Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ୍ ,୩ ଗୁରୁତର ୧୫ ଆହତ

କୋରାପୁଟ : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ନିକଟ ନୁଆ କଲୋନି ଠାରେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନ୍ ଓଲଟି ପଡ଼ିଛି ।ଏହି ଦୁର୍ଘଟଣାରେ ୩ ଗୁରୁତର ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ…

ଜନ ଶୁଣାଣି କେନ୍ଦ୍ରରେ ଉତ୍ତେଜନା , କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

କୋରାପୁଟ : ଜନଶୁଣାଣି କେନ୍ଦ୍ରରେ ଉତ୍ତେଜନା । କମ୍ପାନୀ ଅଧିକାରୀଙ୍କୁ  ମାଡ ମାରିଲେ ଗାଁ ଲୋକ। ଗୁରୁତର ଅବସ୍ଥାରେ  ହିଣ୍ଡଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ସେମିଳିଗୁଡା ମେଡିକାଲରେ ଭର୍ତି ହୋଇଛନ୍ତି । କୋରାପୁଟ ହିଣ୍ଡଲକୋ ପକ୍ଷରୁ ଆଜି କଙ୍କଡା ଆମ୍ବ ଗାଁ ରେ ଜନଶୁଣାଣି ହେବାକୁ ଥିବା…

ପୋଖରୀରେ ଭାସୁଛି ମୃତଦେହ ,ପୋଲିସର ତଦନ୍ତ ଜାରି

କୋରାପୁଟ : ପୋଖରୀରେ ଭାସୁଛି ମୃତଦେହ । କୋରାପୁଟ ଜିଲ୍ଲା କୋଟପାଡ ଅନ୍ତର୍ଗତ କୁର୍ମାକୋଟା ଗାଁ ପୋଖରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କାଲି ଦିନ ୩ ଟା ବେଳଠାରୁ ମୃତଦେହ ପୋଖରିରେ ଭାସୁଛି । ମୃତ ବ୍ୟକ୍ତିଜଣକ ଲକ୍ଷଣ ଗୌଡ ବୋଲି ଜଣାପଡ଼ିଛି ।ସେ ୬ ତାରିଖ ଦିନ ସନ୍ଧ୍ୟାରୁ…

ଜୟପୁର ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ ଦାବିରେ ରାସ୍ତାରୋକ

ଜୟପୁର : ଜଗନ୍ନାଥ ସାଗରରୁ ନାବାଳିକା ଶବ ଉଦ୍ଧାର ଘଟଣା। ପ୍ରେମିକକୁ ଗିରଫ ଦାବିରେ ଜୟପୁର ଜୟନଗର ରାସ୍ତାରେ ଟାୟରଜାଳି ରାସ୍ତା ରୋକ କରିଛନ୍ତି ଶହ ଶହ ମହିଳା ଓ ପୁରୁଷ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଲୋକମାନଙ୍କ ସହ ଆଲୋଚନା କରୁଛି । ଗତ ତିନି ଦିନ ତଳେ ଜୟନଗର ଧୋବା ତୁଠ…

ସରକାରୀ ଅର୍ଥ ହଡପ ମାମଲା ,୨୧ ବର୍ଷ ପରେ ଆସିଲା ରାୟ

କୋରାପୁଟ:ସରକାରୀ ଅର୍ଥ ଆତ୍ମସାତ ମାମଲା । ଦୀର୍ଘ ୨୧ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି । ଜଜ୍ ରାଜେସ ଏକ୍କା ସମସ୍ତ ସାକ୍ଷ ପ୍ରମାଣକ ଭିତ୍ତ କରି ରାୟର ଶୁଣାଣି କରିଛନ୍ତି। ମାଲକାନଗିରିରେ ପୂର୍ବରୁ କ୍ୟାସିଅର୍ ଥିବା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଜଣେ ମୃତ

କୋରାପୁଟ: କେତେ ମାରାତ୍ମକ ପୂର୍ବ ଶତ୍ରୁତା ? କ୍ରୋଧ ଓ ପ୍ରତିଶୋଧ କଣ ସମସ୍ତ ସମସ୍ୟାର ସମାଧାନ । ବୋଧ ହୁଏ ଏହି ଦୁଇଟି ଉକ୍ତିର ଅର୍ଥ କୋରାପୁଟ ଜିଲ୍ଲାର ଘଟୁଆଳ ଗୁଡାର ଲୋକେ ବୁଝିପାରିନଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟୁଆଳଗୁଡାରେ ବାପା ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ।…

ଗାଁଦାଣ୍ଡରେ ସଂଘବଦ୍ଧ ଆକ୍ରମଣ: ପୁଅ ମୃତ, ବାପା ଗୁରୁତର

ଜୟପୁର: ବାପା-ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ । ଏଥିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଫକୀର ବିଶୋଇ । ତାଙ୍କ ବାପା ଦୟାନିଧି…

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ…

ଜାତୀୟ ସ୍ତରରେ ଚମକିଲେ କୋରାପୁଟର ଝିଅ

କୋରାପୁଟ : ରାୟପୁରରେ ଚମକିଲେ କୋରାପୁଟିଆ ଝିଅ । ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ କରଣ ପ୍ରତିଯୋଗିତାର ୨୦୨୧ ରେ କୋରାପୁଟର କୋଟପାଡ ଝିଅଙ୍କ କମାଲ୍ । କୋରାପୁଟ ଜିଲ୍ଲା କୋଟପାଡ ଧୁଶାସେଟ ପରିବାର ସଲିମଉଦିନ ଓ ସକିନା ବାନୁଙ୍କ ଝିଅ ରିଜୱାନା। ସେ ଜଣେ ବିବାହିତା । ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼…

ଉପରେ କଦଳୀ, ଭିତରେ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ

ଜୟପୁର(କୋରାପୁଟ): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ଉପରେ କଦଳୀ । ଭିତରେ ଗଞ୍ଜେଇ । କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲାରୁ ଜୟପୁର ଘାଟିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ କଦଳୀ ବୋଝେଇ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ…