Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡ଼ିଓ] ମଶା ବଂଶ ବୃଦ୍ଧି ନେଇ ବଢୁଛି ଚିନ୍ତା,ଡେଙ୍ଗୁ ପାଇଁ ଆତଙ୍କିତ ସହରବାସୀ

କଟକ: ପୁତିଗନ୍ଧମୟ ପରିବେଶରେ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସଂଜ ହୋଇଗଲେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ୁଛି । ନାଳନଦ୍ଦର୍ମା ପରିଷ୍କାର ହେଉନଥିବା ବେଳେ ରାସ୍ତାଘାଟ ବି ଆବର୍ଜନାମୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ଡେଙ୍ଗୁ ଆତଙ୍କ ବଢିଚାଲିଥିବା ବେଳେ ସହର…

[ଭିଡ଼ିଓ] ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ ପ୍ରଭାତ

କଟକ: ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ କଟକ ପୁଅ । କଟକ ଚାଉଳିଅଗଞ୍ଜ ମଠସାହିର ପ୍ରଭାତ ସାହୁ । ପ୍ରଭାତ ୬ ସେଣ୍ଟି ମିଟର ଉଚ୍ଚତାର ଜଗନ୍ନାଥଙ୍କ ଗଜାନନ ବେଶ କରି ରେକର୍ଡ କରିଛନ୍ତି । ବିଶ୍ୱର ସବୁଠୁ କ୍ଷୁଦ୍ରତମ ଚିତ୍ର ନିଜ ରଙ୍ଗ ତୂଳୀରେ ସଜାଇଛନ୍ତି ପ୍ରଭାତ । ଆୟୋଜିତ ହୋଇଥିବା ଏହି…

ପୁଣି ଚର୍ଚ୍ଚାରେ ଅମିଷା ପଟେଲ, ଏଥର ଗିରଫ ହୋଇପାରନ୍ତି !

ମୁମ୍ବାଇ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ । ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ଭୋପାଳ କୋର୍ଟ ନୋଟିସ୍ ଜାରି କରିିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାଣ କରିବା ଲାଗି ଅଭିନେତ୍ରୀ ଅମିଷା ୟୁଟିଏଫ୍ ଟେଲିଫିଲ୍ମସ୍ ପ୍ରାଇଭେଟ୍…

କଟକରୁ ଜବତ ହେଲା ଧଳା ଜହର

କଟକ: ପୁଣି କଟକରୁ ଜବତ ହେଲା ଧଳା ଜହର । ଲାଲବାଗ ଥାନା ପୋଲିସ ହାତରେ ଧରାପଡ଼ିଲା ଧଳା ଜହର ବ୍ୟବସାୟୀ । ଗିରଫ ବ୍ୟବସାୟୀ ଜଣକ ହେଲେ ଜିତେନ୍ଦ୍ର ବସ୍ତିଆ । ଅଭିଯୁକ୍ତ ନିକଟରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୭ଲକ୍ଷ ଟଙ୍କା ହେବ । ସୂଚନା…

ମହାନଦୀରେ ୪ ଛାତ୍ରଙ୍କ ସଲିଳ ସମାଧି

କଟକ: କୋଳି ତୋଳିବାକୁ ଯାଇ ମହାନଦୀରେ ଭାସିଗଲେ ୪ ସ୍କୁଲ ଛାତ୍ର । ବହୁ ଖୋଜାକୋଜି ପରେ ଆଜି ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି । କଟକ ଗାନ୍ଧିପଲ୍ଲୀ ବାଲିଗଡ଼ା ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା । ଗତକାଲି କହ୍ନେଇପୁର ଉଦିମୂଳ ଘାଟରୁ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ…

କଟକରେ ଏସ୍.ଆର୍. ଆଲକୋଭେଦ୍ କମ୍ପାନୀ ଉପରେ CBI ଚଢ଼ାଉ

କଟକ: ବ୍ୟାଙ୍କରୁ ଋଣ ନେଇ ସୁଝୁ ନଥିବା ଅଭିଯୋଗରେ କଟକ ଜଗତପୁର ସ୍ଥିତ ଏସ୍. ଆର୍‌. ଆଲକୋଭେଦ୍ ପ୍ରା. ଲିଃ ସଂସ୍ଥା ଉପରେ ସିବିଆଇର ଚଢ଼ାଉ । ଠକେଇ ଅଭିଯୋଗରେ ଭୁବନେଶ୍ୱର ସିବିଆଇ ଟିମ୍ ରେଡ୍ କରିଛି । ଅଭିଯୋଗ ହୋଇଛି ସଂପୃକ୍ତ ସଂସ୍ଥା ଦୁଇଟି ବ୍ୟାଙ୍କରୁ ୨୦୧୩ରେ ୭୩ କୋଟି ଟଙ୍କା ଋଣ ନେଇ ଆଉ…

[ଭିଡିଓ] କଟକର କୁନି ପ୍ରତିଭା ଆସ୍ପୃହା ଆଚାର୍ଯ୍ୟ

କଟକ : ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହେବ ହୁଏ । କଟକର ରାଜେନ୍ଦ୍ର ନଗରର କୁନି ପ୍ରତିଭା ହେଉଛନ୍ତି ଆସ୍ପୃହା ଆଚାର୍ଯ୍ୟ । ବୟସରେ ବହୁତ ଛୋଟ ହୋଇଥିଲେ ବି ବିଭିନ୍ନ ଡାନ୍ସରେ ଅଭିନୟ ଓ ଆର୍ଟ କରି ସମସ୍ତଙ୍କ ମନକୁ ଜିଣି ପାରିଛନ୍ତି ସେ । କେତେବେଳେ ବିଭିନ୍ନ ଦେବାଦେବୀଙ୍କ ସଙ୍ଗୀତରେ…

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ଲାଗି ରାଜ୍ୟ ସରକାରଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ…

[ଭିଡ଼ିଓ] ଦେଶ ଦେଶରେ ମଜବୁତ ହେବ ସମ୍ପର୍କ: ଯୁବ ଯାଦୁଗର ସାରାଂଶଙ୍କ ମ୍ୟାଜିକ୍

କଟକ : ଦେଶ ଦେଶ ମଧ୍ୟରେ ସମ୍ପର୍କର ସେତୁ ପାଲଟିବ ମ୍ୟାଜିକ୍ । ଏବେ ବି ଭାରତ ଓ ଇଣ୍ଡେ।ନେସିଆ ସମ୍ପର୍କ ମଜବୁତ ଥିବା ବେଳେ ଏହି ସମ୍ପର୍କକୁ ଆହୁରି ଯୋଡିବାକୁ ପ୍ରୟାସ ହୋଇଛି । ଆଉ ଏହି ପ୍ରୟାସ କରିଛନ୍ତି କଟକର ଜଣେ ଯୁବକ ସାରାଂଶ ଦାସ । ବିଭିନ୍ନ ଦେଶ ବୁଲି ବୁଲି ସାରାଂଶ  ଯାଦୁ ବିଦ୍ୟା…

କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଧବଳେଶ୍ୱରଙ୍କ ଆଜି ଯୋଗୀ ବେଶ

ଆଠଗଡ଼: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହେଲେ ଏହି ବେଶକୁ ଦର୍ଶନ କରିପାରିବେନି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ଼ କଟକଣା ପାଇଁ ଦର୍ଶନ ମନା ରହିଛି । ଆଜିର ଦିନରେ…