Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡିଓ] ବଡଦିନ ପାଇଁ ଚଳଚଞ୍ଚଳ କଟକର ବିଭିନ୍ନ ଚର୍ଚ୍ଚ

କଟକ : ଆସୁଛି ବଡ ଦିନ । ଆଉ ଦିନକ ପରେ ଧରାବତଣ କରିବେ ପ୍ରଭୁ ଯୀଶୁ ।ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସିଲିଭର ସିଟି କଟକ ସହରରେ ଥିବା ଚର୍ଚ୍ଚ ଗୁଡକ । ସହରରେ ଥିବା ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଜୋରସୋରରେ କରାଯାଇଛି । ଚର୍ଚ୍ଚ ପରିସର ସଫାସୁତୁରା କରାଯିବା ସହ ଜାକଜମକରେ ସଜା ଯାଇଛି ।…

କାଉନସେଲିଂରେ ବିଳମ୍ବ ହେବାରୁ SCB ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଟକ : ଏସିବି ମେଡିକାଲର ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରହିଛି । ନିଟ ପିଜି କାଉନସେଲିଂରେ ବିଳମ୍ବକୁ ନେଇ ପିଜି ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ଏସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ପ୍ରାୟ ୪୩୨ ଜଣ ପିଜି…

[ଭିଡ଼ିଓ] ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା

କଟକ: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ। ଶେଷରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ‘ଟି-ସେତୁ’ । ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’  । ଏହି ହାଇଲେଭଲ ସେତୁ…

ମହାନଦୀରେ ଦୀର୍ଘତମ ଟି-ସେତୁ ଲୋକାର୍ପିତ, ୪୫ କିମି ଦୂରତ୍ୱ କମିବ

କଟକ: ମହାନଦୀ ଉପରେ ବହୁ ପ୍ରତିକ୍ଷୀତ ଟି-ସେତୁ ଲୋକାର୍ପିତ ହୋଇଛି । ଏହି ଦୀର୍ଘତମ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲା ଗୋପୀନାଥପୁର-ସିଂହନାଥ ପୀଠ-ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ । ନିର୍ମାଣ କାମରେ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା । ଏହି…

ମଦାନଦୀ ଉପରେ ଦୀର୍ଘତମ ବ୍ରିଜ୍ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ମହାନଦୀରେ ଆଜି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବାଙ୍କୀ-ବୈଦେଶ୍ୱରଠାରୁ ବଡମ୍ବା ଗୋପିନାଥପୁରକୁ ସଂଯୋଗ ହୋଇଥିବା ଟି-ସେତୁ । ମହାନଦୀ ଉପରେ ଦୀର୍ଘତମ ସେତୁର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ୩.୪ କୋଲିମିଟର ଏହି ସେତୁ ଦ୍ୱାରା…

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

କଟକ : ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାସଗୃହ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବିଭାଗ ବା ହାଉସିଂ ବୋର୍ଡ ପକ୍ଷରୁ କଟକ ନୂଆ ବଜାର ବିଦ୍ୟାଧର ପୁରଠାରେ ଏହି ଯୋଜନା ଉଦଘାଟିତ ହୋଇଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା…

[ଭିଡିଓ] କଟକରେ ଆରମ୍ଭ ହେଲା ‘ମହାନଦୀ ଉତ୍ସବ’

କଟକ : ଉଦଘାଟିତ ହେଲା ମହାନଦୀ ଉତ୍ସବ । କଟକ ବାଲିଯାତ୍ରା ପଡିଆଠାରେ ଏହି ଉତ୍ସବ ଆୟୋଜନ କରାଯାଇଛି । ଆଜି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମହାନଦୀ ଉତ୍ସବକୁ ଉଦଘାଟନ କରିଥିଲେ । ମହାନଦୀର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।…

ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

କଟକ : ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତ ଦେହ ଫେରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଆଉ ଶେଷରେ ବୁଧାବର ବିଳମ୍ବିତ ରାତିରେ ଯୁବକଙ୍କ ମୃତ ଦେହ ପହଂଚିଛି । ଏନେଇ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବାଂଲାଦେଶରେ…

[ଭିଡ଼ିଓ]ଆସନ୍ତାକାଲି ଧନୁ ସଂକ୍ରାନ୍ତି, ମୁଆଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବ୍ୟବସାୟୀ

କଟକ: ଆସନ୍ତକାଲି ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୁଆଁ ଖାଇବାକୁ ବର୍ଷକୁ ଥରେ ସଭିଏଁ ଅପେକ୍ଷା କରିଥାନ୍ତି । ଧନୁ ସଂକ୍ରାନ୍ତି ପାଇଁ ମୁଆଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ସିଲଭର ସିଟି କଟକରେ ମଧ୍ୟ ମୁଆଁ ପ୍ରସ୍ତୁତିକୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ

କଟକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ । କଟକରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା କଟକର ହିତାଧୀକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ  ପ୍ରତ୍ୟେକଟି ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଟକ…