Latest Odisha News

BREAKING NEWS

Browsing Category

ରାଉରକେଲା

Rourkela

ରାଉରକେଲା NITରେ ୨୧ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାଉରକେଲା : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ରାଉରକେଲା NITରେ ୨୧ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ଆଇସୋଲେସନରେ ରଖାଯାଇଛି । ତେବେ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ଅନ୍ୟମାନଙ୍କୁ ମଧ୍ୟ…

ରାଉରକେଲା NITରେ ପଶିଲା କରୋନା

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(NIT)ରେ ପଶିଲା କରୋନା । ତିନି ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ । ସେମାନଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସଂକ୍ରମିତ ତିନି ଛାତ୍ରଛାତ୍ରୀ ଏବେ…

ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା

ରାଉରକେଲା: ରାଉରକେଲା ରାଞ୍ଚି ଡ଼ିଭିଜନରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇ ଲାଇନଚ୍ୟୁତ ହୋଇଛନ୍ତି । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ପରସ୍ପରକୁ ଧକ୍କା ଦେବା ଫଳରେ ଲାଇନଚ୍ୟୁତ ହୋଇଥିଲେ । ବ୍ରେକ ଫେଲ ହୋଇଯିବାରୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଲୱେ ବିଭାଗ ତରଫରୁ…

ବିଧାୟକ ନିଖୋଜ, କାନ୍ଥବାଡ଼ରେ ଲାଗିଲା ପୋଷ୍ଟର

ରାଉରକେଲା: ବିଧାୟକ ନିଖୋଜ ନେଇ ଲାଗିଲା ପୋଷ୍ଟର । ରଘୁନାଥପାଲ୍ଲୀର ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ନେଇ ପୋଷ୍ଟର ଲାଗିଛି । ରାଉରକେଲା ସେକ୍ଟର-୬ ହିଲଟପ୍ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ଲେଖାଅଛି, ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ । ନିର୍ବାଚନ ପରଠୁ…

ବାହାଘର ଭୋଜି ଖାଇ ୪୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି

ରାଉରକେଲା : ବିବାହ ଭୋଜି ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।ଆଜି ରାଉରକେଲା ବାସନ୍ତୀ କଲୋନୀ ନିକଟସ୍ଥ ହରିପୁର ବସ୍ତିରେ ଏପରି ଅଘଟଣ ଘଟିଛି ।ସୂଚନା ଅନୁସାରେ ହରିପୁର ବସ୍ତିରେ ଜଣେ ବ୍ୟକ୍ତିଙ୍କ ପୁଅ ଗତ କିଛି ଦିନ ପୂର୍ବରୁ ବିବାହ କରିଥିଲେ । ଗତକାଲି ସେ ନିଜର ରିସେପସନ ଭୋଜି…

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ସୁନ୍ଦରଗଡ ଶ୍ରେଷ୍ଠ ଜିଲ୍ଲା, ରାଉରକେଲାକୁ ୱାନ୍ ଷ୍ଟାର ମାନ୍ୟତା

ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତରଫରୁ ହୋଇଥିଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ । ଏଥିରେ ଓଡିଶାର ସୁନ୍ଦରଗଡ ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା । ସହରାଂଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି ପରିଚୟ ମିଳିଛି ।…

ଭୁଲ ରକ୍ତ ଦେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ଭୁଲ ରକ୍ତ ଦେବା ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ।‘O’ ପଜିଟିଭ ପରିବର୍ତ୍ତେ ଦିଆଯାଇଥିଲା ‘B’ ପଜିଟିଭ୍ ରକ୍ତ। ଏନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ନାମ ସରୋଜିନୀ କାକ୍। ସେ କୁତ୍ରା…

କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର

ରାଉରକେଲା: କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର। ରାଉରକେଲାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ମୃତ ଛାତ୍ର ଜଣକ ହେଲେ ବିବେକ କୁମାର ସିଂହ। ନବମ ଶ୍ରେଣୀ ପାଠ ପଢ଼ୁଥିଲେ। ବିବେକ କୁମାର ସିଂହ ତାଙ୍କ ସାଙ୍ଗମାନଙ୍କ ସହ କୋଏଲ ନଦୀକୁ ପ୍ରାୟତଃ ବୁଲିବାକୁ ଯାଇଥାନ୍ତି। ଆଜି ମଧ୍ୟ ତାଙ୍କ ୬ଜଣ…

ଦିବ୍ୟାଙ୍ଗ ଯୁବତୀ ଗଣ ଦୁଷ୍କର୍ମ ଘଟଣା, ୮ଗିରଫ

ରାଉରକେଲା: ଦିବ୍ୟାଙ୍ଗ ଯୁବତୀ ଗଣ ଦୁଷ୍କର୍ମ ଘଟଣାରେ ୮ ଅଭିଯୁକ୍ତ ଗିରଫ । ୧୯ ବର୍ଷର ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୁନ୍ଦରଗଡ଼ ହାତୀବାରି ପୋଲିସ ସମସ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଗୋଟିଏ ବର୍ଷ ହେଲା…

ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସର ଏନକାଉଣ୍ଟର

ରାଉରକେଲା: ଗୁଳି ଖାଇଲେ ହତ୍ୟା ଅଭିଯୁକ୍ତ । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆଜି ଭୋର ୪ଟା ୪୦ରେ ଏହି ଏନକାଉଣ୍ଚର ହୋଇଥିବା ସୂଚନା ମିଳିଛି । ପୋଲିସ ଗୁଳିରେ ଆହତ ହୋିଛନ୍ତି ଦୁଇ ଅଭିଯୁକ୍ତ ମୁସ୍ତାକ ଆଲମ୍ ଓ ମହମ୍ମଦ ଗୁଡୁ । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି…