Latest Odisha News

BREAKING NEWS

Browsing Category

ଜଗତସିଂହପୁର

Jagatsinghpur

ପ୍ରଶାସନକୁ ସ୍ବାଗତ କଲେ ଢ଼ିଙ୍କିଆ ଗ୍ରାମବାସୀ, ଗାଁରେ ଶାନ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ନିବେଦନ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଗାଁରେ ଆଜି ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ଯେଉଁ ଗାଁ’ରେ ଜିଲ୍ଲା ପ୍ରଶାସନକୁ ବିରୋଧ କରାଯାଉଥିଲା ଆଜି ସେହି ଗାଁର ଲୋକମାନେ ଜିଲ୍ଲାପାଳ ପାରୁଲ ପଟୱାରୀ,ଏସପି ଅଖିଳେଶ୍ବର ସିଂ କୁ ଫୁଲତୋଡ଼ା ଦେଇ ସ୍ବାଗତ…

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ଅଢ଼େଇକୁଳ ପଞ୍ଚାୟତର ହେଭି ଫାଇଟ

ଜଗତସିଂହପୁର: ଜଗତସିଂହପୁର ୨-ନମ୍ବର ଜୋନର ଅଢ଼େଇକୁଳ ପଞ୍ଚାୟତରେ ହେଭି ଫାଇଟ । ଏଠାରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଚୟନକୁ ନେଇ ଦଳୀୟ ଅସନ୍ତୋଷ କାରଣରୁ ବହୁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାର ଦେଖିବାକୁ ମିଳୁଛି । ବିକାଶକୁ ପ୍ରମୁଖ ଆୟୁଧ କରି ନିଜ ସପକ୍ଷରେ ଅଧିକରୁ ଅଧିକ ଜନମତ…

ନିର୍ବାଚନୀ ମଇଦାନରେ କଡ଼ା ଟକ୍କର: ପୁରୁଖା ନେତାଙ୍କୁ ପ୍ରାଧାନ୍ୟ

ଜଗତସିଂହପୁର: ଚଳିତ ପଞ୍ଚାୟତ ନିର୍ବାଚନରେ କେଉଁ ଦଳ ତଥା କେଉଁ ପ୍ରାର୍ଥୀ ବାଜିମାତ କରିବେ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା ।  ଜଗତସିଂହପୁର ଜିଲ୍ଲା ୪ - ନମ୍ୱର ଜୋନର ବଳରାମପୁର ଏବଂ ଅଳସୁଧା ପଞ୍ଚାୟତରେ ଚାଲିଛି କଡ୍ଡା ଟକ୍କର । ତେବେ ଚଳିତ ନିର୍ବାଚନରେ ସାଧାରଣ ଭୋଟର ମାନେ ନୂଆ ମୁଁହକୁ…

[ଦେଖନ୍ତୁ ଭିଡିଓ] ମଇଦାନରେ ହେଭିୱେଟ୍, ଜୋରଦାର ପ୍ରଚାର ପ୍ରସାର

ଜଗତସିଂହପୁର: ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ଚାଲିଛି ପ୍ରଚାର । ମଇଦାନରେ ଦଳ ଦଳ ମଧ୍ୟରେ ଟକ୍କର । ତେବେ ବାଜି ମାରିବ କିଏ? ତାକୁ ନେଇ ଚାଲିଛି ଛକା ପଞ୍ଝା । ଜିଲ୍ଲା ନାଉଗାଁ ବ୍ଲକର ଜିଲ୍ଲାପରିଷଦ ୧ ନମ୍ବର ଜୋନରେ ପ୍ରଚାର ପ୍ରସାର ଜୋରଦାର ହେଉଥିବାର ଦେଖାଦେଉଛି । ଚଳିତ ନିର୍ବାଚନରେ…

[ଦେଖନ୍ତୁ ଭିଡିଓ] ନିର୍ବାଚନ। ମଇଦାନରେ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର

ଜଗତସିଂହପୁର: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଘର ଘର ବୁଲି ବୁଲି ପ୍ରାର୍ଥୀ ମାନେ ଭୋଟ ଭିକ୍ଷା କରୁଥିବା ବେଳେ କିଛି ହେଭିେଓ୍ବଟଙ୍କୁ ବି ଦେଖଇବାକୁ ମିଳିଛି । ସେହିଭଳି ଜଗତସିଂହପୁରରେ ମଧ୍ୟ ଜୋରଦାର ଚାଲିଛି ନିର୍ବାଚନୀ ଲଢେଇ ।…

[ଭିଡ଼ିଓ] ସରଗରମ ରାଜନୀତି ମଇଦାନ, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଟକ୍କର

ଜଗତସିଂହପୁର: ସରଗରମ ରାଜନୀତି ମଇଦାନ । ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ଭୋଟ୍ ହାତେଇବାକୁ ଘର ଘର ବୁଲୁଛନ୍ତି ଆଶାୟୀ ପ୍ରାର୍ଥୀ। ସେହିଭଳି ଜଗତସିଂହପୁର ୩ ନମ୍ବର ଜୋନରେ ବିଜୁ ଜନତା ଦଳର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀରେ ୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଯୋଗ…

[ଭିଡ଼ିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର

ପାରାଦୀପ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁର ମାହୋଲ ଏବେ ସରଗରମ । ତେବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ନୁଆଗଡ ପଞ୍ଚାୟତ, ଯେଉଁ ପଞ୍ଚାୟତ ଅଧିନରେ ଇଫକୋ ସାର କାରଖାନା ଓ ଆର୍ସେଲର ମିତ୍ତଲ-ନିପ୍ପନ ଭଳି ଦୁଇଟି ବଡ କାରଖାନା ରହିଛି । ହେଲେ ଦୀପ ତଳ ଅନ୍ଧାର ଭଳି ବେରୋଜଗାରୀ,…

[ଭିଡ଼ିଓ] ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ, ଭୋଟ୍ ହାତେଇବାକୁ ଚାଲିଛି ପ୍ରଚାର

ଜଗତସିଂହପୁର: ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ। ଚାଲିଛି ପ୍ରଚାର। କେଉଁଠି ଫାମିଲି ଫାଇଟ ତ ଆଉ କେଉଁଠି ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ଟକ୍କର। କହିବାକୁ ଗଲେ ରାଜନୀତି ମାହୋଲ ବେଶ୍ ସରଗରମ ହୋଇପଡିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ପରିଷଦ ଜୋନ ନଂ- ୪ ଅନ୍ତର୍ଗତ ଅଳସୁଧା, ପିତେଇପୁର,…

ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର :ଚୋରି କରିବା ପଡିଲା ମହଙ୍ଗ। ଗିରଫ ହେଲେ ୫ଜଣ ଅଭିଯୁକ୍ତ ।ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ…

ଜଗତସିଂହପୁରରେ ସରଗରମ ହେଲାଣି ରାଜନୀତି

ଜଗତସିଂହପୁର: ସରିଛି ନମିନେସନ୍ । ଆଗକୁ ନିର୍ବାଚନ । ସେଥିପାଇ ପାଇଁ ପ୍ରାର୍ଥୀମାନେ ପ୍ରସ୍ତୁତ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାରେ ରାଜନୀତି ସରଗରମ ହେବାରେ ଲାଗିଛି । ମଇଦାନରେ ଜିଲ୍ଲାପରିଷଦ, ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀମାନେ ବାଜିମାତ୍ କରିବାକୁ ପ୍ରସ୍ତୁତ ହେଲେଣି । କିଏ ଲୋକଙ୍କ…