Latest Odisha News

BREAKING NEWS

Browsing Category

କଟକ

Cuttack

ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା, ହିତାଧିକାରୀଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନାର ଲାଭ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବଡ଼ଗଡ଼ କଲ୍ୟାଣ ମଣ୍ଡପ…

ହାତଠାରି ଡାକୁଥିଲା ମୃତ୍ୟୁ ହେଲେ ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା

ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ମାନେ , ମୃତ୍ୟୁ ସୁନିଶ୍ଚିତ  । ଏହା ନିରାଟ ସତ୍ୟ ହେଲେ  । ହେଲେ ଭଗବାନଙ୍କ ଇଚ୍ଛା ଆଗରେ ସବୁ କିଛି ଫେଲ ମାରିଥାଏ  । ଏମିତି କିଛି ଘଟଣା ଦେଖିବାକୁ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ…

ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ, ଭୟଭୀତ ହେଲେ ଯାତ୍ରୀ

କଟକ: ଜନ ଶତାଦ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । କଟକ ଷ୍ଟେସନରେ ଗୋଟିଏ ବଗି ତଳେ ନିଆଁ ଲାଗିଯାଇଛି । ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲଓ୍ବେ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଟ୍ରେନଟି ଭୁବନେଶ୍ବରରୁ ହାଓ୍ବଡା ଯାଉଥିଲା । ପରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା…

ଆଜି ସରିବ , ପୁଣି ଆରବର୍ଷକୁ ଅପେକ୍ଷା…

କଟକ : ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି  । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ । ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ ସଙ୍ଗେ ଗୋଟେ ମାଗଣାର ଡାକ ଶୁଭିବନି କି ମସଲାରେ ଜବରଦସ୍ତ ଅଫରର ଡାକ । ପୁରା ଖାଁ ଖାଁ ହୋଇପଡିବ…

ଥାନା ବାବୁଙ୍କ ଟଙ୍କା ଗୋଦାମ : ଏଯାବତ୍ ଘର ଓ କ୍ବାର୍ଟର୍ସରୁ ମିଳିଲାଣି ୩୭ ଲକ୍ଷ ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ପ୍ରଚୁର ଟଙ୍କା । କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଯାବତ୍ ଆଇଆଇସିଙ୍କ ଘର ଓ କ୍ବାର୍ଟର୍ସରୁ…

ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା  । ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି । ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍ ମିଳିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲି ଆଇଆଇସିଙ୍କ…

“ଆ କା ମା ବୈ, ପାନ ଗୁଆ ଥୋଇ….” ଗୀତ ଗାଇ ଡଙ୍ଗା ଭସାଇଲେ ଲୋକ

ଭୁବନେଶ୍ବର/ କଟକ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ତେଣୁ ବଡି ଭୋରରୁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୁବନେଶ୍ବର ବିନ୍ଦୁ ସାଗରଠୁ ଆରମ୍ଭ କରି କଟକର ଗଡଗଡିଆ ଘାଟ ସବୁଠି ଡଙ୍ଗା…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା: ମୁଖ୍ୟ ଆକର୍ଷଣ ସାଜିବ ଗ୍ରାମୀଣ ପ୍ରତିଛବି ଓ ଫିସ୍ ଟନେଲ୍

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି  । ଆଜିଠୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବ ମହାମେଳା । ଯାହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ  । ଆଜି ସନ୍ଧ୍ୟାରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ…

ସରିଲା ବଡ ଓଷା: ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାତି ୩ଟାରୁ ବାବାଙ୍କର…