Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ: ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌, ଯାତ୍ରୀ ହନ୍ତସନ୍ତ

କୋରାପୁଟ:ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ । ବିବାଦ ଯୋଗୁଁ କୋରାପୁଟ୍‌ରୁ ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌। ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବସ୍‌ ଚଳାଚଳ ଟାଇମିଂକୁ ନେଇ କର୍ମଚାରୀଙ୍କୁ ଗାଳିଗୁଲଜରୁ ବିବାଦ ଉପୁଜିଥିବା ଜଣାପଡିଛି । ଆଜି ସକାଳୁ କୌଣସି ବସ ଗଡୁନି।…

ରେଳ ଧାରଣାରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ, ହତ୍ୟା ସନ୍ଦେହ

କୋରାପୁଟ: ଟ୍ରେନ୍ ଲାଇନରୁ ମିଳିଲା ଯବାନଙ୍କ ମୃତ ଦେହ । କେରାପୁଟ ଲାଣ୍ଡିଗୁଡା ନିକଟ ନୂଆ କଲୋନୀ ରେଳ ଲାଇନରୁ ଜଣେ ଯବାନଙ୍କ ମୃତ ଦେହ ମିଳିଛି । ତେବେ ମୃତକ ଯବାନ ଜଣକ ବିଏସଏଫ ଯବାନ ଧ୍ରୁବରାଜ ପ୍ରଧାନ ବୋଲି ଜଣା ପଡିଛି । ସେ ସ୍ଥାନୀୟ ବିଏସଏଫ କ୍ୟାମ୍ପରେ ଡ୍ୟୁଟିରେ ରହିଥିଲେ ।…

କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର, କହିଲେ ମିଛ କହୁଛନ୍ତି ବିରୋଧି

କୋରାପୁଟ: କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର । କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ବିଜୁ ଜନତା ଦଳର ଏମ୍‌ପି ଏବଂ ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ…

ଗାଁ ରେ ମଦ ବିକ୍ରିକୁ ନେଇ ମହିଳାଙ୍କ ବିରୋଧ, ଥାନାରେ ଏତଲା

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବଡ଼ ଦୁବୁଲି ଗାଁରେ ବେଆଇନ ମଦ କାରବାରକୁ ବିରୋଧ କରି ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା। ଅଞ୍ଚଳରେ ମଦ ବିକ୍ରି ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ଦାବିରେ ପଞ୍ଚାୟତର ଶତାଧିକ ମହିଳା ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ପୁରା ଗାଁ ପରିକ୍ରମା…

ପାଣି ପାଇଁ ପଞ୍ଚାୟତ ଅଫିସ ଘେରାଉ କଲେ ଗ୍ରାମବାସୀ

କୋରାପୁଟ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ଦାଉ ସାଧୁଛି ଜଳ ସଂକଟ । ପାଣି ଟୋପାଏ ପାଇଁ ଡହଳ ବିକଳ ବଣ୍ଡାଗୁଡା ଗ୍ରାମବାସି । ଅଭିଯୋଗ କଲେ ଶୁଣୁ ନାହାନ୍ତି ବିଡ଼ିଓ ବିଭାଗୀୟ ଅଧିକାରୀ । ପାଣି ମୁନ୍ଦାଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ…

୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଡ୍ରାଇଭର ଫେରାର

କୋରାପୁଟ: ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଅଳ୍ପକେ ବର୍ତ୍ତିଗଲା ଡ୍ରାଇଭର । ପାଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନରୁ ୧୨୦ କେଜିର ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ । ପିକଅପ୍ ଭ୍ୟାନରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ । ସୂଚନା…

କୋରାପୁଟ ପୂର୍ବ ଘାଟ ପର୍ବତମାଳାରୁ ୨ଟି ନୂତନ ପ୍ରଜାତିର ଜିଆ ଆବିଷ୍କାର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

କୋରାପୁଟ: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କେରଳର କୋଟ୍ଟାୟମର ବୈଜ୍ଞାନିକଙ୍କ ସହଯୋଗରେ ଓଡ଼ିଶାର ପୂର୍ବ ଘାଟରୁ ପୂର୍ବରୁ ଦୁଇଟି ନୂତନ ପ୍ରଜାତିର ମେଗାସ୍କୋଲେକ୍ସ ଜିଆ ଠାବ କରିଛନ୍ତି। କୋରାପୁଟର ବିଭିନ୍ନ ସ୍ଥାନରେ ହୋଇଥିବା…

କୋରାପୁଟ ଯୁଦ୍ଧ : ସପ୍ତଗିରିଙ୍କ ପାଇଁ ଡବଲ୍ ଚ୍ୟାଲେଞ୍ଜ !

କୋରାପୁଟ: କିଏ ହେବେ କୋରାପୁଟ କିଙ୍ଗ ? ସରିଛି ସମରସଜ୍ଜା, ସେନାପତି ଘୋଷଣାକୁ ଅପେକ୍ଷା । ୧୯ରେ ରଥୀ ମହାରଥୀଙ୍କୁ ମାତ୍ ଦେଇଥିଲେ ସପ୍ତଗିରି ଉଲାକା । ଡେବ୍ୟୁ ମ୍ୟାଚରେ ହିଁ ହୋଇଥିଲେ ମ୍ୟାନ ଅଫ୍ ଦି ମ୍ୟାଚ୍ । ବିଜେଡି-ବିଡେପି ମେଂଟ ହେଲେ ସହଜ ହେବନି ସପ୍ତଗିରିଙ୍କ ଦିଲ୍ଲୀ ବାଟ ।…

କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଦାମନଯୋଡି-ବାଇଗୁଡ଼ା ମଧ୍ୟରେ ୧୪.୬୦ କିମି ଦୈର୍ଘ୍ୟ ରେଳ ଲାଇନ…

କୋରାପୁଟ: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ ୧୪.୬୦ କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି | କମିଶନର୍ ରେଲୱେ ସୁରକ୍ଷା/ରେଳ…

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ବନ୍ଧା ହେଲା ଯୁବକ 

ଜୟପୁର; ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଅନ୍ତର୍ଗତ ଡଙ୍ଗାଯୋଡି  ବି. ବି ଗୋଲୋରି (୨୪)।   ସୂଚନା ଅନୁସାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ବାସନ ସଫା କରୁଥିବା ବେଳେ…