Latest Odisha News
Browsing Category

କଳାହାଣ୍ଡି

Kalahandi

ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

ଭବାନୀପାଟଣା: ନାବାଳିକାକୁ ଅପହରଣ କରିବା ପଡିଲା ମହଙ୍ଗା । ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ କ୍ରସର କର୍ମଚାରୀ ଗିରଫ ହୋଇଛନ୍ତି ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ବିଶ୍ୱନାଥପୁର ପୋଲିସ । ଏନେଇ ବିଶ୍ୱନାଥପୁର ଥାନାରେ କେସ…

ପଦୋନ୍ନତି ପାଇଁ ଶିକ୍ଷକଙ୍କ ଦାବି

ଭବାନୀପାଟଣା: ସରକାରଙ୍କ ନିୟମ ଅନୁଯାୟୀ ନିକଟ ଅତୀତରେ ସ୍ତର-୫(ବି)ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୪ ଓ ସ୍ତର-୪ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୩କୁ ପଦୋନ୍ନତି ଦିଆଯାଇଛି । ଯାହାଫଳରେ ଅଧିକାଂଶ ସ୍ତର-୫(ବି) ପଦବୀ ଖାଲି ହୋଇସାରିଛି । ସ୍ତର-୫(ଏ)ରେ ଥିବା ଶିକ୍ଷକ…

ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ

ଭବାନୀପାଟଣା:ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ । ଦୀର୍ଘ ୨୫ବର୍ଷ ହେଲା ଦାବି ଶୁଣୁନଥିଲେ ସରକାର । ସବଡ଼ିଭିଜନ ମାନ୍ୟତା ଦାବିରେ ବର୍ଷ ବର୍ଷ ଧରି ଆନ୍ଦୋଳନ ଚାଲୁଥିଲା । ହେଲେ ସରକାର କର୍ଣ୍ଣପାତ କରୁନଥିଲେ । ଶେଷରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର, ନର୍ଲା…

ଟ୍ରାକ୍ଟର ବାଇକ ଧକ୍କାରେ ଜଳିଗଲା ବାଇକ, ଦୁଇ ମୃତ

କଳାହାଣ୍ଡି : ମର୍ମନ୍ତୁଦ ଦୁର୍ଘଟଣାରେ ନିମିଷକେ ଚାଲିଗଲା ଜୀବନ । ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ । ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର ।ଭବାନିପାଟଣା ପଟୁ ଥୁଆମୂଳ ରାମପୁର ଆଡେ ଯାଉଥିବା ବେଳେ ସାଇମନ୍ଦିର ନିକଟରେ ଟ୍ରାକ୍ଟରକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକଟି…

କଳାହାଣ୍ଡିରେ ବଢ଼ୁଛି ବେଆଇନ ରନ୍ଧା ମଦ କାରବାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ଦେଶୀ ରନ୍ଧା ମଦ କାରବାର ଦିନକୁ ଦନ ବୃଦ୍ଧି ପାଉଛି । ଗ୍ରାମାଞ୍ଚଳ ଓ ଶ୍ରମିକ ଶ୍ରେଣୀର ଲୋକେ ହାତ ରନ୍ଧା ମଦ ବିପୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ରନ୍ଧା ମଦର ଡ଼ିଗ୍ରୀ ଓ ଏହାର ରନ୍ଧନ ପ୍ରକ୍ରିୟା ସଠିକ୍ ହେଉନଥିବାରୁ ଏହା ଯେତେ ବିଷାକ୍ତ…

ମମିତା ମେହେର ହତ୍ୟାକାଣ୍ଡ ମାମଲା ,ଗୋବିନ୍ଦ ସାହୁର ହ୍ୟାଣ୍ଡରାଇଟିଂ ଯାଞ୍ଚ ଆବେଦନ ଶୁଣାଣି ଘୁଞ୍ଚିଲା

କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ।ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆଦେବନ କରାଯାଇଥିଲା ।ଏହାର ଶୁଣାଣି ପାଇଁ…

[ଭିଡ଼ିଓ] ମିଳିଲାନି ଆମ୍ବୁଲାନ୍ସ, ବାଇକରେ ୧୦ କିଲୋମିଟର ଯାଏ ବୁହା ହେଲା ମୃତ ଦେହ

କଳାହାଣ୍ଡି : ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି । କଳାହାଣ୍ଡିରେ ପୁଣି ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ମେଡିକାଲରୁ ମୃତ ଦେହ ଆଣିବାକୁ ନା ମିଳିଲା ଆମ୍ବୁଲାନ୍ସ ନା ମହାପ୍ରୟାଣ ଗାଡ଼ି । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଚିକିତ୍ସା…

କଳାହାଣ୍ଡି ଏସ୍‌ପିଙ୍କୁ NCPCRଙ୍କ ନିର୍ଦ୍ଦେଶ, ୩ ଦିନରେ ରିପୋର୍ଟ ଦିଅ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ  ।  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ତଥା ଏନସିପିସିଆର୍ । ୩ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍କ…

ମମିତା ମେହେର ହତ୍ୟା ମାମଲା: ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲା । ଏ ହତ୍ୟା ମାମଲାକୁ ନେଇ ଶାସକ ବିଜେଡି ଦଳର ନେତାମାନଙ୍କୁ ପ୍ରବଳ ବିରୋଧ କରାଯାଉଛି ।  ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି।…

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ରାଇଫଲ, ୪ଅଫୁଟା ଗୁଳି ଓ ବିଭିନ୍ନ ସାମଗ୍ରୀ ଜବତ

କଳାହାଣ୍ଡି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ବିଭିନ୍ନ ସାମଗ୍ରୀ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜଙ୍ଗଲରେ ୭ତାରିଖ ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୂଚନା ଅନୁସାରେ,…