Latest Odisha News

BREAKING NEWS

Browsing Category

ରାଉରକେଲା

Rourkela

ଓଡିଶା ପାଇଁ ଗର୍ବ, ନୋବେଲ ଶାନ୍ତି ପୁରସ୍କାର ଟିମରେ ଏନଆଇଟିର ପୂର୍ବତନ ଛାତ୍ର

ରାଉରକେଲା: ୱାର୍ଲଡ୍ ଫୁଡ ‌ପ୍ରୋଗ୍ରାମ(ଡବ୍ଲୁଏଫ୍‌ପି)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର ୨୦୨୦ । ଏହା ଓଡିଶା ପାଇଁ ଗର୍ବ ଯେ ଏହି ଟିମରେ ପରାମର୍ଶଦାତା ପରିଷଦର ସଦସ୍ୟ ଭାବେ କାମ କରିଛନ୍ତି ରାଉରକେଲା ଏନଆଇଟିର ଛାତ୍ର ପ୍ରଣବ ଖୈତାନ । ସେ ଏଥିରେ ‘କୃତ୍ରିମ ବୁଦ୍ଧିମତା…

RAN-NITI ୨୦୧୯-୨୦ କପ ଜିତିଲା ରାଉଲକେଲା ଷ୍ଟିଲ ପ୍ଲାଣ୍ଟ

ରାଉରକେଲା: ଓଡିଶାର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ର ଏକ ତିନିଜଣିଆ ଦଳ ସମ୍ମାନଜନକ ନିର୍ଦ୍ଦେଶକ (ପର୍ସନାଲ) କପ୍ RAN NITI ୨୦୧୯-୨୦ଜିତିଛନ୍ତି । ଦଳର ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ବିକ୍ରାନ୍ତ କୁମାର ପଟେଲ, ଉଭୟ ଅର୍ଥ ଏବଂ ଆକାଉଣ୍ଟସ୍ ବିଭାଗର ମ୍ୟାନେଜର ଥିବା ବେଳେ,…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

ରାଉରକେଲା : ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ସହଯୋଗରେ ଭୁବନେଶ୍ୱରର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଏହି ସର୍ଭେ କରୁଛି । ଏହି ସର୍ଭେ ୫ ଦିନ ଧରି କରାଯିବ । ତେବେ କ୍ଲଷ୍ଟର ଅନୁଯାୟୀ ସର୍ଭେ କରାଯାଉଛି । ଏଥି ପାଇଁ ୧୭ ଜଣିଆ ଟିମ୍…

ରାଉରକେଲାରେ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହ୍ଵାଟ୍ସଆପ ନମ୍ବର ଜାରି

ରାଉରକେଲା: କୋଭିଡ ନିୟମ ଖିଲାପ କରୁଥିଲେ ସାବଧାନ । ଘରୁ ବାହାରିଲେ ଯଦି ମାସ୍କ ପିନ୍ଧ ନାହାନ୍ତି, ସାମାଜିକ ଦ୍‌ୂରତ୍ୱ ମାନୁନାହାନ୍ତି କି ଆବଶ୍ୟକ ସ୍ଥଳେ ହାତ ସାନିଟାଇଜ କରୁନାହାନ୍ତି ତେବେ ଅସୁବିଧାରେ ପଡିପାରନ୍ତି । କାରଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା…

ଆଜି ରାଉରକେଲାରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜିଠୁ ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପୀ ଚିକିତ୍ସା ସେଣ୍ଟର । ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ । ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ…

ରାଉରକେଲା ସରକାରୀ ଡାକ୍ତରଖାନାରେ ଆରମ୍ଭ ହେଲା ଟେଲିମେଡିସିନ ସେବା

ରାଉରକେଲା : ଷ୍ଟିଲ ସିଟି ରାଉରକେଲାରେ ଆରମ୍ଭ ହୋଇଛି ଟେଲିମେଡିସିନ ସେବା । କରୋନା ସଂକ୍ରମଣ ଭୟରେ ପ୍ରଶାସନ ପକ୍ଷରୁ ସହରରେ କଟକଣା ଜାରି ହେଉଛି । ଏହି ସମୟରେ ରୋଗୀମାନେ ହସ୍ପିଟାଲକୁ ଆସିବା ପାଇଁ ଅସୁବିଧା ହେଉଛି । ତେବେ ସେମାନେ ସହଜରେ ଓ ସୁବିଧାରେ କିପରି ସ୍ୱାସ୍ଥ୍ୟସେବା ପାଇପାରିବେ…

କାଲିଠୁ ତିନି ଦିନ ବନ୍ଦ ରହିବ ଆରଜିଏଚ୍ ଓପିଡି

ରାଉରକେଲା: ସହରରେ ଥିବା ସରକାରୀ ହସ୍ପିଟାଲରେ ଲାଗିଲା କଟକଣା । ଆସନ୍ତାକାଲିଠୁ ତିନି ଦିନ ପାଇଁ ବନ୍ଦ ରହିବ ଓପିଡି । ଆସନ୍ତା ୧୫ ତାରିଖ ଯାଏ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଆରଜିଏଚ୍ ନିର୍ଦ୍ଦେଶକ । କେବଳ ଗୁରୁତର ରୋଗୀଙ୍କୁ ଓପିଡି ଆସିବାକୁ ଅନୁମତି ମିଳିବ । ଅନ୍ୟମାନେ…

ଜୁଲାଇ ୩୧ ଯାଏ ରାଉରକେଲା ମ୍ୟୁନିସିପାଲିଟି ଅଫିସ ଆସିବାକୁ ଲୋକଙ୍କୁ ମନା

ରାଉରକେଲା: ଲୋକଙ୍କ ପାଇଁ ରାଉରକେଲା ମ୍ୟୁନିସିପାଲିଟି ଅଫିସ ବନ୍ଦ । ଆସନ୍ତା ୩୧ ତାରିଖ ଯାଏଁ ମହାନଗର ନିଗମ କାର୍ଯ୍ୟାଳୟକୁ ନଆସିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଆରଏମସି କର୍ତ୍ତୃପକ୍ଷ । ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ…

‘ରାଉରକେଲା ମହାନଗର ନିଗମ’ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଶନିବାର ଦିନ ଜିଲ୍ଲାପାଳ ନିଖିଲ୍ ପୱନ କଲ୍ୟାଣ ବୁଲି ଦେଖିଛନ୍ତି । ରାଉରକେଲା ମହାନଗର ନିଗମର କମିଶନର  ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ବୁଲି…