Latest Odisha News

BREAKING NEWS

Browsing Category

କଟକ

Cuttack

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ

କଟକ: ବାରଙ୍ଗରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଦୀର୍ଘ ୨୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।  କମିଶନରେଟ୍ ପୋଲିସ ୩…

କଟକରେ କଡାକଡି ହେଲା କୋଭିଡ୍‌ ଗାଇଡ୍‌ ଲାଇନ୍‌: ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

କଟକ:କଟକରେ କଡାକଡି ହେଲା କୋଭିଡ୍ ଗାଇଡ୍‌ଲାଇନ୍ସ । ଦୋକାନ,ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ । ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ବିଜ୍ଞପ୍ତି ଜାରି କରିଛି କଟକ ମହାନଗର ନିଗମ ବା ସିଏମ୍‌ସି ।…

ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

ଆଠଗଡ଼: ହୋଟେଲରୁ ଜବତ ହେଲା ବ୍ରାଉନସୁଗର । କଟକ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ଟଙ୍କା…

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଫେବ୍ରୁଆରୀ ୧୨ ତାରିଖ ମଧ୍ୟରାତ୍ରୀ ଯାଏ କରି ହେବ ଫର୍ମ ପୂରଣ

କଟକ: ମେ’ ୩ ତାରିଖରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସାର୍ଟି ଫିକେଟ୍ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ଲାଗି ଆଜିଥିଲା ଫର୍ମ ପୂରଣର ଶେଷ ତାରିଖ । ଏହାକୁ ବୋର୍ଡ କର୍ତ୍ତୃପକ୍ଷ ୨ ଦିନ ଲାଗି ବୃଦ୍ଧି କରିଛନ୍ତି । ଆସନ୍ତା ୧୨ ତାରିଖ ଯାଏ ଛାତ୍ରଛାତ୍ରୀ…

ସାମୟିକ ପାଇଁ କଟକ ସନ୍‌ ହସ୍ପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

କଟକ: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲକୁ ସାମୟିକ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏବେ ହସ୍ପିଟାଲରେ ଚିକିତ୍ସା ଓ ଡାକ୍ତରୀ ପରୀକ୍ଷା ବନ୍ଦ ରହିଛି । ସୂଚନାଯୋଗ୍ୟ, କନିକା ଛକ ସ୍ଥିତ ସନ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡର ଠିକ୍‌ ସପ୍ତାହକ…

ଜିଲ୍ଲାପାଳଙ୍କ ୟୁଟର୍ଣ୍ଣ, କହିଲେ, କୋଭିଡ୍‌ ଟୀକା ନ ନେଲେ କଟିବନି ଦରମା

କଟକ: ବଦଳିଲା କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କୋଭିଡ୍‌ ଟୀକା ନ ନେଲେ ଦରମା କଟିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶ ୨୪ ଘଣ୍ଟା ମଧ୍ୟରେ ବଦଳିଯାଇଛି । ବିଭିନ୍ନ ମହଲରୁ ସମାଲୋଚନା ପରେ ସ୍ପଷ୍ଟୀକରଣ ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଟୀକା ନ ନେଲେ ଦରମା କଟାଯିବ ନାହିଁ ବୋଲି ସୂଚନା…

ମାହାଙ୍ଗା ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ

କଟକ: ମାହାଙ୍ଗା ଡବଲ ମର୍ଡର ଓ ୨୦୧୮ ବିକାଶ ଜେନା ହତ୍ୟା ମାମଲାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର ହୋଇଛି । କଣ୍ଟେନର ତଳୁ ଉଦ୍ଧାର ହୋଇଛି ମୃତଦେହ । ଟ୍ରକ ଚାପାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ…

ଭ୍ୟାକ୍ସିନ ନ ନେଲେ ମିଳିବନି ଦରମା, କଟକ ଜିଲ୍ଲାପାଳଙ୍କ ଅଜବ ନିୟମ 

କଟକ: ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ ନେଇ କଠୋଇ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ । ଟିକାକରଣ ପ୍ରତିଶତ ବଢ଼ାଇବା ଲାଗି ଜିଲ୍ଲାପାଳ ସିଏମସି କମିଶନରଙ୍କ ସମେତ ବିଭିନ୍ନ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି । ଏଥିସହ…

କଟକ ମଙ୍ଗୁଳି ଛକରୁ ଗଞ୍ଜେଇ ଜବତ, ୨ ଗିରଫ

କଟକ: ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକ ମଙ୍ଗୁଳି ଛକରୁ ଧରାପଡ଼ିଲା । ଜବତ ହୋଇଛି ବିପୁଳ ପରିମାଣରେ ଗଞ୍ଜେଇ । ୧୦୫ କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କ ଗିରଫ କରାଯାଇଛି । କାର୍ ବି ଜବତ ହୋଇଛି । ଆଜି କୌଣସି ସୂତ୍ରରୁ ଅବକାରୀ…

କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ

କଟକ: କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ । ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ୍ ହସ୍ପିଟାଲ ପରିସରରେ ତଦନ୍ତ ଆରମ୍ଭ କରିଛି । ତେବେ ହସ୍ପିଟାଲରେ କିଭଳି ଏବଂ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ଯାଞ୍ଚ କରିବ ଏହି ଟିମ୍ ।…