍ଯ୍ୟାଲୋଚନା । ଅର୍ଥନୀତି ବିଶେଷଜ୍ଞମାନେ ବଜେଟ ତର୍ଜମା ଜାରି ରଖିଛନ୍ତି । ଭାରତୀୟ ଅର୍ଥବ୍ୟବସ୍ଥାର ଦୁଇ ବଡ ସମସ୍ୟାର ସମାଧାନ ପାଇଁ ବଜେଟରେ ଘୋଷଣା କରିଛନ୍ତି କେନ୍ଦ୍ର…

ଇଣ୍ଟରସେପ୍ଟର ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲ ପରୀକ୍ଷଣ କରାଯାଇଛି । ଆଜି ଅପରାହ୍ନ ୪ଟା ୨୫ ମିନିଟ ସମୟରେ ମିଜାଇଲର ବ୍ୟବହାରିକ ପରୀକ୍ଷଣ ହୋଇଥିଲା। ପ୍ରଥମେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ଉତ୍ କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ ପରେ…

ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ଵର: ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ରହିଛି ୧, ୬୧, ୪୩୭ ଟଙ୍କା । ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ନେଇ ଆକଳନ କରାଯାଇଛି । ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଚ୍ଛା ଆୟ ୧୨.୧ ପ୍ରତିଶତ…