Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ସିଆରପିଏଫ୍ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା । ଏହି ଘଟଣାରେ ସିଆପିଏଫ ୧୬୮ ବାଟାଲିୟନର ଜଣେ ଯବାନ ସହିଦ ହେବା ସହ ଅନ୍ୟଜଣେ ଯବାନ ଗରୁତର ହୋଇଥିବା ଜଣାପଡ଼ିଛି । ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂର ବିଜାପୁର ବାସାଗୁଡ଼ା ଥାନା ତିମାରପୁର…

ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ । ଦିନ ୧୧ଟା ବେଳେ ହନ୍ତାଳଗୁଡା ବିଏସଏଫ୍ କ୍ୟାମ୍ପରେ ପହଞ୍ଚିବା ପରେ ମାଲକାନଗିରି ଗସ୍ତ…

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା

ମାଲକାନଗିରି: ପୁଣି ଲାଲ୍ ତାଣ୍ଡବ  । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଦୁଇଟି ଟିପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । କାତରୁ ଥାନା ଅନ୍ତର୍ଗତ ବରଗାପଡା ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ…

ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ମାଓ ପୋଷ୍ଟର

ମାଲକାନଗିରି : ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ସ୍ୱଭିମାନ ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱଭିମାନ ଅଞ୍ଚଳରେ ନିର୍ବାଚନକୁ ବିରୋଧ କରି ମାଓ ପୋଷ୍ଟର ଲାଗିଛି । ସି.ପି.ଆଇ ଓ ବିଶାଖା ମାଓ ଡିଭିଜନ ପକ୍ଷରୁ ଏହି ପୋଷ୍ଟର…

ଲାଲବାହିନୀକୁ ଝଟକା: ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା

ମାଲକାନଗିରି: ଲାଲବାହିନୀକୁ ଶକ୍ତ ଝଟକା । ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ଓ ସିଆରପିଏଫ ନିକଟରେ ବନ୍ଧୁକ ସହ ଆତ୍ମସମର୍ପଣ କଲା ଛତିଶଗଡ଼ର କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା । ସଂଗଠନରେ ପୂର୍ବ ଭଳି ନୀତି ଓ ଆଦର୍ଶ ନଥିବା ବେଳେ ତେଲେଗୁ ମାଓନେତାମାନେ ଛତିଶଗଡ଼ କ୍ୟାଡେରଙ୍କୁ…

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ କୋର୍ଟ ଚାଲାଣ

ମାଲକାନଗିରି: ପୋଲିସ ହାବୁଡରେ ଗଞ୍ଜେଇ ଚୋରା ଚାଲାଣକାରୀ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ଅଞ୍ଚଳରୁ କାଉଡି ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଥିଲି ପୋଲିସ ହାତରେ ଧରା ପଡିଲେ ୫ଜଣ ଚୋରା ଗଞ୍ଜେଇ ଚାଲାଣକାରୀ । ସୂଚନା ଅନୁସାରେ, ମାଲକାନଗିରି ଜୟପୁରକୁ ସଂଯୋଗ କରୁଥିବା…

ଗ୍ରହ ଶାନ୍ତି ପୂଜା କରିବା ଆଳରେ ଘରୁ ଲୁଟିନେଲେ ସୁନା, ୨ ଗିରଫ

ମାଲକାନଗିରି : ଗ୍ରହ ଶାନ୍ତି ପୂଜା କରିବା ବାହାନାରେ ଘରୁ ସୁନା ଚୋରି । ମାଲକାନଗିରି ଜିଲ୍ଲା ସଦର ମହକୁମା ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଚୋରୀ କରିଥିବା ଦୁଇଜଣ ଚୋରଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ମାଲକାନାଗିରି ଜିଲ୍ଲା ସଦର ମହକୁମା ଜେଲ ସାହିର…

ପୋଲିସ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର , ମାଓବାଦୀ ଆହତ

ମାଲକାନଗିରି :ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ମାଓବାଦୀ ଆହତ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଜଣେ ହାର୍ଡଖୋର ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।ଆହାତ ମାଓବାଦୀକୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ହାର୍ଡକୋର୍ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅନ୍ତର୍ଗତ ତିମାପୁରମ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି…

ଛତିଶଗଡ ନାରାୟଣପୁରରେ ମାଓ ହିଂସା, ୩ଟି ଟ୍ରକକୁ ଜାଳିଦେଲେ ମାଓବାଦୀ

ଛତିଶଗଡ : ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।ଟ୍ରକ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ…