Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ସାତ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୦୦ ପଜିଟିଭ୍

ଗଞ୍ଜାମ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯ଶହ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୮୯୧ ଜଣ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ନୂଆ ୨୦୧ ପଜିଟିଭ୍ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୧୫ ତାରିଖରେ ୮ ପଜିଟିଭ୍ ବାହାରିଥିବା ବେଳେ…

ଦୁଇ ପୁଅଙ୍କ ମାଡରେ ବାପା ମୃତ, ମାଆ ଗୁରୁତର

ପୋଲସରା : ସାହାରା ହେବା ସମୟରେ ଦୁଇ ପୁଅ ପାଲଟିଲେ ବାପା ହତ୍ୟାକାରୀ । ଗଂଜାମ ପୋଲସରା କଳମ୍ବ ବଡସାହିରେ ଘଟିଛି ଏହି ଘଟଣା । ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ମିଶି ବାପା ଅଭିମନ୍ୟୁ ପ୍ରଧାନଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥି ସହ ମାଆ ଅପସରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି…

ଡକାୟତି ଯୋଜନା ପଣ୍ଡ କଲା ବୁଗୁଡା ପୋଲିସ, ୪ ଗିରଫ

ବୁଗୁଡା : ବୁଗୁଡା ପୋଲିସକୁ ସଫଳତା । ଡକାୟତି ଯୋଜନା ବେଳେ ପୋଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଛି । ଗତକାଲି ବିଳମ୍ବିତ ପେଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୪ଟି ହାତ ବୋମା, ଗୋଟାଏ ଖଣ୍ଡା, ଛୁରୀ ଓ…

ଗଂଜାମରେ ବି ପାଳନ ହେବନି ରଜ..୧୬ ତାରିଖ ଯାଏଁ ଲାଗୁ ହେଲା କଟକଣା

ଗଂଜାମ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଂଜାମରେ ପାଳନ ହେବନାହିଁ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ । ରଜଦୋଳି, ଭୋଜିଭାତ, ମହୋତ୍ସବ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।…

ବୁଗୁଡ଼ାରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କଲେ ସ୍ୱାସ୍ଥ୍ୟକର୍ମୀ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି । ବୁଗୁଡ଼ାରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଘରେ ଘରେ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ବୁଗୁଡ଼ାରେ ସୋମବାର ଦିନ ଠାରୁ କର୍ମଚାରୀବୃନ୍ଦ ଘରକୁ ଘର…

ବିମାନ ଯୋଗେ ଆସାମରୁ ଫେରିଲେ ୭୦ ପ୍ରବାସୀ ଶ୍ରମିକ

ବୁଗୁଡା: ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ ଆସାମରେ ଫସି ରହିଥିବା ଖବର ପୋଲସରା…

ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୧୧ ଗିରଫ

ଗଂଜାମ : ଧରାକୋଟ ଥାନା ବାଦଗଡ ଗାଁରୁ ଛେଳି ବ୍ୟବସାୟୀଙ୍କଠାରୁ ୧୬ଲକ୍ଷ ୮୦ହଜାର ଲୁଟ୍ ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ସଂପୃକ୍ତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ୪ଟି ବାଇକ, ୮ଟି ମୋବାଇଲ, ଖଣ୍ଡା, ବନ୍ଧୁକ ଓ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଛି । ଏଥି ସହ ପୋଲିସ…

ଅରକ୍ଷିତକୁ ଦଇବ ସାହା; ରାସ୍ତାକଡ଼ରୁ ଉଦ୍ଧାର ହେଲେ ଦୁଇ ବୟସ୍କ ବ୍ୟକ୍ତି

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଲାଲବେଣ୍ଟା ପଞ୍ଚାୟତ ସନ୍ଧିଗାଁ ଗ୍ରାମର ଦୃଯ୍ୟ ସେଠୀ (୫୮) ସ୍ତ୍ରୀ ମଞ୍ଜରୀ ସେଠୀ (୫୧) ଦିଗପହଣ୍ଡିରୁ ବାଇକ୍ ରେ ଗ୍ରାମ କୁ ଫେରିବା ସମୟରେ ଗାଡି ଆଗକୁ ଏକ ମେଣ୍ଢା ଆସି ଯାଇଥିଲା । ଧକ୍କାରେ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ ଦୁହେଁ ।ସ୍ଥାନୀୟ…

ଗଞ୍ଜାମରେ ଦୁଇ କାର୍ଯ୍ୟରତ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ଓଡିଶା ପୋଲିସ୍‌ର ଜଣେ ଜବାନ କୋଭିଡ୍‌୧୯ରୁ ସୁସ୍ଥ ହୋଇ ଫେରିଥିବା ବେଳେ ବୁଧବାର ଗଞ୍ଜାମ ଜିଲାର ପୋଲସରା ଥାନାର ଦୁଇଜଣ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏସମ୍ପର୍କରେ ଗଞ୍ଜାମ ଏସ୍‌ପିଙ୍କ ପକ୍ଷରୁ ଟୁଇଟର୍‌ରେ ସୂଚନା ଦିଆଯାଇଛି । ସେମାନଙ୍କୁ…

ତାମିଲନାଡୁରୁ ନିଜ ଗାଁ’ରେ ପହଞ୍ଚିଲା ପ୍ରବାସୀ ଓଡ଼ିଆ ଶ୍ରମିକ ତ୍ରିନାଥଙ୍କ ମରଶରୀର

ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି। ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ ଓଡ଼ିଆ…