Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ରାଜଧାନୀରେ ନାବାଳିକାଙ୍କୁ ଧରି ଚମ୍ପଟ୍ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଲା ନାବାଳିକାଙ୍କ ଉଭାନ ମାମଲା । ଦୁଇ ନାବାଳିକାଙ୍କୁ ଧରି ଜଣେ ଟ୍ୟୁସନ ମାଷ୍ଟର ଚମ୍ପଟ୍ ମାରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ମଝିସାହିରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଟ୍ୟୁସନ ମାଷ୍ଟର ଗୁରୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି ହେଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ବେଗୁନିଆଠାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି । ଏହାଦ୍ୱାରା ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ । ଖୋର୍ଦ୍ଧାରେ ହଜାର କୋଟି ଟଙ୍କାର ପ୍ରକଳ୍ପର…

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୬ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

କଟକ ଓ ଖୋର୍ଦ୍ଧାରେ ଆଜି BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ ଓ ଖୋର୍ଦ୍ଧା ଜିଲ୍ଲା । ଏହି ଦୁଇ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକର ଉପର ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ…

ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ

ଚିଲିକା: ବାତ୍ୟା ‘ଜୱାଦ’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଓ ପବନ ଜାରି ରହିଥିବା ବେଳେ ରାସ୍ତାଘାଟ ଶୂନ୍ ଶାନ୍ ହୋଇପଡ଼ିଛି । ସେପଟେ ଚିଲିକା ତହସିଲଦାର ଚିଲିକା କୂଳିଆ ତଳି ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କହିଛନ୍ତି । ତେବେ ଚାଷୀଙ୍କ…

ବନ୍ଧୁକ ଦେଖାଇ ଓ ବୋମା ଫୁଟାଇ ଲୁଟିଲେ ଦୁର୍ବୁତ୍ତ, ସିସିଟିଭିରେ କଏଦ ଲୁଟର ଦୃଶ୍ୟ

ଖୋର୍ଦ୍ଧା: ବନ୍ଧୁକ ଦେଖାଇ ଓ ବୋମା ଫୁଟାଇ ଲୁଟ୍ । ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହିଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ଧଳାପଥର ବଜାରରେ ଥିବା ସୁନା ଦୋକାନରେ ଘଟିଛି । ଲୁଟ୍ ବେଳର ଦୃଶ୍ୟ ଦୋକାନରେ ଲାଗିଥିବା…

[ଭିଡ଼ିଓ] ପିପିଲି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର: ଥମୁନି ମମିତା ଝଡ଼ । ଏବେ ପୁଣି କଂଗ୍ରେସ ଦୋହରାଇବ ପିପିଲି ଗଣଦୁଷ୍କର୍ମ ମାମଲା । ଏହି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ ଟାର୍ଗେଟ କରାଯାଇଛି । ଏ ନେଇ ବିଧାନସଭାରେ ବିଜେଡ଼ିକୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ପିପିଲି ଗଣଦୁଷ୍କର୍ମର ତଦନ୍ତ କମିଶନରଙ୍କ ରିପୋର୍ଟ…

ବସକୁ ପଛରୁ ପିଟିଲା ଟ୍ରକ୍: : ୩ ମୃତ, ୧୧ ଜଣ ଆହତ

ଖୋର୍ଦ୍ଧା: ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ୧୧ ଜଣ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବେଲପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର…

ହାତୀକୁ କାବୁ କରିବାକୁ ନାକେଦମ ବନ ବିଭାଗ, ୫ ଅଧିକାରୀ ଆହତ

ଦୁର୍ଦ୍ଦାନ୍ତ ଦନ୍ତା ରାମୁ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ସାମୟିକ ବନ୍ଦ ରହିଛି । ରେଡିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ବେଙ୍ଗାଳୁରୁରୁ ଆସିଥିବା ବିଶେଷଜ୍ଞଙ୍କ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଏହା ପରେ…

ଖୋର୍ଦ୍ଧା ବନଖଣ୍ଡର ସଫଳତା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଚଢ଼ାଉ, ୨ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଖୋର୍ଦ୍ଧା ବନଖଣ୍ଡ ଟିମର ଅତର୍କିତ ଚଢ଼ାଉ । ଏଥିରେ ନଗଦ ବାହାର କରାଯାଇଥିବା ମାଂସ ଲଗା ୪କିଲୋଗ୍ରାମ କାତି ଜବତ କରାଯାଇଛି । ଚଢ଼ାଉବେଳେ ଦୁଇଜଣ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଧଳା ପଥର ଅଞ୍ଚଳରେ ହୋଇଛି ଚଢ଼ାଉ । ଏହି ସମୟରେ…