Latest Odisha News

BREAKING NEWS

Browsing Category

କଟକ

Cuttack

ଉଦ୍ଘାଟିତ ହେଲା ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍

କଟକ: ଉଦ୍ଘାଟିତ ହୋଇଯାଇଛି କଟକ ଗୁରୁଡିଝାଟିଆ ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍ । ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଇଣ୍ଟରନ୍ୟାସନାଲ କ୍ରିକେଟର ତଥା ପୂର୍ବତନ ବୋଲିଂ କୋଚଙ୍କ ଦ୍ବାରା ବୁଧବାର ଅପରାହ୍ଣରେ ଏହା ଉଦ୍ଘାଟିତ ହୋଇଯାଇଛି । ଏହା ସହିତ ଓଡ଼ିଶା କ୍ରିକେଟ୍…

ବୋମା ନିଷ୍କ୍ରିୟ ବେଳେ ଘଟିଲା ଅଘଟଣ, ଚାଲିଗଲା ହାବିଲଦାରଙ୍କ ଜୀବନ

କଟକ: ନିଷ୍କ୍ରିୟ ବେଳେ ଫୁଟିଲା ବୋମା। କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଜବତ ହୋଇଥିବା ବୋମା ରଖାଯାଇଥିଲା ବେଳେ ଏହାକୁ ନିଷ୍କ୍ରିୟ କଲା ବେଳେ ଫୁଟିଥିଲା । ଯେଉଁ କାରଣରୁ ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁଯାୟୀ, କଟକ ସଦର…

ମୋ ବସକୁ ଧକ୍କା ଦେଲା ଟ୍ରକ :୧୬ ଜଣ ଆହତ

କଟକ: ମୋ ବସ୍‌'କୁ ପଛରୁ ଧକ୍କା ଦେଇଛି ଟ୍ରକ । ଏଥିରେ ୧୬ ଗୁରୁତର ଆହତ ହୋଇଛନ୍ତି  । କଟକ ପ୍ରତାପନଗରୀ ଠାରେ ଜାତୀୟରାଜପଥରେ ଏହି ଦୁର୍ଘଟଣା ହୋଇଛି। ଆହତ ହୋଇଥିବା ୧୬ ଜଣଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,  ମୋ ବସ୍ ଟି ପ୍ରତାପନଗରୀରେ ଯାତ୍ରୀଙ୍କୁ…

ବାପାଙ୍କ ବଳରେ ବଳିୟାନ ହେଲେ ସୋଫିଆ, ଜିତିଲେ କଟକ-ବାରବାଟୀ

କଟକ: ବାପାଙ୍କ ଗଡରେ ବିଜୟୀ ହେଲେ ଝିଅ ସୋଫିଆ । କଟକ-ବାରବାଟୀ ବିଧାନସଭା ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ । ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୭, ୯୭୪ ଭୋଟ ବ୍ୟବଧାନରେ ହରାଇଛନ୍ତି ସୋଫିଆ । ଦିନେ ବାପାଙ୍କର ଗଡ ଥିଲା…

ଏସସିବିରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଏସସିବିରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଜେଲରୁ ତାଙ୍କୁ ଅଣାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଅସୁସ୍ଥତା କାରଣ ଦର୍ଶାଇ ଓକିଲଙ୍କ ଆବେଦନ ଆଧାରରେ ଆଜି ଭୋର ୪ଟା ସମୟରେ ତାଙ୍କୁ ନମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।…

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ: ମିଳିବ ୧୫ ଲକ୍ଷ ଟଙ୍କାର ସହାୟତ ରାଶି

କଟକ: ଡ୍ୟୁଟି ବେଳେ ମହିଳା ପୋଲିସଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଅଧିକାରୀ । ଗତକାଲି ନିର୍ବାଚନ ଡ୍ୟୁଟି ସମୟରେ ବାଖରାବାଦ୍ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମିତ୍ରଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ନିୟମ ଅନୁଯାୟୀ ତାଙ୍କ…

ରାତି ପାହିଲେ ନିର୍ବାଚନ, କଟକ ଓ ସମ୍ବଲପୁରରେ ୧୪୪ ଧାରା ଲାଗୁ

କଟକ: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ ହେବାକୁ ଯାଉଛି। ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହେବାକୁ ଥିବା ମତଦାନ ପାଇଁ କଟକ ଓ ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ୧୪୪ ଧାରା ଲାଗୁ ହୋଇଛି।…

ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି: ପାଣ୍ଡିଆନ

କଟକ: କଟକ ଜିଲ୍ଲା ନିଆଳିରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ବିଧାନସଭା ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର। ଅନ୍ଯ ଦଳର ଏମପି ହେଲେ ବିକାଶ…

ନବୀନଙ୍କ ପାଇଁ ୬ଥର ସାଂସଦ ହେଲେ, କିନ୍ତୁ ସଂସଦରେ ଓଡିଶା କଥା କହିଲେନି: ପାଣ୍ଡିଆନ

କଟକ: ନିର୍ବାଚନୀ ରଣାଙ୍ଗନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଆଜି କଟକ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୋଜିତ ନିର୍ବାଚନ ସଭାରେ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ନବୀନ । ବି.ଏସ୍‍.କେ.ୱାଇ,…

‘ରାଜନୀତି କରିବା କି କ୍ଷମତା ପାଇଁ ଆସି ନାହାଁନ୍ତି ମୁଖ୍ୟମନ୍ତ୍ରୀ,ସେ ଆସିଛନ୍ତି ଲୋକଙ୍କ ସେବା କରିବା…

କଟକ: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ସାଲେପୁରରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ କରିଛନ୍ତି ମାରାଥନ ପ୍ରଚାର ।ସେ ଆରମ୍ଭରୁ ରାଜ୍ୟ ସରକାରଙ୍କ ପ୍ରଶଂସା କରି କହିଛନ୍ତି ଯେ, ରାଜ୍ୟର ସବୁ ବିକାଶ ଓ କଲ୍ୟାଣ କାମ ନବୀନ ପଟ୍ଟନାୟକ କରିଛନ୍ତି । ୨ଦିନିଆ ଓଡିଶା ଗସ୍ତରେ ଆସିଥିବା…