Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ମାନବିକତାର ପରିଚୟ ଦେଲେ ଅଟୋ ଚାଳକ ଚକ୍ରଧର

ମୟୁରଭଞ୍ଜ: ଏବେ ବି ବଞ୍ଚିଛି ମାନବିକତା । ଆଜିର ସମାଜରେ ମଣିଷ ସ୍ୱାର୍ଥପର ହୋଇଯାଉଛନ୍ତି । ହେଲେ ଏହାରି ଭିତରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ମୂଲ୍ୟବାନ ଜିନିଷ ଫେରାଇ ଅଟୋ ଚାଳକ ଚକ୍ରଧର ପୃଷ୍ଟି ଦେଲେ ନିଜ ମହାନତାର ପରିଚୟ ।…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଜିଠାରୁ ଖୋଲିବ ମାର୍କେଟ ବିଲ୍ଡିଂ । ୩ ଦିନ ଧରି ବନ୍ଦ ଥିଲା ମାର୍କେଟ ବିଲ୍ଡିଂ । ଉଠା ଦୋକାୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିଲା ବିବାଦ । ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ…

ଅନିର୍ଦ୍ଦିଷ୍ଟକାଳ ଯାଏଁ ଖୋଲିବ ନାହିଁ ମାର୍କେଟ ବିଲ୍ଡିଂ: ବ୍ୟବସାୟୀ ସଂଘ

ଭୁବନେଶ୍ୱର: ଏବେ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକରୁ ବାହାରିଲା ନାହିଁ ସମାଧାନର ବାଟ । ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛି ବ୍ୟବସାୟୀ ସଂଘ । ଗତକାଲି ବସିଥିଲା ବୈଠକ । ଏହାପରେ ବିଏମସି ପକ୍ଷରୁ ମାର୍କେଟ ବିଲ୍ଡିଂ ଉପରେ ଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା ।…

୨ଟି କଲରା ପତରିଆ ବାଘ ଛାଲ ଜବତ, ୨ ଅଭିଯୁକ୍ତ ଗିରଫ

ବାରିପଦା: ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ଧରା ପଡ଼ିଲା ବାଘ ଛାଲ ବେପାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ଏସସିବି ଜୁନିଅର୍ କଲେଜ ନିକଟରୁ ବାଘ ଛାଲ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଜବତ ହୋଇଛି ୨ଟି କଲରା ପତରିଆ ବାଘ ଛାଲ । ବିଶେଷ…

ଚିନ୍ତା ବଢାଉଛି ଝାଡ଼ଖଣ୍ଡି ହାତୀ ପଲ

ବାରିପଦା: ଚିନ୍ତା ବଢାଉଛି ଝାଡଖଣ୍ଡୀ ହାତୀ ପଲ ଥମୁନି ହାତୀ ଉତ୍ପାତ। ଦିନକୁ ଦିନ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି। ଘରଦ୍ୱାର ଭାଙ୍ଗିବା ସହିତ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଏବେ ରାତିରେ ନୁହେଁ ଦିନରେ ବି ହାତୀ ପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି।…

[ଭିଡିଓ] ମୟୂରଭଞ୍ଜର କ୍ୟାଥେଲିକ ଚର୍ଚ୍ଚରେ କଟକଣାରେ ବଡଦିନ ପାଳନ

ମୟୂରଭଞ୍ଜ : ଆଜି ପବିତ୍ର ବଡଦିନ । ଦେଶ ପାଳୁଛି ଖ୍ରୀଷ୍ଟମାସ ।ଏନେଇ ଉତ୍ସବ ମୁଖର ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର କୃଷ୍ଣଚନ୍ଦ୍ରପୁରର ଥିବା କ୍ୟାଥେଲିକ ଚର୍ଚ୍ଚ । ରାତିରୁ ଧରା ପୃଷ୍ଟକୁ ଅବରତରଣ କରିସାରିଛନ୍ତି ଯୀଶୁ ।ଏଥର କୋଭିଡ କଟକଣା ମଧ୍ୟରେ ମହା ନିରାଡମ୍ବର ଭାବେ ପାଳିତ ହେଉଛି ବଡଦିନ…

ଅଟଳ ସମ୍ମାନରେ ସମ୍ମାନୀତ ହେବେ ବରିଷ୍ଠ ସଂଗଠକ ଶରତ ଚନ୍ଦ୍ର ବେହେରା

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ…

ରାଜ୍ୟରେ ଶୀତର ଲହରୀ ଜାରି , ଶିମିଳିପାଳରେ ତୁଷାରପାତ

ମୟୂରଭଞ୍ଜ : ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ କରଞ୍ଜିଆ ଉପଖଣ୍ଡରେ ଶୀତର  ପ୍ରକୋପ ଦେଖିବାକୁ ମିଳିଛି । ଶିମିଳିପାଳରେ ଉପରେ ବାର୍ହାକାମୁଡା ,ଚହଲା, ବରେହିପାଣି,ନଅଣା ଆଦି ସ୍ଥାନରେ ପ୍ରବଳ ଶୀତ ଅନୁଭୁତ ହେଉଛିା କୁମାରୀ ଠାରେ ପ୍ରବଳ ତୁଷାରପାତ…

ବେଆଇନ ଗୋରୁ ଚାଲାଣବେଳେ ଜବତ କଲା ପୋଲିସ, ୬ଜଣ ଅଟକ

ମୟୁରଭଞ୍ଜ: ଚୋରା ଚାଲାଣବେଳେ ୧୪୪ଗୋରୁ ଉଦ୍ଧାର ହୋଇଛି । ରାଜ୍ୟ ବାହାରକୁ ବେଆଇନଭାବେ ଗୋରୁ ଚାଲାଣ ହେଉଥିଲା । ଏଥିରେ ୫ଟି ପିକଅପ୍ ଭ୍ୟାନ୍ ଜବତ ହୋଇଛି । ପଶ୍ଚିମବଙ୍ଗକୁ ବେଆଇନଭାବେ ଗୋରୁ ଚୋରା ଚାଲାଣ ହେଉଥିଲା । ପେଟ୍ରୋଲିଂବେଳେ ରାସଗୋବିନ୍ଦପୁର ସୁବାନଡ଼ିହି ଛକରୁ ଜବତ କଲା ପୋଲିସ ।…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଞ୍ଜସେନାର ବିକ୍ଷୋଭ ପ୍ରଦର୍ଶନ

ମୟୁରଭଞ୍ଜ: ୫ଟି ଯୋଜନାରେ ହେଉଥିବା କାର୍ଯ୍ୟଗୁଡ଼ିକୁ ଟେଣ୍ଡର କରିବା ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ୫ଟି ଯୋଜନାରେ ହେଉଥିବା ସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟଗୁଡ଼ିକୁ ବିନା ଟେଣ୍ଡର ମାଧ୍ୟମରେ କରାଯାଉଛି । ଜେଇ ଏବଂ ବିଜେଡ଼ିର ଠିକାଦାରଙ୍କ ମଧ୍ୟରେ…