Latest Odisha News
Browsing Category

ଗଞ୍ଜାମ

Ganjam

ଗଞ୍ଜାମ ଟେନସନ୍: ସାତ ଦିନରେ ୧୩ ଶହ ନୂଆ କରୋନା କେସ୍

ଗଞ୍ଜାମ: ଜୁଲାଇ ମାସରେ ଜିଲ୍ଲାରେ କରୋନା ସ୍ଥିତି ସାଙ୍ଗାତିକ । ତିନି ହଜାର ପାଖାପାଖି ହେଲାଣି ପଜିଟିଭ୍ କେସ୍ । ଜିଲ୍ଲାରେ ମୋଟ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୩୬ । କିନ୍ତୁ ଜୁଲାଇ ମାସର ଏହି ସାତ ଦିନର ରିପୋର୍ଟ ଦେଖିଲେ ଯେକେହି ଆଶ୍ଚଯ୍ୟ ହୋଇଯିବ । ସପ୍ତାହେ ଭିତରେ ସାମନାକୁ…

ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରରେ ଓପିଡି ବନ୍ଦ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖିଏଭଳି ପଦକ୍ଷେପ ନେଇଛି ପ୍ରଶସାନ । ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲ ପରିସରରେ ପ୍ରବେଶ…

ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ

ଗଞ୍ଜାମ: ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକିବାଲା ପାଇଁ କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ସେହିପରି ସ୍ୱାସ୍ଥ୍ୟ ପରୀକ୍ଷାକୁ ବି ଗୁରୁତ୍ୱ ଦିଆଯାଉଛି । ଆଜିଠୁ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେବ ଡୋର୍ ଟୁ ଡୋର୍ ସ୍କ୍ରିନିଂ । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର…

ଆଶ୍ଚର୍ଯ୍ୟଜନକ ଭାବେ ଗଛରୁ ଝରୁଛି ପାଣି; ଗଛମୂଳେ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

କରାତୁଳି/ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ପଞ୍ଚାୟତରେ କରାତୁଳି ଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।  ବାଘୁଆ ନଦୀ କୂଳରେ ଥିବା ଏକ ବଣ ପାଳଧୁଆ ଗଛରେ କୈଣସି ଏକ ଅଲୌକିକ ଶକ୍ତି ମାଧ୍ୟମରେ ଗଛରୁ ପାଣି ବାହୁରୁ ଥିବା ଭଳି ଚମତ୍କାର ଦୃଶ୍ୟ ଦେଖିବାକୁ…

ବାହାଘରରେ କୋଭିଡ଼ ନିୟମ ଉଲ୍ଲଘଂନ ପ୍ରସଙ୍ଗ: ବର ସମେତ ୫ ଗିରଫ

ବ୍ରହ୍ମପୁର: ଏକ ବାହାଘର ପ୍ରୋସେସନର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ କୋଭିଡ଼ ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ଉତ୍ସବ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ୍ଡା…

ପିନ୍ଧିଲେନି ମାସ୍କ, କୋଭିଡ୍ କଟକଣାକୁ ନ’ମାନି ନିର୍ଧୂମ୍‌ ନାଚିଲେ ବର !

ବ୍ରହ୍ମପୁର:  ବାଜା ରୋଷଣିରେ ଫାଟି ପଡ଼ୁଥିଲା ରାସ୍ତା। ବର ପଟୁଆରରେ ଯାଉଥିବା ବେଳେ ଡିଜେରେ କମ୍ପୁଥିଲା ସମଗ୍ର ଅଞ୍ଚଳ। ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ। ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା। ବ୍ରହ୍ମପୁରର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅ ବାହାଘରରେ…

କରୋନା ମୁକାବିଲା ଲାଗି ଗଞ୍ଜାମରେ ନିଯୁକ୍ତ ହେଲେ ସ୍ପେଶାଲ୍ ଏଡ଼ିଏମ୍‌

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ଡିପାର୍ଟମେଣ୍ଟ ଅଫ ୱର୍କସର ଡେପୁଟୀ ସେକ୍ରେଟାରି ପାରୁଲ ପଟୱରୀଙ୍କୁ କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଭିଜନର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ଭାବେ ପୁରୀ ଡିଆରଡ଼ିଏ ଯୋଜନା…

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ

ବ୍ରହ୍ମପୁର: କରୋନା ମୁକାବିଲା କ୍ଷେତ୍ରରେ ସବୁବେଳେ ନୂଆ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାରେ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଟ୍ୱିଟ୍ କରି ଜିଲ୍ଲାବାସୀଙ୍କୁ ଅପିଲ୍…

ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ୍, ୧୫ ଦିନ ଗ୍ରାମାଞ୍ଚଳ ଲୋକ ସହରାଞ୍ଚଳ ଆସନ୍ତୁ ନାହିଁ

ଗଞ୍ଜାମ: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରାଞ୍ଚଳ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଜାରି କରିଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ । We request…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ନେଉଥିଲେ ଲାଞ୍ଚ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନାନୁଯାୟୀ, ପି ରାଜା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଥାନାକୁ ଆସିଥିବା ଏକ ମାମଲାର ସମାଧାନ କରିବା ଲାଗି ଏହି ପୋଲିସ…