Latest Odisha News
Browsing Category

କୋରାପୁଟ

Koraput

ଗ୍ୟାସ ଦର ବୃଦ୍ଧିକୁ ନେଇ ଜୟପୁରରେ ବିଜେଡିର ଆନ୍ଦୋଳନ

କୋରାପୁଟ : ଆଜି ତୃତୀୟ ଦିନରେ ପହଁଞ୍ଚିଛି ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ । ଗ୍ୟାସ ସିଲିଣ୍ଡରର ଦାମ ୯୩୦ ଟଙ୍କାରେ ପହଁଚିଛି । ଦରଦାମ ଅହେତକୁ ବୃଦ୍ଧି ପ୍ରତିବାଦରେ ଆଜି ଜୟପୁରରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ନେତ୍ରୀ ଇନ୍ଦିରା ନନ୍ଦଙ୍କ…

ଭିଜିଲାନ୍ସ ଜାଲରେ ଆରଆଇ କ୍ଷୀରାବ୍ଦୀ ତନେୟା ସ୍ୱାଇଁ

କୋରାପୁଟ: ଭିଜିଲାନ୍ସ ଜାଲରେ ସିମିଳିଗୁଡ଼ା ବ୍ଲକ ଦୁଧାରୀର ଆରଆଇ କ୍ଷୀରାବ୍ଦୀ ତନେୟା ସ୍ୱାଇଁ । ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଜୟପୁର ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ଜୟରାମ ପାଙ୍ଗି ନାମକ ବ୍ୟକ୍ତିଙ୍କ ବିଷୟ କିଛି ତଥ୍ୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତିନିମାସ…

ବିଏସଏଫ୍ କ୍ୟାମ୍ପରେ ଆତ୍ମହତ୍ୟା କଲେ ଯବାନ

କୋରାପୁଟ: ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଏସଏଫ୍ କ୍ୟାମ୍ପ ୧୫୫ ବାଟାଲିୟନର ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ଆସେଫ୍ କୁମାର ବରିହା । ମୃତକଙ୍କ ଘର ଗୁଜରାଟରେ ବୋଲି ଜଣା ପଡିଛି । ବିଏସଏଫ୍ କ୍ୟାମ୍ପ ଭିତରେ…

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ପୋଲିସର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ସଦର ପୋଲିସ ଚଢ଼ାଉ କରି ପଣ୍ଡ କରିଛି । ଜାତୀୟ ରାଜପଥ ୨୬ର ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଛି । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପରଭେଜ ଓ ବିରେନ୍ଦ୍ର ସିଂ । ପୋଲିସ ସୂଚନା…

ଆଦିବାସୀଙ୍କ ସେବାରେ ସମର୍ପିତା ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣପୁର: ଆଦିବାସୀଙ୍କ ସେବାରେ ସମର୍ପିତା ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ । ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ନେତ୍ରୀ, ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀ । ଦୀର୍ଘ ୭ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ଶାନ୍ତି…

୮ ମାସ ଧରି ମାଟି ତଳେ ଲୁଚିଥିଲା ମୋହନଙ୍କ ନିଖୋଜ ରହସ୍ୟ

କୋରାପୁଟ: ଦୀର୍ଘ ୮ ମାସ ପୂର୍ବରୁ ହୋଇଥିଲା ଅପହରଣ ଓ ହତ୍ୟା ଷଡଯନ୍ତ୍ର । ସଂଘବଦ୍ଧ ଯୋଜନାର ଶିକାର ସାଜିଥିଲେ କୋରାପୁଟ ଜିଲ୍ଲା ହାତୀବାରି ପଂଚାୟତ ଅନ୍ତର୍ଗତ ଡୁମୁରିବାରି ଗାଁର ଯୁବ ଠିକାଦାର ମୋହନ ଦାସ ହନ୍ତାଳ । ଶେଷରେ ନିଖୋଜ ଓ ହତ୍ୟା ମାମଲାର ପର୍ଦ୍ଦଫାସ୍ କରିବାରେ ସଫଳ ହୋଇଛି ପାଡୁଆ…

[ଭିଡ଼ିଓ] ପରମ୍ପରାରେ ମାଟି ଦୀପ

ଜୟପୁର : ହଜିଯାଉଛି ପାରମ୍ପରିକ ରୀତି । ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରିବାକୁ ବସିଲାଣି । ହେଲେ ଏବେ ବି ଦିପାବଳୀ ଆସିଲେ ମାଟି ଦୀପର ଚାହିଦା ବେଶ୍ ରହିଛି । ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବି ଗ୍ରାହକଙ୍କ ମଧ୍ୟରେ ବଢିବାରେ ଲାଗିଛି । ଏନେଇ…

ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲିବ ମିଶନ ଶକ୍ତି କାଫେ

କୋରାପୁଟ: ମିଶନ ଶକ୍ତି ଏବେ ଜୟପୁରର ମହିଳାଙ୍କ ଆର୍ଥିକ ଶକ୍ତି ହେବାକୁ ଯାଉଛି। ମିଶନ ଶକ୍ତି କାଫେ ଏକ ଅଭିବନ ଉଦ୍ୟମ ଯାହାକି ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲିଛି। ଜୟପୁର ଟାଉନ ହଲ ନିକଟରେ ଥିବା ବିଜୁ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି ମିଶନ ଶକ୍ତି କାଫେ।…

କୁଡୁମରେ ଆନ୍ଥ୍ରାକ୍ସ ଭୟ !

କୋରାପୁଟ : ବ୍ୟାପୁଛି ଆନ୍ଥ୍ରାକ୍ସ ରୋଗ । କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଅନ୍ତର୍ଗତ କୁଡୁମ ଗାଁ ରେ ଆନ୍ଥ୍ରାକ୍ସ ରୋଗ ବ୍ୟାପିବାରେ ଲାଗିଛି। ଗତକାଲି ଗାଁ ରେ ଜଣେବ୍ୟକ୍ତି ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ରେ ଦୁଇ ଜଣ ମଧ୍ୟ ଆନ୍ଥ୍ରାକ୍ସ ରୋଗରେ…

ମମିତା ମେହେର ହତ୍ୟା ଘଟଣା, ସିପିଆଇ ପକ୍ଷରୁ ବିକ୍ଷୋଭ

କୋରାପୁଟ : କୋରାପୁଟରେ ସିପିଆଇ ପକ୍ଷରୁ ବିକ୍ଷୋଭ । କଳାହାଣ୍ଡି ମହାଲିଙ୍ଗ୍ ସନସାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହ ମନ୍ତ୍ରୀଙ୍କ ବହିଷ୍କାର,ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ ଓ…