Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ବସ୍ତରରେ ପୁଣି ମାଓ ହିଂସା

ମାଲକାନଗିରି:ପୁଣି ଲାଲ ତାଣ୍ଡବ । ମାଲକାନଗିରି ଛତିଶଗଡ ସିମାନ୍ତ ବସ୍ତର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଅପରେସନ ପ୍ରହାରକୁ ବିରୋଧ କରିଛନ୍ତି ମାଓବାଦୀ ମାନେ । ଗୋଟିଏ ପ୍ରୋକଲିନ ମେସିନକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ୧୫ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ଛୋଟେ…

ଟ୍ରେନ ଅଟକାଇଲେ ମାଓବାଦୀ, ମାରିଲେ ଓ ବାଣ୍ଟିଲେ ପୋଷ୍ଟର !

ମାଲକାନଗିରି: ଅପରେସନ୍ ପ୍ରହାରକୁ ନକ୍ସଲଙ୍କ ବିରୋଧ । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେଓଦ୍ୱାଡା ଜିଲ୍ଲାରେ ଏକ ପାସେଂଜର ଟ୍ରେନକୁ ଅଟକାଇଥିଲେ । ସୂଚନା ମୁତାବକ ବାଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲି ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନକୁ ଅଟକାଇବା ପରେ ଯାତ୍ରୀମାନ ଭୟଭୀତ…

ଖରା ଦିନରେ ବନ୍ୟା!

ମାଲକାନଗିରି:ଖରା ଦିନରେ ବନ୍ୟା ସ୍ଥିତି । କେନାଲ ବନ୍ଧ ଭାଙ୍ଗି ଗାଁ ରେ ପଶିଛି ବନ୍ୟା ଜଳ । ପାଣି ଘେରରେ ଲୋକେ ରହିଥିବା ବେଳେ ଘର ଦ୍ବାର ଓ ସମ୍ପତ୍ତି ନଷ୍ଟ ହେଇଯାଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଏମ୍ପିଭି-୨ ଗାଁ ରେ । ଲୋକେ ସବୁ ଗାଁରେ ଭୋକ ଉପାସରେ ରହିଥିଲେ ବି କୌଣସି ପ୍ରକାର…

ଝୁଲିଲା ବ୍ୟାନର୍‌, ଲାଲ ବାହିନୀ ଟାର୍ଗେଟ୍‌ରେ କେନ୍ଦୁପତ୍ର ବ୍ୟବସାୟୀ !

ମାଲକାନଗିରି: ସାବଧାନ କେନ୍ଦୁପତ୍ର ବ୍ୟବସାୟୀ ! ଏବେ ତୁମ ପାଳି । ମାଓବାଦୀଙ୍କ ତରଫରୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ କିଛି ଏପରି ଧମକ ମିଳିଛି । ମାଲକାନଗିରି କୋରୁକଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଂଚାୟର ମୁଖ୍ୟ ରାସ୍ତାରେ ଧମକପୂର୍ନ ଲାଲରଙ୍ଗର ବ୍ୟାନର ଲଗାଇଛି ମାଓ ସଙ୍ଗଠନ ।…

ମାଓବାଦୀଙ୍କ ବର୍ବରକାଣ୍ଡ, ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ମିଲମପଲ୍ଲି ଜଙ୍ଗଲରେ ଘଟିଛି ଏହି ଘଟଣା । ମାଓବାଦୀ ପୁଣି ନିଜ…

ଲାଲ୍‌ଗଡରେ ପୁଣି ପ୍ରଜାମେଳି

ମାଲକାନଗିରି:ଲାଲ୍‌ଗଡରେ ପୁଣିଥରେ ପ୍ରଜାମେଳି । ବିଭିନ୍ନ ସମସ୍ୟାର ସମାଧାନ ସହ ନୂଆ ପଞ୍ଚାୟତ ଦାବିରେ ପ୍ରଜାମେଳି ଅନୁଷ୍ଠିତ ହୋଇଛି । ଖୁବଶିଘ୍ର ସମସ୍ୟାର ସମାଧାନ ସହ ଦାବି ପୂରଣ ନହେଲେ ଆଗାମୀ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି

ସଂକ୍ରମଣ ରୋକିବାକୁ ସପ୍ତାହନ୍ତ ସଟଡାଉନ

ମାଲକାନଗିରି:କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ବିଭିନ୍ନ ଜିଲ୍ଲାଗୁଡିକରେ ନାଇଟକର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିଛି । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ…

ଚାଲାଣ ବେଳେ ୩ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି:ବାହାରକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ । ଶିଶୁ ସୁରକ୍ଷା କମିଟି ଓ ପୁଲିସର ମିଳିତ ଚଢାଉ ବେଳେ ୩ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଟଙ୍କାର ଲୋଭ ଦେଖାଇ ମାଲକାନଗିରି ଅଞ୍ଚଳରୁ ଏହି ପିଲାଙ୍କୁୂ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ଏବେ ଉଦ୍ଧାର…

ଥମିନି ମାଓ ବର୍ବରତା, ୨ ସିଆରପିଏଫ ଯବାନଙ୍କୁ ନିର୍ମମ ହତ୍ୟା !

ମାଲକାନଗିରି: ସୁକ୍‌ମା ଜିଲ୍ଲାରେ ଚାଂଚଲ୍ୟ ଖେଳାଇଲେ ମାଓବାଦୀ । ରାସ୍ତାରେ ମିଳିଲା ଦୁଇ ସିଆରପିଏଫ୍ ଯବାନଙ୍କ ମୃତ ଶରୀର । ମିଳିଥିବା ସୂଚନା ଅନୁଯାୟୀ ମାଓବାଦୀଙ୍କ ଅତ୍ୟଧିକ ଉପଦ୍ରବ ଯୋଗୁଁ ସୁକମା ଭେଜି ଅଂଚଳରେ ଏକ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ ହୋଇଥିଲା । ସେହି କ୍ୟାମ୍ପଠାରୁ ମାତ୍ର…

ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍, ସମସ୍ତ ରାସ୍ତା ସିଲ୍ କଲା ଜିଲ୍ଲା ପ୍ରଶାସନ, ଏପ୍ରିଲ ୩୦ଯାଏଁ ବସ୍ ସେବା ବନ୍ଦ…

ମାଲକାନଗିରି: ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍ ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରିଠାରୁ ଛତିଶଗଡକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏହାସହ ଏପ୍ରିଲ ୩୦ ପର୍ଯ୍ୟନ୍ତ କୌଣସି ବସ୍ ଛତିଶଗଡରୁ ମାଲକାନଗିରି ଯାତାୟାତ…