Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି

ବ୍ରହ୍ମପୁର: ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇ । ପୂର୍ବରୁ ୯ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଆଉ ୨ଜଣଙ୍କୁ ଗିରଫ…

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ

ଗଞ୍ଜାମ: ‘ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ । ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦିଆଯିବ ଗଞ୍ଜାମ ମନିଟରିଂ ଦାୟିତ୍ବ । ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କଲେ ତାଙ୍କ ଉପରେ ହେବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ।ଖଲ୍ଲିକୋଟ ନିର୍ବାଚନ ପୂର୍ବ ହିଂସାକୁ ଆଖିରେ ରଖି ଶୂନ୍ୟ…

ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଗଞ୍ଜାମ :ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ । ନିର୍ବାଚନ ପାଇଁ ରାସ୍ତାରେ ଯାନବାହନ ଚେକିଂ କରୁଛି ପୋଲିସ  ।ଗତକାଲି  ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ତନରଡା ନିକଟରେ  ଗାଡି ଚେକିଂ କରୁଥିଲା ପୋଲିସ । ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଟକାଇବା ସହ ଚେକିଂ…

କବିସୂର୍ଯ୍ୟନଗରରେ ବିଶ୍ବଶର୍ମାଙ୍କ ଚେତାବନୀ, ‘ଯିଏ ରତ୍ନ ଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡିବ’

କବିସୂର୍ଯ୍ୟନଗର: ଗତକାଲି ଭଳି ଆଜି ମଧ୍ୟ ସେଇ ସମାନ ‘ରତ୍ନ ଭଣ୍ଡାର’ ପ୍ରସଙ୍ଗ ନେଇ କଡା ଗଣ୍ଡା ହିସାବ ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏଥର ସେ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ ରତ୍ନ ଭଣ୍ଡାର ଚାବି…

ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଲାଗୁ, କାର୍ଯ୍ୟରେ ଅବହେଳା ପାଇଁ ୪ ପୋଲିସ କର୍ମଚାରୀଙ୍କୁ ବଦଳି

ବ୍ରହ୍ମପୁର: ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଛି। ଘଟଣାକୁ…

ଭାରସାମ୍ୟ ହରାଇ ଓଲଟିଲା କାର:୨ ମୃତ

ଗଞ୍ଜାମ:ଭାରସାମ୍ୟ ହରାଇ ଓଲଟିଲା କାର । ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃର୍ତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଚାରି ଜଣ ସାଙ୍ଗ…

ଓଲଟିଲା ପୋଲିଂ ପାର୍ଟି ବସ:୨ ଜଣ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ଓଲଟିଲା ପୋଲିଂ ପାର୍ଟି ବସ । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ବସ । ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି । କହିରଖୁଛୁ , ମେ’ ୧୩ ତାରିଖରେ ପ୍ରଥମ…

ଟଙ୍କା ବାଣ୍ଟୁଥିବା ବେଳେ ଧରାପଡ଼ିଲେ ଜିଆରଏସ 

ଭଞ୍ଜନଗର: ଉଲଘଂନ କଲେ ନିର୍ବାଚନ ଆଚରଣ ବିଧି । ଟଙ୍କା ବାଣ୍ଟିଲେ ଜିଆରଏସ୍, ଧରାପଡିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କାଦୁଆ ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଘଂନ ହୋଇଥିବା ଅଭିଯୋଗ ହୋଇଛି । ରାଉତି ପଞ୍ଚାୟତର ଜିଆରଏସ୍ ଶଲିଳ ସାହୁ ଓ ସରପଞ୍ଚ ତଥା ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଆସିଛି…

‘ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ’… କନିଷିରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କଲେ ନବୀନ

ଗୋପାଳପୁର: ନିର୍ବାଚନକୁ ମାତ୍ର ଆଉ ଦିନ କେଇଟା ବାକି ଥିବା ବେଳେ ଜୋରସୋରରେ କମ୍ପୁଛି ପ୍ରଚାର ମଇଦାନ । ଏହାରିଭିତରେ ଗଞ୍ଜାମ ଜିଲ୍ଲା କନିଷିଠାରେ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି…

ଶେରଗଡରେ ଭିକେ ପାଣ୍ଡିଆନ, ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ଗଞ୍ଜାମ: ଗଞ୍ଜାମ ଗସ୍ତରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌‌। ଶେରଗଡ, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ସଭାରେ ଯୋଗ ଦେବା ସହ ରୋଡ ସୋ କରିଛନ୍ତି। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ…