Latest Odisha News

BREAKING NEWS

Browsing Category

ଜଗତସିଂହପୁର

Jagatsinghpur

ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ପାରାଦୀପ: ସ୍କୁଟି ଉପରେ ମାଡିଗଲା ଡାଲାବଡି ଗାଡି । ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ଵାମୀ । ପାରାଦୀପ ଅଠରବାଙ୍କୀ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉଭୟଙ୍କ ପରିଚୟ ମିଳିଥିବା ବେଳେ ସ୍ଵାମୀ ଜୟରାମ ପୂର୍ତୀ ପାରାଦୀପ…

ଆସନ୍ତା ୨୫ ତାରିଖରୁ ପିପିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବିଭିନ୍ନ ସଂଗଠନ

ପାରାଦୀପ: ପିପିଏଲ୍ ରେ ଜିପିସମ ପରିବହନ ରେ ଚଞ୍ଚକତା ଓ ମନମାନି ବିରୋଧରେ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫେୟାର କମିଟି, ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ପିପିଏଲ ଫସଫୋ ଜିପସମ ଡିଲର୍ସ ମିଳିତ ଭାବେ ୨୫  ତାରିଖରେ ପିପିଏଲ ଫାଟକ ସାମ୍ନାରେ ଧାରଣା ଦେବାକୁ ନିଷ୍ପତ୍ତି…

ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଚାଲିଛି ତୋରଣ ପ୍ରତିଯୋଗିତା

ପାରାଦୀପ - ପାରାଦୀପର ବିଭିନ୍ନ ସ୍ଥାନରେ ଭକ୍ତିପୂତ ଭାବେ ପାଳିତ ହେଉଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା । ଚଳିତ ବର୍ଷ ବନ୍ଦର ନଗରୀ ପାରାଦୀପରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପରି ଗଣେଶ ପୂଜା ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିଛି । ବିଶ୍ବକର୍ମା ତୋରଣ ଭଳି ଗଣେଶ ମଣ୍ଡପ ମଧ୍ୟ ଖୁବ୍…

ପାରାଦୀପରେ ‘ସାଗର କବଚ-୨’, ଦୁଇ ରାଜ୍ୟ ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ: ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୨’ । ଆଜିଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଭାବେ ଏହି ସମରାଭ୍ୟାସ ୪୮୨ କିମି…

ଭିଜିଲାନ୍ସ ଜାଲରେ ଆରଆଇ ବାବୁ, ୪୦୦୦ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଆରଆଇ ଶ୍ରୀ ରମାକାନ୍ତ ବେହେରା । ୪୦୦୦ ତଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ରମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୂଚନା…

ଆସୁଛି ବିଶ୍ୱକର୍ମା ପୂଜା ! ଚଳଚଞ୍ଚଳ ବନ୍ଦରନଗରୀ ପାରାଦୀପ

ପାରାଦୀପ: ବନ୍ଦର ନଗରୀ ପାରାଦୀପ ଏବେ ଚଳଚଞ୍ଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ଆଉ ଦୁଇ ଦିନ ପରେ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦୀପ ।  କାରଣ ଆସୁଛି ବିଶ୍ୱକର୍ମା ପୂଜା । ଆସନ୍ତା ୧୭…

ଜଗତସିଂହପୁରରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଶ୍, ଶୁଭାରମ୍ଭ କଲେ ଜିଲ୍ଲାପାଳ ପାରୁଲ ପଟାୱରୀ

ଜଗତସିଂହପୁର: ରାଜ୍ୟରେ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ମିଳିମିଳା ଓ ରୁବେଲା ଭଳି ରୋଗକୁ ଦେଶରୁ ମୂଳପୋଛ କରିବା ପାଇଁ ରାଜ୍ୟ ବ୍ୟାପୀ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ଜଗତସିଂହପୁରରେ ମଧ୍ୟ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ । ଜିଲ୍ଲା…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା !

ଜଗସିଂହପୁର: ଜଗସିଂହପୁର ସଦର ଥାନା ଚାରିବାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ମୃତକ ଚାରିବାଟିଆ ଗାଁର ସାଗର ନାୟକ ବୋଲି ଜଣାପଡିଛି । ସେପଟେ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ…

ବଇରି ସାଜିଲା ନାତି: ପ୍ରେମଜନିତ ଘଟଣାକୁ ନେଇ ଜେଜେ ମାଆକୁ ହାଣିଲା, ୬ଗୁରୁତର

ଜଗସିଂହପୁର: ପ୍ରେମଜନିତ ଘଟଣାକୁ କେନ୍ଦ୍ର କରି ଜେଜେ ମାଆକୁ ହତ୍ୟା କଲା ନାତି । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗସିଂହପୁର ଜିଲ୍ଲା ବାଲିକୁଦା ଥାନା ଗଦେଇଗିରି ଗାଁରେ । ମୃତକ ସଖିଲତା ସାହୁ ବୋଲି ଜଣାପଡିଛି । ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ…

ବନ୍ୟା ସ୍ଥିତି ପାଇଁ ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସବୁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଜଗତସିଂହପୁରର ରଘୁନାଥପୁର, ତିର୍ତ୍ତୋଲ ଓ…