Latest Odisha News
Browsing Category

ଯାଜପୁର

Jajpur

ଯାଜପୁରରେ ସଟ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

ଯାଜପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସହିତ ଯାଜପୁର ଜିଲ୍ଲାରେ ଜାରିହୋଇଛି ୬୦ ଘଣ୍ଟିଆ ସଟ୍ ଡାଉନ୍ । ଜିଲାରେ ସଟ୍‌ଡାଉନ୍ କଟକଣାକୁ କଡାକଡି ଭାବରେ ଲାଗୁ କରାଯାଉଥିବାବେଳେ ଶୁକ୍ରବାର ସ୍ଥିତିର ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ୍…

କରୋନାରେ ଓଡ଼ିଶାକୁ ବାତ୍ୟା ଭୟ; ମେ’ ୪-୫ରେ ଲ୍ୟାଣ୍ଡ୍‌ଫଲ୍ ସମ୍ଭାବନା !

ଭୁବନେଶ୍ୱର: ଉପକୂଳ ଓଡ଼ିଶା ଏବେ ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ରହିଥିବା ବେଳେ ଆଗକୁ ଆସୁଛି ବାତ୍ୟା ଆଶଙ୍କା । ଏବେ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମ ଧରଣର ବୃଷ୍ଟିପାତ ଅନୁଭୂତ ହେଉଥିବା ବେଳେ ଆସନ୍ତା ମେ ୧ ତାରିଖରେ ଲଘୁଚାପର ସମ୍ଭାବନା ରହିଛି । ପୁଣେସ୍ଥିତ…

ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ଘଟଣାରେ ପୂଜାପଣ୍ଡା ଅଟକ

ପୁରୀ: କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ପ୍ରସଙ୍ଗରେ ଆଜି ସିଂହଦ୍ୱାର ପୋଲିସ ଜଣେ ପୂଜାପଣ୍ଡାଙ୍କୁ ଅଟକ ରଖିଛି । ମନ୍ଦିର ଭିତରେ ପୂଜାପଣ୍ଡା ଆଇଆଇସି ଦୀପକ ଜେନାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଛି । ଏଥି ସହ ଯାଜପୁର ପୋଲିସ…

ତିନି ଜିଲ୍ଲା ପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ହଠାତ୍ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଏସବୁ ଜିଲ୍ଲା ପାଇଁ ତିନିଟି ସ୍ୱତନ୍ତ୍ର ରାପିଡ ରେସପନ୍ସ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରିବ । ସ୍ୱାସ୍ଥ୍ୟ ସଚିବ ନିକୁଂଜ…

ଯାଜପୁରରେ ୫ କରୋନା ପଜିଟିଭ ଚିହ୍ନଟ ପରେ ବଢିଲା କଟକଣା

ଯାଜପୁର: ସୋମବାର ଯାଜପୁରରେ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଏଥି ସହ କଣ୍ଟେନମେଣ୍ଟ ଅଂଚଳକୁ ବୃଦ୍ଧି କରାଯାଇଛି । ତିନିଟି ବ୍ଲକର ସାତଟି ପଞ୍ଚାୟତର ୧୩ଟି ଗାଁକୁ ସିଲ କରାଯାଇଛି । ମେ ୪ ତାରିଖ ରାତି ୮ଟା ଯାଏଁ କଟକଣା ବଳବତ୍ତର ରହିବ…

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଉ ପାଞ୍ଚ ଗିରଫ

ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଶନିବାର ଏହି ଘଟଣାରେ ୩ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ଆକ୍ରମଣ ଘଟଣା ପରେ ଗୋପୀନାଥପୁର ଗାଁର ମୁସଲିମ…

ମାସ୍କ ବଣ୍ଟନ ସହ ଲୋକଙ୍କୁ ସଚେତନ କରୁଛନ୍ତି ଯାଜପୁରର ବ୍ୟବସାୟୀ

ଯାଜପୁର : ସଜାଗ ଓ ସଚେତନ ହେଲେ ହିଁ କରୋନା ମୁକାବିଲା ସମ୍ଭବ । ତେଣୁ କରୋନାକୁ ନେଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି ସରକାର । ବ୍ୟକ୍ତିଗତ ସ୍ତରରେ ଓ କେତେକ ଅନୁଷ୍ଠାନ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି । ସେହିପରି ଜଣେ ବ୍ୟକ୍ତି ହେଲେ ଯାଜପୁର ବ୍ୟବସାୟୀ…

କରୋନା ଆତଙ୍କ: ଯାଜପୁରର ଏହି ୨ଟି ଗାଁ’ରେ ସପ୍ତାହେ ବ୍ୟାପି ଚାଲିବ ସାନିଟାଇଜେସନ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଗତକାଲି ଜିଲ୍ଲାର ସାନ ତ୍ରିଲୋଚନପୁର ଓ ସାଇପୁର ଗ୍ରାମକୁ କଣ୍ଟେନ୍ ମେଣ୍ଟ୍ ଜୋନ ଭାବେ ଘୋଷଣା କରାଯିବା ପରେ ଏହି ଦୁଇଟି ଗ୍ରାମକୁ…

ଭୁବନେଶ୍ୱରରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ; ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ଜଣ ବ୍ୟକ୍ତିଙ୍କର ନମୂନା ପରୀକ୍ଷା ହୋଇଥିବାର ମଙ୍ଗଳବାର ଦିନ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁ ୫ ଜଣ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଝାରପଡ଼ାରୁ ଜଣେ, ବୋମିଖାଲରୁ…

ଯାଜପୁରରେ କୋହଳ ହେଲା ଲକଡାଉନ; ଖୋଲା ରହିବ ଏହିସବୁ ଦୋକାନ

ଯାଜପୁର: ଯାଜପୁରରେ କୋହଳ ହୋଇଛି ଲକଡାଉନ । ଲକଡାଉନ ସମୟରେ ସାଇକେଲ ଗ୍ୟାରେଜ,ପାଠ୍ୟ ଉପକରଣ ଦୋକାନ, ଦୁଗ୍ଧ ଜାତ ଦ୍ରବ୍ୟ,ଏଲେକ୍ଟ୍ରି ଉପକରଣ ସାମଗ୍ରୀ ଦୋକାନ ଆଦି ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ,…