Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡିଓ] ଚର୍ଚ୍ଚାରେ କଟକ ପୁଅ, ସ୍କ୍ରାପ୍ ମ୍ୟାଟେରିଆଲରୁ ନିର୍ମାଣ କଲେ ସ୍ପୋର୍ଟସ୍ କାର୍

କଟକ: ଚର୍ଚ୍ଚାରେ କଟକ ପୁଅ ସୁଶାନ୍ତ ରାଉତ । ଜଣେ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିଲେ ହେଁ ନିଶା ତାଙ୍କର କାର ନିର୍ମାଣ କରିବା । ହେଲେ କୌଣସି କମ୍ପାନୀ କିମ୍ବା ଗ୍ୟାରେଜ ସହ ସେ ଜଡିତ ନୁହେଁ । ବରଂ ସ୍କ୍ରାପ୍ ମ୍ୟାଟେରିଆଲରୁ ସେ ଏକ ସ୍ପୋର୍ଟସ୍ କାର୍ ପ୍ରସ୍ତୁତ କରି ଚର୍ଚ୍ଚା ସାଉଣ୍ଟିଛନ୍ତି…

[ଭିଡ଼ିଓ] ନିଆରା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ଥିଲେ ସେ । ଦେଶର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ…

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ, ୧୫ଜଣ ଶିଳ୍ପୀଙ୍କ ଦ୍ୱାରା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଚଳଚଞ୍ଚଳ ହୋଇପଡ଼ିଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନେତାଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ରଖାଯାଇଛି । କରୋନା ପାଇଁ ଫିକା ପଡ଼ିଥିଲେ ମଧ୍ୟ ନିଆରା ଢ଼ଙ୍ଗରେ…

ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ୍

ନୂଆଦିଲ୍ଲୀ: ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ ଆୟୋଜନରୁ ବାଦ ପଡ଼ିଛି କଟକର ବାଟବାଟୀ ଷ୍ଟାଡିୟମ। ଦେଶରେ କରୋନାର ତୃତୀୟ ଲହର ଦ୍ରୁତଗତିରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ବିସିସିଆଇ…

ଜଗତପୁରରେ ନକଲି ମସଲା କାରଖାନା ଉପରେ ଚଢାଉ , ମାଲିକ ଅଟକ

ଜଗତପୁର: ନକଲି ସାମଗ୍ରୀର ପଣ୍ଠସ୍ଥଳୀ ପାଲଟିଛି ଜଗତପୁର ଅଞ୍ଚଳ ।କଟକ ଜଗତପୁର ପୋଲିସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକଲି ମସଲା କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ଜବତ କରାଯାଇଛି । ସୂଚନା ଅନୁସାରେ…

[ଭିଡ଼ିଓ] ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ : କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବାର…

ପ୍ରାର୍ଥୀପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଧାନ ଗଦାରେ ଲଗାଇଦେଲେ ନିଆଁ

କଟକ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲକୁ ନେଇ ତୁମୁଳ କାଣ୍ଡ । ଧାନ ଗଦାରେ ନିଆଁ ଲଗାଇଦେଇଛନ୍ତି ଦୁବୃର୍ତ୍ତ । କଟକ ତିଗିରିଆ ବ୍ଲକ ଅଚଳ କୋଟ ଗାଁ ରେ ଏପରି ଘଟଣା ଘଟିଛିା ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ…

[ଭିଡ଼ିଓ] ଓଭରବ୍ରିଜ୍ ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍

କଟକ : ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର୍ । ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଲାଗିଲା ନିଆଁ ଆଉ ଆଖି ପିଛୁଳାକେ ଜଳିଗଲା ଚଳନ୍ତା କାର୍। ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଲିଙ୍କ୍ ରୋଡ ଓଭରବ୍ରିଜ୍ ଉପରେ। କଟକ ମଙ୍ଗଳାବାଗରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଚଳନ୍ତା କାରରେ…

କଟକରେ ହନିଟ୍ରାପ୍‌ ! ୩ ଅଭିଯୁକ୍ତ ଗିରଫ, ଯୁବତୀ ଫେରାର

କଟକ: କଟକରେ ହନିଟ୍ରାପ୍‌ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌ ଓ ବ୍ଲାକ୍‌ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ଜଣେ ଯୁବ ଇଞ୍ଜିନିୟରଙ୍କୁ ହନି ଟ୍ରାପର ଶୀକାର କରିବା ଅଭିଯୋଗରେ ଲାଲବାଗ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ…

ମୂଲ୍ୟାୟନ ପାଇଁ ଆଜି ଯିବ ସମ୍ମେଟିଭ ଆସେସମେଣ୍ଟ-୧ର ଓଏମଆରସିଟ୍

କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମ୍ମେଟିଭ ଆସେସମେଣ୍ଟ -୧ର ଓଏମଆରସିଟ୍ ମୂଲ୍ୟାୟନ ପାଇଁ ଆଜିଠୁ ଯିବ । ଗତ ୭ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ପରେ ୯ତାରିଖରୁ ଓଏମଆର ସିଟଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ଼ କାର୍ଯ୍ୟାଳୟକୁ ଆସିଥିଲା । ସୋମବାରଠାରୁ ଏହାକୁ କମ୍ପ୍ୟୁଟର ମୂଲ୍ୟାୟନ…