Latest Odisha News
Browsing Category

ଗଞ୍ଜାମ

Ganjam

ବିଏମ୍‌ସି କମିଶନରଙ୍କ ନାଁରେ ବିଜେପିର ଏତଲା

ବ୍ରହ୍ମପୁର: ସହରରେ ବଢୁଥିବା ମଶା ଉପଦ୍ରବକୁ ନିୟନ୍ତ୍ରଣ ଦାବିରେ ଗତ ୭ ତାରିଖରେ ବ୍ରହ୍ମପୁର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ଦେଖାଦେଇଥିଲା। କେତେକ ବିଜେପି କର୍ମୀ କମିଶନରଙ୍କ ଚାମ୍ବର ଭିତରକୁ ଧସେଇ ପଶିବା ନେଇ ଅଭିଯୋଗ…

ଗଞ୍ଜାମ ଜିଲା କ୍ରିକେଟ ସଂଘର ସଭାପତି ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ

ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ,…

ବ୍ରହ୍ମପୁରର ୬ ନର୍ସିଂହୋମ ଉପରେ ଚଢ଼ଉ

ବ୍ରହ୍ମପୁର:ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଶନିବାର ସନ୍ଧ୍ୟାରେ ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। ଚଢ଼ଉ…

ଗଞ୍ଜାମ ପ୍ରଶାସନରେ ଅଚଳାବସ୍ଥା:ରାଜସ୍ବ ବିଭାଗରେ ୫୯ପ୍ରତିଶତ ପଦବୀ ଖାଲି

ବ୍ରହ୍ମପୁର:ଗଞ୍ଜାମ ଜିଲା ପ୍ରଶାସନରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଶେଷ କରି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ମଞ୍ଜୁର ପଦଠାରୁ ପ୍ରାୟ ୫୯ପ୍ରତିଶତ ପଦ ଫାଙ୍କା ପଡ଼ିଛି। ଯାହାଫଳରେ ଜମିଜମା ଏବଂ ରାଜସ୍ବ ସମ୍ପର୍କିତ କାର୍ଯ୍ୟରେ ଗୁରୁତର ବାଧା ପହଞ୍ଚିଛି। ଭୌଗୋଳିକ…

ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ହେବ ଉନ୍ନତିକରଣ

ବ୍ରହ୍ମପୁର:ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଖୁବ୍‌ ଶୀଘ୍ର ପୀଠର ନବକଳେବର କରାଯିବ। ଶନିବାର ସକାଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବ୍ରହ୍ମପୁର ମହାନଗର…

ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ବିଜେଡ଼ି ସମ୍ପାଦକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର…

ମା’ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲା ଝିଅ

ବ୍ରହ୍ମପୁର:ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ଘର ଛାଡ଼ି ଦେଇଥିବା ଜଣେ ଝିଅଙ୍କୁ ମା’ର ମମତା ମଧ୍ୟ ଅଟକାଇ ପାରିଲା ନାହିଁ। ଘରକୁ ଫେରି ଆସିବାକୁ କାନ୍ଦି କାନ୍ଦି ମା’ ନିବେଦନ କରୁଥିଲେ। ଝିଅର ଗୋଡ଼ ଧରିଲେ। ବୁଝାଇଲେ। ତଥାପି କିଛି ବୁଝିଲେନି ଝିଅ। ମା’ଙ୍କ ମମତାକୁ ଗୋଇଠା ମାରି ପ୍ରେମିକ ସହ…

ମଶା ଦାଉରୁ ରକ୍ଷା ପାଇଁ ବିଜେପିର ବିକ୍ଷୋଭ; ଚାମ୍ବର୍‌ରୁ ବାହାର କଲେ କମିଶନର, କଫି ପିଆଇ ବୁଝାଇଲେ ମେୟର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଦାବି ନେଇ ବିଜେପି ତରଫରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତାଙ୍କୁ…

ଖଲ୍ଲିକୋଟ ଜୁନିୟର କଲେଜ ରାଗିଂରେ ସଂପୃକ୍ତ ୭ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ବାରଣ

ବ୍ରହ୍ମପୁର,୬ା୧୨: ରାଗିଂରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ୭ ଜଣ ଛାତ୍ରଙ୍କୁ ସୁବଦିନ ପାଇଁ କ୍ୟାମ୍ପସକୁ ବାରଣ କରିଛନ୍ତି ଖଲ୍ଲିକୋଟ ଜୁନିୟର କଲେଜ କର୍ତ୍ତୃପକ୍ଷ।ମଙ୍ଗଳବାର ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ୭ ଜଣ ଛାତ୍ର ହେଲେ ଯୁକ୍ତ ଦୁଇ କଳା ବିଭାଗ ଦ୍ବିତୀୟ ବର୍ଷର ଶୁଭମ ଚୌଧୁରୀ,…

ବ୍ରହ୍ମପୁରର ଶତାଧିକ ବେଆଇନ କୋଠାକୁ ନୋଟିସ୍‌‌ କରିବ ବିଏମସି

ବ୍ରହ୍ମପୁର: କୌଣସି ପ୍ରକାର ଅନୁମତି ନଥାଇ କିମ୍ବା ଅନୁମତି ଥିଲେ ମଧ୍ୟ କୋଠା ନିର୍ମାଣରେ ଏହାର ଉଲଂଘନ କରାଯାଇ ନିର୍ମିତ ହୋଇଥିବା ଶତାଧିକ ବଡ଼ ବଡ଼ କୋଠା, ସପିଂମଲ, ଆପାର୍ଟମେଣ୍ଟ ଏବଂ ହୋଟେଲ ସହିତ ଅନ୍ୟାନ୍ୟ ନିର୍ମାଣଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର…