Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ଏସଟିଏଫ୍ ହାତରେ ଧରାପଡ଼ିଲେ ଦୁଇ ବଜ୍ରକାପ୍ତା ବେପାରୀ

ଖୋର୍ଦ୍ଧା: ପୁଣି ଏସଟିଏଫ୍ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛି ବଜ୍ରକାପ୍ତା ବେପାରୀ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗା-ପିତାପଲ୍ଲୀ ରାସ୍ତାରୁ ଦୁଇଜଣ ବନ୍ୟଜନ୍ତୁ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ହେଉଛନ୍ତି କଳାହାଣ୍ଡିର କୈଳାସ ଖୋସଲା ଓ ନବରଙ୍ଗପୁରର ଚୈତନ୍ୟ ଭତ୍ରା।…

ଗହଣା ସଫା କରିବା ଆଳରେ ସୁନା ଅଳଙ୍କାର ଲୁଟ୍, ୭ଜଣ ମହିଳା ଅଟକ

ବାଲୁଗାଁ: ଗହଣା ସଫା କରିବାକୁ ଆସି ଲୁଟିଲେ ଅଳଙ୍କାର। ଏପରି ଖବର ସାମ୍ନାକୁ ଆସିଛି ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜ ପଲ୍ଲୀ ଗ୍ରାମରୁ। ୭ଜଣ ମହିଳା ଚୁଡ଼ି ବିକ୍ରି ସହ ସୁନା ଅଳଙ୍କାର ସଫା କରିବା ପାଇଁ ଗାଁରେ ବୁଲୁଥିଲେ। ଗାଁର କିଛି ମହିଳା ସେମାନଙ୍କ କଥାକୁ ବିଶ୍ୱାସ କରି ସୁନା,…

ଯୁବକଙ୍କ ରହସ୍ୟଜନକ ମୃତ୍ୟୁ , ଆତ୍ମହତ୍ୟା ନା ହତ୍ୟା ?

ଖୋର୍ଦ୍ଧା:ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ କୋଦାପୁର ଗାଁ ର ଅମିନ ପ୍ରଧାନଙ୍କ ପୁ୍ଅ ପାଣ୍ଡବ ପ୍ରଧାନ ବୋଲି ଜଣାପଡ଼ିଛିା ବାଲୁଗାଁ ପୋଲିସ ଘଟଣା…

ଜେଲରେ ରାତି କାଟିଲେ ଗୁରୁଜୀ ମାନସ ଦାସ ଓ ପୁଅ, ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର: ଜେଲ ଯାଇଛନ୍ତି ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ । ଖୋର୍ଦ୍ଧା ଜେଲରେ ବାପା-ପୁଅ ପ୍ରଥମ ରାତି କାଟିଛନ୍ତି । ଗତକାଲି ସେମାନଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ସେମାନଙ୍କ ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଇ…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍, ଖସି ଯିବା ବେଳେ ମାଡି ବସିଲେ ଲୋକ

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡ଼ିଲା ଅଭିଯୁକ୍ତ । ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କରୁ ଗତକାଲି ଲୁଟ୍ ଉଦ୍ୟମ ହୋଇଥିଲା । ଏହି ଘଟଣାରେ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ାକୁ ଗିରଫ…

ଜୁଆ ଆଡ୍ଡା ଉପରେ ରାତି ଅଧିଆ ରେଡ୍: ୧୧ ଗିରଫ, ୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଜୁଆ ଆଡ୍ଡା ଉପରେ ରାତି ଅଧିଆ ରେଡ୍ । ଅଚାନକ ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବାଳକାଟିରେ ଜୁଆ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚଢ଼ାଉ । ୧୧ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ନଗଦ…

ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହେବ। ଦୁଇ ଦିନ ଧରି ହେବାକୁ ଥିବା ଏହି ସର୍ଭେ ରେ ବିଭିନ୍ନ ବୟସର ଦୁଇଶହ ଜଣଙ୍କୁ ସାମିଲ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ ଟି ୱାର୍ଡ କୁ ନେଇ ଏହି ସର୍ଭେ ଆରମ୍ଭ ହେବ। ଏଥିପାଇଁ୫ ଜଣ ୱାର୍ଡ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ବିଏମ୍ସି ପକ୍ଷରୁ…

ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍”ସମ୍ମାନ

ଭୁବନେଶ୍ୱର: ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ସମ୍ମାନ । ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତ୍ତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ…

ବାଣପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ସହାୟତା ରାଶି । ଏଥିସହ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ…

ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ନିଆଁ ଲାଗି ୭ ଆହତ

ଖୋର୍ଦ୍ଧା: ରୋଷେଇ ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ପରେ ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରମ୍ଭାରୀମୁଣ୍ଡା ଗାଁରେ ଏହି ଘଟଣା ଘଟିଛି । ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ…