Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

କରୋନା ସଂକ୍ରମଣ ନେଇ ଆଠ ଜିଲ୍ଲାରେ ଚିନ୍ତା ବଢିଲା

ଭୁବନେଶ୍ୱର : ଗୁରୁବାର ଢେଙ୍କାନାଳ ସହରରୁ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏହା ମହାମାରୀ ରାଜ୍ୟର ଆଠଟି ଜିଲ୍ଲା ଛୁଇଁଛି ।ଏଥି ସହିତ ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱରରେ ଏହି ସଂଖ୍ୟା ୩୪ ଥିବା…

ଓଡିଶାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଜି ଦୁଇ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଜଣେ…

ଢେଙ୍କାନାଳରେ କନଷ୍ଟେବଳଙ୍କୁ ଗୁଳିମାଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ ଶୁକ୍ରବାର ରାତିରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ଜଣେ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ଗାଁରେ ମେଲଣ ଯାତ୍ରା ଚାଲିଥିବା ବେଳେ କୌଣସି କାରଣବଶତଃ…

ଭୋଜି କରି ଫେରୁଥିବା ବେଳେ ଗଛରେ ପିଟି ହୋଇ ୩ ମୃତ

ଢେ଼ଙ୍କାନାଳ: ହୋଲି ଖେଳ ପରେ ଭୋଜି ସାରି ଫେରୁଥିବା ବେଳେ ଅଘଟଣ । ଢେ଼ଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ୩ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ରାମେଶ୍ୱରପୁର ଅଂଚଳର ଶୁଭ୍ର ଶାଶ୍ୱତ ରାଉତରାୟ, କାଇମାଟି ଅଂଚଳର…

କରୋନା ଆତଙ୍କ: ପ୍ରତିଷେଧକ ଲାଗି ବଢିଲା ହୋମିଓପ୍ୟାଥି ଚାହିଦା, ଲମ୍ବାଧାଡ଼ିରେ ଚାଲିଛି ଔଷଧ ବିକ୍ରି !

ଭୁବନେଶ୍ୱର: କରୋନା ଭୂତାଣୁର ଆତଙ୍କରେ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସମେତ ଓଡ଼ିଶାରେ ଏହି କରୋନା ଭାଇରସ୍ ସଂକ୍ରମଣ କବଳରୁ ମୁକ୍ତି ପାଇବାଲାଗି ଏବେ ଜନସାଧାରଣଙ୍କ ଠାରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । କେବଳ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜରର ଚାହିଦା ଆକାଶଛୁଆଁ ବୃଦ୍ଧି…

ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପରେ ସୋଶିଆଲ ମିଡିଆରେ ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର

ଢ଼େଙ୍କାନାଳ: ଓଡିଶାର ବାର୍ଷିକ ମାଟ୍ରିକ ପରୀକ୍ଷାର ଏକ ପ୍ରଶ୍ନପତ୍ର ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶ୍ନପତ୍ର ଲିକ ହୋଇଥିବା ସନ୍ଦେହ ହୋଇଛି । ସୂଚନା ମୁତାବକ, ସୋମବାର ଦିନ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପରେ ପ୍ରଶ୍ନପତ୍ର ସୋଶିଆଲ ମିଡିଆରେ ଭାଇରାଲ ହୋଇଛି । ଢ଼େଙ୍କାନାଳ…

ମ୍ୟାଟ୍ରିକ ପରୀକ୍ଷାରେ ଝିଅକୁ ଦେଉଥିଲେ କପି; ପୋଲିସଠାରୁ ଖାଇଲେ ଲାଠି ପାହାର !

ଢେଙ୍କାନାଳ: ଢେଙ୍କାନାଳରେ ଥିବା ଗୋଡ଼ପଳାଶୁଣୀ ବାପୁଜୀ ବିଦ୍ୟାପୀଠରେ ଶନିବାର ଦିନ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଜଣେ ବ୍ୟକ୍ତି କପି ଯୋଗାଇ ପୋଲିସଠାରୁ ଲାଠି ମାଡ଼ ଖାଇ ଆହତ ହୋଇଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଜଣକ ଡମ୍ବରୁ ସାହୁ ବୋଲି ଜଣାପଡ଼ିଛି । ସେ ସ୍କୁଲ ହତା…

ହତ୍ୟା ଘଟଣାରେ ଢେଙ୍କାନାଳ ଜେଲ ୱାର୍ଡର ଗିରଫ

ଢେ଼ଙ୍କାନାଳ: ଢେ଼ଙ୍କାନାଳରେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ ୱାର୍ଡର ବୈରାଗୀ ବାରିକ ସମେତ ଦୁଇ ଜଣ ଅପରାଧୀ ବାବାଜୀ ଷାଣ୍ଢ ଓ କାଳିଆ ମାଟିକୁ ପୋଲିସ ଗିରଫ କରିଛି । ୩ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ଗିରଫ କରିବା ପରେ ଶନିବାର ଦିନ ସ୍ଥାନୀୟ ଅଦାଲତରେ ହାଜର…